ଧିମା ବୋଲିଂ ପାଇଁ ଭାରତ ଦଣ୍ଡିତ

0 44

ନୂଆଦିଲ୍ଲୀ : ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଶେଷ ହୋଇଛି । ଗସ୍ତ ପୂରା ବିଫଳ ହୋଇଛି । ଉଭୟ ଟେଷ୍ଟ ଓ ଦିନିକିଆ ସିରିଜରେ ଭାରତ ହାରିଛି । ଗତକାଲି ଶେଷ ଦିନିକିଆ ଖେଳାଯାଇଥିଲା ଏବଂ ଏଥିରେ ମଧ୍ୟ ଅନ୍ୟ ଦୁଇଟି ଦିନିକିଆ ଭଳି ଭାରତ ପରାସ୍ତ ହୋଇଥିଲା । ସିରିଜ ତ ହାରିଲେ,ସେଥିରେ ପୁଣି ଦଣ୍ଡିତ ମଧ୍ୟ ହୋଇଛନ୍ତି । ଧିମା ବୋଲିଂ ପାଇଁ ଭାରତ ଦଣ୍ଡିତ ହୋଇଛି । ଦଣ୍ଡସ୍ୱରୂପ ଭାରତର ୪୦ ପ୍ରତିଶତ ମ୍ୟାଚ ଫି’ କାଟ୍‌ ହେବ । ପୂରା ଓଭର ଶେଷ କରିବା ପାଇଁ ଯେଉଁ ସମୟ ଧାର୍ଯ୍ୟ ହୋଇଥିଲା,ସେହି ସମୟ ଭିତରେ ଭାରତ ତାହା କରିପାରିନଥିଲା । ଦୁଇଟି ଓଭର ରହିଯାଇଥିଲା ଏବଂ ଏଥିପାଇଁ ଭାରତୀୟ ଦଳକୁ ଅତିରିକ୍ତ ସମୟ ଦିଆଯାଇଥିଲା ।

hiranchal ad1
Leave A Reply

Your email address will not be published.

5 × two =