Browsing Category

ଖେଳ

ଅଣ୍ଡର-୧୯ ଖେଳାଳିଙ୍କୁ କ୍ରିକେଟ ପାଠ ପଢାଇଲେ ରୋହିତ, ଫଟୋ ସେୟାର କଲା ବିସିସିଆଇ

ମୁମ୍ବାଇ : ଟିମ୍‌ ଇଣ୍ଡିଆର ସୀମିତ ଓଭର ଅଧିନାୟକ ରୋହିତ ଶର୍ମା ଆହତରୁ ସୁସ୍ଥ ହେବା ପାଇଁ ନ୍ୟାସନାଲ କ୍ରିକେଟ୍‌ ଏକାଡେମୀରେ ରହିଛନ୍ତି । ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ତାଙ୍କୁ ବାଦ ଦିଆଯାଇଛି । ତାଙ୍କ ସହ ଟିମ୍‌ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା
Read More...

ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି, ପାକିସ୍ତାନକୁ ହରାଇଲା ଭାରତ

ଭୁବନେଶ୍ୱର: ଚଳିତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତୀୟ ପୁରୁଷ ଟିମର ବିଜୟ ଧାରା ଅବ୍ୟାହତ ରହିଛି। ଭାରତ ଆଜି ତା’ର ତୃତୀୟ ମ୍ୟାଚରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କରିଛି। ଏହା ପୂର୍ବରୁ ଭାରତ ଦ୍ୱିତୀୟ ମ୍ୟାଚରେ ଆୟୋଜକ ବାଂଲାଦେଶକୁ ୯-୦ ଗୋଲରେ
Read More...

ଆଫ୍ରିକାରେ ଟେଷ୍ଟ ସିରିଜ ଜିତିପାରିବ ଭାରତ : ଗାଙ୍ଗୁଲି

କୋଲକତା : ଟିମ୍‌ ଇଣ୍ଡିଆ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ କୌଣସି ଟେଷ୍ଟ ସିରିଜ୍‌ ଜିତି ନାହିଁ, କିନ୍ତୁ କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ର ସଭାପତି ସୌରଭ ଗାଙ୍ଗୁଲି ଅନୁଭବ କରୁଛନ୍ତି ଯେ ଦଳ ଏଥର ଏହି ପରମ୍ପରା ଭାଙ୍ଗିପାରେ । ଗାଙ୍ଗୁଲି ଅନୁଭବ କରିଛନ୍ତି ଯେ ଏଥର
Read More...

ଆଣ୍ଡି ଫ୍ଲାୱାର ହେବେ ଏହି ଆଇପିଏଲ ଦଳର କୋଚ !

ନୂଆଦିଲ୍ଲୀ : ଆଇପିଏଲ-୨୦୨୨ ପାଇଁ ଏବେଠାରୁ କାଉଣ୍ଟଡାଉନ ଆରମ୍ଭ ହୋଇଗଲାଣି । ଏଥର ୮ ଦଳ ବଦଳରେ ୧୦ ଦଳ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଏହା ପୂର୍ବରୁ ୮ ପୁରୁଣା ଦଳ ନିଜ ନିଜର ୪ଜଣ ଖେଳାଳିଙ୍କୁ ରିଟେନ କରିସାରିଲେଣି । ସେହିପରି ନୂଆ ଦଳ lucknow ଓ ଅହମ୍ମଦବାଦ ମଧ୍ୟ ମେଗ ଅଡିସନ ପୂର୍ବରୁ
Read More...

ଦକ୍ଷିଣ ଆଫ୍ରିକା ଗସ୍ତ କଲା ଭାରତୀୟ ଟିମ୍‌, ବିସିସିଆଇ ଫଟୋରୁ ବିରାଟ ଆଉଟ୍‌

ମୁମ୍ବାଇ : ଭାରତୀୟ କ୍ରିକେଟ୍‌ ଦଳ ଆଜି ଦକ୍ଷିଣ ଆଫ୍ରିକା ଗସ୍ତ କରିଛି । ଦକ୍ଷିଣ ଆଫ୍ରିକା ଗସ୍ତରେ ଡିସେମ୍ବର ୨୬ ରୁ ଟିମ୍‌ ଇଣ୍ଡିଆକୁ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଏବଂ ସମାନ ସଂଖ୍ୟାକ ଦିନିକିଆ ସିରିଜ୍‌ ଖେଳିବାକୁ ପଡିବ । ଜାନୁଆରୀ ୧୯ ରୁ ଦିନିକିଆ ସିରିଜ୍‌ ଆରମ୍ଭ ହେବ ।
Read More...

