Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଅଧିନାୟକ ପଦରୁ ଇସ୍ତଫା ଦେଲେ ଟିମ୍ ପାଏନ, ଏହି ବଡ ବିବାଦରେ ଫଶିଛନ୍ତି
ସିଡନୀ : ଅଷ୍ଟ୍ରେଲିଆ ଜାତୀୟ କ୍ରିକେଟ ଦଳର ଅଧିନାୟକ ୩୬ ବର୍ଷିୟ ଟିମ୍ ପାଏନ ଏକ ବଡ ବିବାଦରେ ଛନ୍ଦି ହୋଇପଡିଛନ୍ତି । ଏହି କାରଣରେ ସେ ଟେଷ୍ଟ ଅଧିନାୟକ ପଦ ଛାଡିଛନ୍ତି । ସୂଚନା ଅନୁସାରେ ତାଙ୍କ ସହକର୍ମୀ ମହିଳା କର୍ମଚାରୀଙ୍କୁ ଆପତ୍ତିଜନକ ଚିତ୍ର ଏବଂ ବାର୍ତ୍ତା ପଠାଇଥିବା ତାଙ୍କ ନାମରେ!-->…
Read More...
Read More...
ପଣ୍ଟିଂଙ୍କୁ ମିଳିଥିଲା ଟିମ୍ ଇଣ୍ଡିଆ ମୁଖ୍ୟ କୋଚ ଅଫର
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ପ୍ରକାଶ କରିଛନ୍ତି ଯେ ଆଇପିଏଲ ୨୦୨୧ ସମୟରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ପାଇଁ ତାଙ୍କ ସହ କିଛି ଲୋକ ଆଲୋଚନ କରିଥିଲେ । ସେମାନେ ଜାଣିବାକୁ ଚାହୁଁଥିଲେ ଯେ, ମୁଁ ଏହି ପଦ ପାଇଁ ପ୍ରସ୍ତୁତ କି ନାହିଁ । ସେମାନେ ତାଙ୍କୁ!-->…
Read More...
Read More...
ଗମ୍ଭୀରଙ୍କ ମତରେ ଏହି କ୍ରମରେ ବ୍ୟାଟିଂ କରନ୍ତୁ ବିରାଟ
ନୂଆଦିଲ୍ଲୀ : ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ନ୍ୟୁଜିଲାଣ୍ଡକୁ ପ୍ରଥମ ଟି-୨୦ରେ ୫ ଉଇକେଟରେ ହରାଇଛି । ଏଥିରେ ଅଧିନାୟକ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଆକର୍ଷଣୀୟ ବ୍ୟାଟିଂ କରିଥିଲେ ଓ ଟିମ୍ ଇଣ୍ଡିଆର ବିଜୟରେ ପ୍ରମୁଖ ଭୂମିକା ନିଭାଇଥିଲେ । ଏହି ମ୍ୟାଚ ପରେ ଭାରତର ପୂର୍ବତନ!-->…
Read More...
Read More...
ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ, ଭାରତ ଜିତିଲା ପ୍ରଥମ ଟି-୨୦
ଜୟପୁର: ବିଶ୍ୱକପର ବଦଲା ନେଲା ଟିମ୍ ଇଣ୍ଡିଆ । ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ରୋମାଞ୍ଚକର ଭାବେ ନ୍ୟୁଜିଲାଣ୍ଡକୁ ୫ ଉଇକେଟ ହରାଇଛି ଭାରତ । ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଙ୍କ ଧୁଆଁଧାରୀ ଇନିଂସ ବଳରେ ଭାରତ ନୁଜିଲାଣ୍ଡର ୧୬୪ରନ ଟାର୍ଗେଟକୁ ୧୯.୪ ବଲରେ ହାସଲ କରିଥିଲା । ଭାରତ!-->…
Read More...
Read More...
ନ୍ୟୁଜିଲାଣ୍ଡକୁ ଝଟକା, ୱିଲିୟମସନଙ୍କ ପରେ ଏହି ଖେଳାଳି ବି ଟି-୨୦ ସିରଜରୁ ଓହରିଲେ
ଜୟପୁର : ଆଜିଠାରୁ ଭାରତ ବିପକ୍ଷରେ ହେବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ଦଳ ଆଉ ଏକ ବଡ଼ ଝଟକା ଲାଗିଛି । ଅଧିନାୟକ କେନ୍ ୱିଲିୟମସନଙ୍କ ପରେ ଦ୍ରୁତ ବୋଲର କାଇଲ୍ ଜାମିସନ ମଧ୍ୟ ଭାରତ ବିପକ୍ଷ ଟି-୨୦ ସିରିଜରୁ ଓହରି ଯାଇଛନ୍ତ । ଆଜି ସନ୍ଧ୍ୟାରେ!-->…
Read More...
