Browsing Category

ଖେଳ

୨୦୨୨ରେ ଏହି ଦଳର ନେତୃତ୍ୱ ନେବେ କେଏଲ ରାହୁଲ !

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଥିବା ୨୦୨୨ ଆଇପିଏଲ ପାଇଁ ଡିସେମ୍ବର ମାସରେ ମେଗା ଅଡିସନ ହେବାର କାର୍ଯ୍ୟକ୍ରମ ରହିଛି । ଅଡିସନ ପୂର୍ବରୁ ପ୍ରତ୍ୟେକ ଦଳ ନିଜର ୪ଜଣ ଖେଳାଳିଙ୍କୁ ରିଟନ କରିବାର ନିୟମ ରହିଛି । ରିଟନ ଖେଳାଳିଙ୍କ ତାଲିକା ନଭେମ୍ବର ୩୦ ତାରିଖ ସୁଦ୍ଧା ଦାଖଲ କରିବାର ନିୟମ
Read More...

କ୍ରିକେଟ ଖେଳ ଛାଡି ମାଛ ଧରୁଛନ୍ତି ସାମି, ଭାଇରାଲ ହେଲା ଫଟୋ

ନୂଆଦିଲ୍ଲୀ: ଭାରତୀୟ ଜାତୀୟ କ୍ରିକେଟ୍‌ ଦଳର ୩୧ ବର୍ଷୀୟ ଅଭିଜ୍ଞ ଫାଷ୍ଟ ବୋଲର ମହମ୍ମଦ ସାମି ଆଜିକାଲି କ୍ରିକେଟ୍‌ ଖେଳ ଛାଡି ଛୁଟିଦିନର ମଜା ନେଉଛନ୍ତି । ଏହି ସମୟରେ, ସେ ତାଙ୍କ ପ୍ରଶଂସକଙ୍କ ପାଇଁ ପ୍ରତିଦିନ ସୋସିଆଲ ମିଡିଆରେ ତାଙ୍କର କିଛି ଚିତ୍ର ସେୟାର କରୁଛନ୍ତି । ଏହି ଅବସରରେ ସେ
Read More...

ଟି-୨୦ ମାନ୍ୟତା : ବିରାଟ ଟପ୍‌-୧୦ରୁ ବିଦା, ଟପ୍‌-୫ରେ ରାହୁଲ

ନୂଆଦିଲ୍ଲୀ : ଆଇସିସି ଆଜି ଟି-୨୦ ମାନ୍ୟତା ପ୍ରକାଶ କରିଛି । ଏଥିରେ ଭାରତୀୟ ଓପନର କେଏଲ୍ ରାହୁଲଙ୍କୁ ଫାଇଦା ମିଳିଛି । ଟି-୨୦ ବିଶ୍ୱକପ ଓ ଘରୋଇ ସିରିଜ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିଥିବା ରାହୁଲ ଷଷ୍ଠ ସ୍ଥାନରୁ ପଞ୍ଚମ ସ୍ଥାନକୁ ଉନ୍ନତି ହୋଇଥିବା ବେଳେ ହିଟମ୍ୟାନ ରୋହିତ ୧୫ରୁ ୧୩ତମ
Read More...

ବିରାଟଙ୍କ ସ୍ଥାନରେ ଖେଳିବେ ଆୟର, ସ୍ପଷ୍ଟ କଲେ ରାହାଣେ

କାନପୁର : ଆସନ୍ତାକାଲିଠାରୁ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ କାନପୁରର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଖେଳାଯିବ । ମ୍ୟାଚ୍‌ ପୂର୍ବରୁ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ଅଜିଙ୍କ୍ୟ ରାହାଣେ ସ୍ପଷ୍ଟ କରିଛନ୍ତି ଯେ
Read More...

ଏହି ଚାରି ଖେଳାଳିଙ୍କୁ ରଖିପାରେ ଚେନ୍ନାଇ ସୁପର କିଙ୍ଗ୍‌ସ !

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ପାଇଁ ଖୁବଶୀଘ୍ର ମେଗା ଅଡିସନ ହେବାର କାର୍ଯ୍ୟକ୍ରମ ରହିଛି । ଏଇଥି ପାଇଁ ସବୁ ଦଳ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ନିୟମ ମୁତାବକ ନୂଆ କରି ଆଇପିଏଲରେ ସାମିଲ ହୋଇଥିବା ଦୁଇ ଫ୍ରାଞ୍ଚାଇଜ ମେଗା ଅଡିସନ ପୂର୍ବରୁ ୩ଜଣ ଖେଳାଳିଙ୍କୁ
Read More...