ବିସିସିଆଇ ନା ବିରାଟ, କିଏ କହୁଛି ସତ ?

ନୂଆଦିଲ୍ଲୀ : ଦିନିକିଆ ଅଧିନାୟକ ପଦରୁ ହଟିବା ପରେ ପ୍ରଥମ ଥର ସାମ୍ବାଦିକ ସମ୍ମିଳନୀ କରିଛନ୍ତି ବିରାଟ କୋହଲି। ବୁଧବାର କୋହଲି କହିଛନ୍ତି, ସେ ଦିନିକିଆ ଅଧିନାୟକ ଛାଡିବାକୁ ଚାହୁଁନଥିଲେ। ଏଥିସହ ଟି-୨୦ ଅଧିନାୟକତ୍ଵ ନେଇ କୋହଲି ମୁହଁ ଖୋଲିଛନ୍ତି। କୋହଲିଙ୍କ ବୟାନ ଉପରେ ଏବେ ପ୍ରତିକ୍ରିୟା
Read More...

ରୋହିତ ଶର୍ମା ଙ୍କ ସହ ତାଙ୍କର ସଂପର୍କକୁ ନେଇ ଏକ ବଡ କଥା କହିଛନ୍ତି ବିରାଟ କୋହଲି

ମୁମ୍ବାଇ : ଆଜି ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମାଙ୍କ ସହ ତାଙ୍କର ସଂପର୍କକୁ ନେଇ ଏକ ବଡ କଥା କହିଛନ୍ତି ବିରାଟ କୋହଲି । ସେ କହିଛନ୍ତି ଆମ ଭିତରେ ସେମିତି କିଛି ନାହିଁ । ଗତ ୨ ବର୍ଷ ହେଲାଣି ଏମିତି କହି କହି ମୁଁ ଥକି ଗଲେଣି । ସୂଚନାଯୋଗ୍ୟ ଯେ, ଗତ ସପ୍ତାହେ ପୂର୍ବରୁ
Read More...

ଦକ୍ଷିଣ ଆଫ୍ରିକାରେ ଦିନିକିଆ ସିରିଜ ଖେଳିବେ ବିରାଟ

ମୁମ୍ବାଇ : ଭାରତ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟେଷ୍ଟ ଦଳର ଅଧିନାୟକ ତଥା ଦିନିକିଆ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଆଜି ଏକ ପ୍ରେସମିଟରେ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ଆଗାମୀ ବର୍ଷ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ସେ
Read More...

ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି ଜାଡେଜା, ଜାଣନ୍ତୁ କାରଣ

ମୁମ୍ବାଇ: ଟେଷ୍ଟ କ୍ରିକେଟରୁ ଅବସର ନେଇପାରନ୍ତି ଜାଡେଜା । ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେୟରୁ ସନ୍ନ୍ୟାସ ନେଇପାରନ୍ତି ବୋଲି ଜଣାପଡିଛି । ଗତ କିଛି ବର୍ଷ ଧରି ଟିମ୍‌ ଇଣ୍ଡିଆ ପାଇଁ କ୍ରିକେଟ୍‌ ର ତିନୋଟି ଫର୍ମାଟରେ ଜାଡେଜା ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି
Read More...

ରୋହିତ ଓ ବିରାଟ ମଧ୍ୟରେ କିଛି ଭୁଲ ବୁଝାମଣା ଅଛି କି

ମୁମ୍ବାଇ : ରୋହିତ ଶର୍ମାଙ୍କୁ ବିସିସାଇ ଦିନିକିଆ ଅଧିନାୟକ ଦାୟିତ୍ୱ ହସ୍ତାନ୍ତର କରିବା ପରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି । ଉଭୟ ମଧ୍ୟରେ ଯେମିତି ସବୁକିଛି ଠିକ୍‌ ନଥବା ଆଶଙ୍କା କରାଯାଉଛି । ଏହାର ମଧ୍ୟ ବହୁ କାରଣ ରହିଛି । ଦକ୍ଷିଣ
Read More...