Browsing Category

ଖେଳ

୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକର ୫-ଟି ରୂପାନ୍ତର କାର୍ଯ୍ୟକ୍ରମରେ ରୂପାନ୍ତରଣ ସହିତ ଶିକ୍ଷକ ନିଯୁକ୍ତି ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୧୧୪୦୩ ଶିକ୍ଷକ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
Read More...

ସନରାଇଜର୍ସ ହାଇଦ୍ରାବାଦ ଦଳରେ ଯୋଗ ଦେଲେ ଲାରା ଓ ଷ୍ଟେନ

ନୂଆଦିଲ୍ଲୀ : କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍‌ ବ୍ରାଏନ୍‌ ଲାରା ଏବଂ ଦକ୍ଷିଣ ଆଫ୍ରିକାର ମାରାତ୍ମକ ବୋଲର ଡେଲ୍‌ ଷ୍ଟେନ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ରେ ଯୋଡି ହୋଇଯାଇଛି । ସନରାଇଜର୍ସ ହାଇଦ୍ରାବାଦ ଲାରାଙ୍କୁ ବ୍ୟାଟିଂ କୋଚ ଏବଂ ଷ୍ଟେନଙ୍କୁ ବୋଲିଂ କୋଚ ଭାବରେ ନିଯୁକ୍ତ
Read More...

ରାଜ୍ୟ କରାଟେ ଚମ୍ପିୟାନସିପରେ ନବରଙ୍ଗପୁର ଦଳ ଚମ୍ପିୟାନ

ନବରଙ୍ଗପୁର: ନବରଙ୍ଗପୁର ଏସିଆନ କରାଟେ ସ୍କୁଲରେ ଅନୁଷ୍ଠାନର ମୁଖ୍ୟ ସେଂସାଇ ଶରତ କୁମାର ରାଉତଙ୍କ ନେତୃତ୍ୱରେ ଏକ ବାର ଜଣିଆ ଦଳ ଗତ ୧୯ ତାରିଖରେ ଭୁବନେଶ୍ୱର ରେଳବାଇ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ରାଜ୍ୟ କରାଟେ ଚମ୍ପିୟାନସିପରେ ଭାଗ ନେଇଥିଲେ । ଏଥିରେ ବାର ବର୍ଷରୁ କମ ୪୦ କିଲୋଗ୍ରାମ
Read More...

ଆଇପିଏଲର ମେଗା ନିଲାମର ତାରିଖ ହେଲା ଘୋଷଣା

ନୂଆଦିଲ୍ଲୀ ୨୨ ।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୨ର ମେଗା ନିଲାମର ଆୟୋଜନ ଫେବୃଆରୀ ୭ ଓ ୮ରେ ବେଙ୍ଗାଲୁରୁରେ ହୋଇପାରେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଏହା ଆଇପିଏଲର ଶେଷ ମେଗା ନିଲାମ ହୋଇପାରେ କାରଣ ଅଧିକାଂଶ ମୂଳ ଆଇପିଏଲ ଦଳ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି
Read More...

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ, ଲାବୁସେନ ନମ୍ବରୱାନ ବ୍ୟାଟ୍ସମ୍ୟାନ

ଦୁବାଇ : ଆଇସିସି ପକ୍ଷରୁ ଆଜି ଟେଷ୍ଟ ବ୍ୟାଟ୍ସମ୍ୟାନ୍‌ଙ୍କ ସର୍ବଶେଷ ର଼୍ୟାଙ୍କିଙ୍ଗ ପ୍ରକାଶ କରାଯାଇଛି । ସର୍ବଶେଷ ଆଇସିସି ର଼୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ମାର୍ନସ୍‌ ଲାବୁସେନ ଏକ ନମ୍ବର ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି । ସେ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ଅତିକ୍ରମ କରି
Read More...

