Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ସୌରଭ ଗାଙ୍ଗୁଲି ଙ୍କୁ କରୋନା
ନୂଆଦିଲ୍ଲୀ : ବିସିସିଆଇ ସଭାପତି ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ କରୋନା । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନର ବଢୁଥିବା ସଙ୍କଟ ମଧ୍ୟରେ ଏହି ଖବର ଚିନ୍ତାଜନକ ବିଷୟ । ସୂଚନା ଥାଉକି, ବର୍ଷ ଆରମ୍ଭରୁ ସୌରାଭ ଗାଙ୍ଗୁଲି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ଜାନୁୟାରୀ!-->!-->!-->…
Read More...
Read More...
ଅଣ୍ଡର -୧୯ ଏସିଆ କପ : ଆଫଗାନିସ୍ତାନକୁ ହରାଇ ସେମିରେ ଭାରତ
ଦୁବାଇ : ୟୁଏଇରେ ଚାଲିଥିବା ଅଣ୍ଡର -୧୯ ଏସିଆ କପରେ ଭାରତ ଆଫଗାନିସ୍ତାନକୁ ୪ ୱିକେଟରେ ପରାସ୍ତ କରିଛି । ଟୁର୍ନାମେଣ୍ଟରେ ତିନିଟି ମ୍ୟାଚ୍ରେ ଏହା ହେଉଛି ଭାରତର ଦ୍ୱିତୀୟ ବିଜୟ ଏବଂ ଏହା ସହ ସେମିଫାଇନାଲରେ ନିଜର ସ୍ଥାନ ପକ୍କା କରିଛି । ଭାରତ ପ୍ରଥମ ମ୍ୟାଚରେ ୟୁଏଇକୁ ୧୫୪ ରନରେ ପରାସ୍ତ!-->…
Read More...
Read More...
ସେନା ଦେଶରେ ଏମିତି ରେକର୍ଡ କଲେ ରାହୁଲ
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ (ସେନା)ରେ ଭାରତ ପାଇଁ ଓପନର୍ ଭାବରେ ସୁନୀଲ ଗାଭାସ୍କର ନାମରେ ଅଧିକ ଶତକ କରିବାର ରେକର୍ଡ ରହିଛି । ଗାଭାସ୍କର ପରେ କେ.ଏଲ୍ ରାହୁଲ ବର୍ତ୍ତମାନ ଦ୍ୱିତୀୟ ନମ୍ବରରେ ପହଞ୍ଚିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ!-->…
Read More...
Read More...
ପ୍ରଥମ ଦିନର ଖେଳ ଶେଷ : ରାହୁଲଙ୍କ ଶତକ, ଭାରତ ୨୭୨/୩
ସେଞ୍ଚୁରିଆନ : ସେଞ୍ଚୁରିଆନର ସୁପରସ୍ପୋର୍ଟ ପାର୍କ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଦିନ ଭାରତର ନାମରେ ରହିଛି । କେଏଲ ରାହୁଲଙ୍କ ଅପରାଜିତ ଶତକ ବଳରେ ଦଳ ପ୍ରଥମ ଦିନ ଶେଷ ସୁଦ୍ଧା ୨୭୨/୩ରେ ପହଞ୍ଚିଛି । ଭାରତର ଅଧିନାୟକ ବିରାଟ!-->…
Read More...
Read More...
ଖୁସି ଖବର: ଫିଟ୍ନେସ୍ ଟେଷ୍ଟ ପାସ କଲେ ରୋହିତ
ନୂଆଦିଲ୍ଲୀ ୨୬/୧୨ : ଟିମ୍ ଇଣ୍ଡିଆର ଭେଟେରାନ୍ ଓପନର ତଥା ନୂଆ ଦିନିକିଆ ଅଧିନାୟକ ରୋହିତ ଶର୍ମା ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ରୁ ବାଦ ପଡିଥିଲେ । ଟେଷ୍ଟ ସିରିଜ୍ ଆରମ୍ଭର ଠିକ ପୂର୍ବରୁ ସେ ଆହତ କାରଣରୁ ବାଦ୍ ପଡିଥିଲେ । ଏବେ ସେ ଦିନିକିଆ ସିରିଜ୍ ଖେଳିବେ କି!-->…
Read More...