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଏହି ଖେଳାଳି କରିପାରନ୍ତି ଡେବ୍ୟୁ

କାନପୁର :ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ପାଇଁ ଆଉ ଗୋଟିଏ ଦିନ ବାକି ଅଛି । ମ୍ୟାଚ୍‌ ଆରମ୍ଭର ଦୁଇ ଦିନ ପୂର୍ବରୁ ବଡ ଡ୍ରାମା ହୋଇଥିଲା ଯେତେବେଳେ ଓପନର୍‌ କେ.ଏଲ୍‌ ରାହୁଲ ଆହତ କାରଣରୁ ପ୍ରଥମ ଟେଷ୍ଟରୁ ବାଦ ପଡିଥିଲେ । କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ
Read More...

ଆସନ୍ତାକାଲିଠାରୁ କଳିଙ୍ଗ ଷ୍ଟାଡିୟମ୍‌ରେ ହକି ମହାକୁମ୍ଭ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ପୁରୁଷ ଜୁନିଅର ହକି ବିଶ୍ୱକପ୍‌ । ଏହି ହକି ମହାକୁମ୍ଭ ପାଇଁ ପ୍ରସ୍ତୁତ ହୋଇ ରହିଛି କଳିଙ୍ଗ ଷ୍ଟାଡିୟମ୍‌ । ଉଦଘାଟନୀ ଦିବସରେ ୪ଟି ମ୍ୟାଚ୍‌ ରହିଥିବା ବେଳେ ପ୍ରଥମ ମ୍ୟାଚରେ ବେଲଜିୟମକୁ ଭେଟିବ ଦକ୍ଷିଣ ଆଫ୍ରିକା
Read More...

ଆହତ କେଏଲ ରାହୁଲ ପ୍ରଥମ ଟେଷ୍ଟରୁ ବାଦ୍‌, ଟିମ୍‌ରେ ଏହି ଖେଳାଳି ହେଲେ ସାମିଲ

କାନପୁର : ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଭାରତକୁ ଏକ ଶକ୍ତ ଝଟକା ଲାଗିଛି । ଟେଷ୍ଟ ଓପନର କେଏଲ ରାହୁଲ ଆହତ ହୋଇ ପ୍ରଥମ ଟେଷ୍ଟରୁ ବାଦ ପଡିବା ସହ ଟେଷ୍ଟ ସିରିଜରୁ ସଂପୂର୍ଣ୍ଣ ଆଉଟ ହୋଇଛନ୍ତି । ତାଙ୍କ ସ୍ଥାନରେ କାନପୁର ଟେଷ୍ଟ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ୍‌ରେ
Read More...

ସୟଦ ମୁସ୍ତାକ ଅଲି ଟ୍ରଫିରେ ଦମଦାର ପ୍ରଦର୍ଶନ କରିଥିବା ଖେଳାଳି ତାଲିକା ଦେଖନ୍ତୁ

ନୂଆଦିଲ୍ଲୀ : ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୧-୨୨ ର ଫାଇନାଲରେ ତାମିଲନାଡୁ କର୍ଣ୍ଣାଟକକୁ ୪ ୱିକେଟରେ ପରାସ୍ତ କରି ଟାଇଟଲ ଜିତିଛି । ଶେଷ ବଲରୁ ଛକା ମାରି ଶାହରୁଖ ଖାନ କର୍ଣ୍ଣାଟକର ସ୍ୱପ୍ନକୁ ଭାଙ୍ଗି ଦେଇଥିଲେ । ପ୍ରଥମେ ବ୍ୟାଟିଂ କରି କର୍ଣ୍ଣାଟକ ସାତ ୱିକେଟ୍‌ ହରାଇ ନିର୍ଦ୍ଧାରିତ ୨୦
Read More...

ଦ୍ରାବିଡଙ୍କ ନୂଆ ଚାଲ ; ଓପନିଂ କରିବେନି ଗିଲ, ଏହି ନମ୍ବରରେ କରିବେ ବ୍ୟାଟିଂ

କାନପୁର : ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ ଜିତିବା ପରେ ବର୍ତ୍ତମାନ ଟିମ୍ ଇଣ୍ଡିଆ ଟେଷ୍ଟ ମ୍ୟାଚ୍ ପାଇଁ ରଣନୀତି ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍ ନଭେମ୍ବର ୨୫ ରୁ କାନପୁରର ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯିବ । ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଭାରତୀୟ ଓପନର୍ ଶୁବମାନ ଗିଲଙ୍କ
Read More...