Read More...
ଆଶେସ୍ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ଦଳ ଘୋଷଣା
ସିଡନୀ : ଆଶେସ୍ ସିରିଜର ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଅଷ୍ର୍ଟ୍ରେଲିଆ ଦଳ ଘୋଷଣା ହୋଇଛି । ଟିମ୍ ପାଏନଙ୍କ ନେତୃତ୍ୱାଧୀନ ଦଳକୁ ଉସମାନ ଖାୱାଜ ପ୍ରତ୍ୟବାର୍ତ୍ତନ କରିଛନ୍ତି । ସେ ତାଙ୍କର ଶେଷ ଟେଷ୍ଟ ୨୦୧୯ରେ ଖେଳିଥିଲେ । ନିକଟରେ କୁଇନ୍ସଲ୍ୟାଣ୍ଡ ପାଇଁ ଚମତ୍କାର ବ୍ୟାଟିଂ କରି ଦଳକୁ!-->…
Read More...
Read More...
ଆସନ୍ତାକାଲିଠାରୁ ଆରମ୍ଭ ହେବ ନ୍ୟୁଜିଲାଣ୍ଡ-ଭାରତ ଟି-୨୦ ସିରିଜ
ଜୟପୁର : ବିଶ୍ୱକପ ପରାଜୟ ଭୁଲି ପାରିନାହାନ୍ତି ଭାରତୀୟ ପ୍ରଶଂସକ । ଯେଉଁ ନ୍ୟୁଜିଲାଣ୍ଡ ଦଳଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା ଭାରତ ତା'ର ବିପକ୍ଷରେ ଆସନ୍ତାକାଲି ଟି-୨୦ ସିରିଜ ଖେଳିବ । ଆସନ୍ତାକାଲି ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍!-->…
Read More...
Read More...
ପାକିସ୍ତାନରେ ହେବ ଚମ୍ପିଆନ୍ସ ଟ୍ରଫି, ଆମେରିକା-ୱେଷ୍ଟଇଣ୍ଡିଜକୁ ମିଳିବ ଟି-୨୦ ବିଶ୍ୱକପ ଆୟୋଜନର ଅଧିକାର
ନୂଆଦିଲ୍ଲୀ : କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସି ଆଗାମୀ ସାତ ବର୍ଷ ତଥା ୨୦୨୪ରୁ ୨୦୩୧ ପର୍ଯ୍ୟନ୍ତ ହେବାକୁ ଥିବା ବଡ ଟୁର୍ଣ୍ଣାମେଣ୍ଟର ଆୟୋଜନ ପାଇଁ ବ୍ଲୁପ୍ରିଣ୍ଟ ଜାରି କରିଛି । ସୂଚନା ଅନୁଯାୟୀ ଜୁନ୍ ୨୦୨୪ରେ ଆମେରିକା ଓ ୱେଷ୍ଟଇଣ୍ଡିଜ ମିଳିତ ଭାବେ ଟି-୨୦ ବିଶ୍ୱକପ ଆୟୋଜନ କରିବେ ।!-->…
Read More...
Read More...
ଭାରତ ବିପକ୍ଷ ଟି-୨୦ ସିରିଜରୁ ଓହରିଲେ ୱିଲିୟମସନ
ଜୟପୁର: ବୁଧବାର ଠାରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଟି-୨୦ ସିରିଜ୍ରୁ ଓହରି ଯାଇଛନ୍ତି ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍ ୱିଲିୟମସନ। ସେ ନିଜ ଆଡ଼ୁ ଟି-୨୦ ସିରିଜ୍ରୁ ଓହରି ଯାଇଥିବା ବେଳେ ଏବେ ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ଉପରେ ଫୋକସ କରୁଥିବା ଜଣାପଡ଼ିଛି।ୱିଲିୟମସନଙ୍କ!-->…
Read More...
Read More...
ଘଣ୍ଟା ଜବତକୁ ନେଇ ଆସିଲା ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା, କହିଲେ ମୋ ବିଷୟରେ..
ନୂଆଦିଲ୍ଲୀ: ମୁମ୍ବାଇ ବିମାନବନ୍ଦରରେ କଷ୍ଟମ ବିଭାଗ ଜବତ କରିଥିବା ଦୁଇଟି ଘଣ୍ଟା ପ୍ରସଙ୍ଗରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ନଭେମ୍ବର ୧୫ ଦିନ ସକାଳେ ଦୁବାଇରୁ ମୁମ୍ବାଇରେ ପହଞ୍ଚିବା ପରେ ମୁଁ ନିଜେ ଯାଞ୍ଚ ପାଇଁ କଷ୍ଟମ କାଉଣ୍ଟରକୁ ଯାଇଥିଲି । ସେ!-->…
Read More...
Read More...