Read More...
ବକ୍ସିଂ ଡେ’ ଟେଷ୍ଟ : ଟସ୍ ଜିଣି ଭାରତର ବ୍ୟାଟିଂ ନିଷ୍ପତ୍ତି
ସେଞ୍ଚୁରିଆନ : ଆଜିଠାରୁ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସରିଜର ପ୍ରଥମ ମ୍ୟାଚ ଖେଳିଯିବ । ଏହି ମ୍ୟାଚରେ ଭାରତ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଦଳରେ ୪ ଜଣ ବଲରଙ୍କ ସହ ଠାକୁର ଅଲରାଉଣ୍ଡର ଭାବେ ସ୍ଥାନ ପାଇଛନ୍ତି । ଦଳରେ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ!-->…
Read More...
Read More...
ରାଜେଶ ଏବଂ ଲିଟୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ଫୁଲବାଣୀ:କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ବିଟିଏମ ଖେଳ ପଡ଼ିଆଠାରେ ଆର. ୟୁନାଇଟେଡ ଫୁଲବାଣୀ ତରଫରୁ ଏକ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ରିଜର୍ଭ ଆରଆଇ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିବା ବେଳେ ଅନ୍ୟତମ!-->…
Read More...
Read More...
ଆସନ୍ତାକାଲିଠାରୁ ବକ୍ସିଂ ଡେ’ ଟେଷ୍ଟ, ଏମିତି ହୋଇପାରେ ଭାରତର ପ୍ଲେଇଙ୍ଗ ଏକାଦଶ
ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ରବିବାର ଠାରୁ ଆରମ୍ଭ ହେବ । ବକ୍ସିଂ ଡେ ଟେଷ୍ଟରେ ବିରାଟ କୋହଲିଙ୍କ ପାଇଁ ସବୁଠାରୁ ବଡ ଆହ୍ୱାନ ହେବ ପ୍ଲେଇଙ୍ଗ ଏକାଦଶ ଚୟନ । ଦଳର ଉପ-ଅଧିନାୟକ କେ.ଏଲ୍ ରାହୁଲ ସ୍ପଷ୍ଟ!-->…
Read More...
Read More...
ଏହି ଆଇପିଏଲ ଦଳର କୋଚ ହେବେ ଗ୍ୟାରି କ୍ରିଷ୍ଟେନ !
ନୂଆଦିଲ୍ଲୀ : ଭାରତର ବିଶ୍ୱକପ ବିଜେତା ପ୍ରଶିକ୍ଷକ ଗ୍ୟାରି କ୍ରିଷ୍ଟେନ୍ ଆଇପିଏଲ୍ ୨୦୨୨ରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର କ୍ରିଷ୍ଟେନ୍ଙ୍କୁ ଆଇପିଏଲରେ ଅହମ୍ମଦାବାଦ ଫ୍ରାଞ୍ଚାଇଜର ମୁଖ୍ୟ ପ୍ରଶିକ୍ଷକ ହୋଇପାରନ୍ତି । ଭାରତର!-->…
Read More...
Read More...
ବୌଦ୍ଧ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦଯାପିତ: ସାହାଜପାଲ ଚମ୍ପିୟାନ
ଜହ୍ନାପଙ୍କ : ବୌଦ୍ଧ ବ୍ଳକ ଅନ୍ତର୍ଗତ ମୁଣ୍ଡାପଡା ଖେଳ ପଡ଼ିଆରେ ଗତ ୧୮ ତାରିଖରୁ ଚାଲିଥିବା ବୌଦ୍ଧ ବ୍ଳକ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଆଜି ଫାଇନାଲ ଖେଳ ସହ ଉଦଯାପିତ ହୋଇଯାଇଛି । ଫାଇନାଲ ଖେଳ ଗିରାସିଙ୍ଗା ଓ ସାହାଜପାଲ ମଧ୍ୟରେ ହୋଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କେହି କାହାକୁ ଗୋଲ!-->…
Read More...
Read More...