ଟେଷ୍ଟ ସିରିଜ ପୂର୍ବରୁ ଡରିଲେଣି ଦ.ଆଫ୍ରିକା ଅଧିନାୟକ, କହିଲେ ଏହି ବୋଲର ଆମ ପାଇଁ ବିପଦ

ସେଞ୍ଚୁରିଅନ : ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବାକୁ ଆଉ ଏକ ସପ୍ତାହରୁ କମ୍‌ ସମୟ ରହିଛି । ଉଭୟ ଦଳ ମଧ୍ୟରେ ଟେଷ୍ଟ ସିରିଜ୍‌ ଡିସେମ୍ବର ୨୬ ରୁ ସେଞ୍ଚୁରିଅନରେ ହେବାକୁ ଥିବା ପ୍ରଥମ ଟେଷ୍ଟ ସହିତ ଆରମ୍ଭ ହେବ । ସିରିଜ୍‌ ଆରମ୍ଭ
Read More...

ବୌଦ୍ଧ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା : ସେମିଫାଇନାଲରେ ଗିରାସିଙ୍ଗା

ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡାପଡା ଖେଳ ପଡ଼ିଆରେ ଗତ ୧୮ ତାରିଖରୁ ଚାଲିଥିବା ବୌଦ୍ଧ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତାର ଆଜି ତୃତୀୟ ଦିନର ପ୍ରଥମ ମ୍ୟାଚ ମନୁପାଲି ଓ ନାଗପାଲି ମଧ୍ୟରେ ହୋଇଥିଲା । ଏଥିରେ ମନୁପାଲି ୧-୦ ଗୋଲରେ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚ
Read More...

ଝିଅର ଫଟୋ ସେୟାର କଲେ ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ : ଭାରତୀୟ ପେସର ଭୁବନେଶ୍ୱର କୁମାର ନିଜର ଝିଅ ଫଟୋ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଗତ ମାସରେ ତାଙ୍କ ପତ୍ନୀ ନୂପୁର ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ବିବାହ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ତାଙ୍କ ଘରକୁ ଏହି କନ୍ୟା ରତ୍ନଙ୍କ ଆଗମନ ହୋଇଥିବାରୁ
Read More...

ଅଣ୍ଡର-୧୯ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରୀରେ ଓ୍ୱେଷ୍ଟ ଇଣ୍ଡିଜରେ ହେବକୁ ଯାଉଛି ଅଣ୍ଡର-୧୯ ବିଶ୍ୱକପ । ଅଣ୍ଡର-୧୯ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି ଟିମ୍ ଇଣ୍ଡିଆ । ଅଣ୍ଡର-୧୯ ବିଶ୍ୱକପ ପାଇଁ ବିସିସିଆଇ ୧୭ ଜଣିଆ ଦଳ ଘୋଷଣା କରିଛି । ଯାହାର ନେତୃତ୍ୱ ନେବେ ୟଶ ଢ଼ୁଲ । ଏହି ଟୁର୍ଣ୍ଣାମେଣ୍ଟ
Read More...

ଚାର୍ଟବୋର୍ଡ ସହାୟତାରେ ଖେଳାଳିଙ୍କ କ୍ଲାସ୍‌ ନେଲେ କୋଚ ରାହୁଲ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରକା ଗସ୍ତରେ ଥିବା ଭାରତୀୟ ଦଳ ଗତକାଲିଠାରୁ ନେଟ୍‌ ପ୍ରାକ୍ଟିସ୍‌ ଆରମ୍ଭ କରିଛି । ଆଜି ଦ୍ୱିତୀୟ ଦନରେ କୋଚ ରାହୁଲ ଦ୍ରାବିଡଙ୍କ ତତ୍ତ୍ୱାବଧାନରେ ଖେଳାଳିମାନେ ବହୁତ ଝାଳ ବୁହାଇଥିବା ଜଣାପଡିଛି । ବିସିସିଆଇ ପକ୍ଷରୁ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋ ଓ
Read More...