Browsing Category

ରାଜ୍ୟ

ପାରିବାରିକ କଳହରୁ ପୁଅକୁ ହତ୍ୟା କରି ପୋତିଦେଲେ

ରେଢାଖୋଲ- ପାରିବାରିକ କଳହରୁ ଜନ୍ମ କଲା ମାଆ ଅନ୍ୟ ପୁଅ, ଝିଅ ସହ ମିଶି ବଡ ପୁଅକୁ ହତ୍ୟା କରିଥିବା ଘଟଣା ଘଟିଛି ରେଢ଼ାଖୋଲ ଥାନା ଡ଼ଇଁଚା ଗ୍ରାମର ସୁଦସାହିରେ l ଖବର ପାଇ ରବିବାର ଅପରାହ୍ନରେ ରେଢ଼ାଖୋଲ ପୋଲିସ ଘଟଣା ସ୍ଥଳରେ ପହଂଚି ଛାନ ଭିନ କରୁଛି l ପ୍ରକାଶ ଯେ, ରେଢ଼ାଖୋଲ ଥାନା ଡ଼ଇଁଚା
Read More...

କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଅନୁମାନ କରାଯାଇଛି। ଆସନ୍ତା ୨୩ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ଏକ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର
Read More...

ମୁଖ୍ୟମନ୍ତ୍ରୀଙ୍କ ବୌଦ୍ଧ ଗସ୍ତ,କଲେ ଜିଲ୍ଲା ପ୍ରଶାସନ କାର୍ଯ୍ୟକାରିତାର ସମୀକ୍ଷା

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବୌଦ୍ଧ ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରି ବୈଠକ ରେ ନିଜର ସନ୍ତୋଷ ପ୍ରକାଶ
Read More...

ପୁରୀ ପୁଲିସ ଦ୍ୱାରା ଶ୍ରୀଜଗନ୍ନାଥ ମନ୍ଦିରରେ ପିଙ୍କି ହେଲ୍ପ ଡେସ୍କ”ର ଆରମ୍ଭ

ପୁରୀ: ଶ୍ରୀଜଗନ୍ନାଥ ଧାମକୁ ପ୍ରତିଦିନ ଲକ୍ଷେ ଲକ୍ଷେ ଭକ୍ତ ଓ ପର୍ଯ୍ୟଟକ ପହଞ୍ଚନ୍ତି, ଯାହା ମଧ୍ୟରୁ ବଡ଼ ଅଂଶ ହେଉଛନ୍ତି ମହିଳା ଓ ପରିବାର ବଳ। ସେମାନଙ୍କ ସୁରକ୍ଷା, ସୁବିଧା ଓ ଆଶ୍ବାସନ ପାଇଁ ପୁରୀ ଜିଲ୍ଲା ପୁଲିସ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି - "ପିଙ୍କି ହେଲ୍ପ ଡେସ୍କ"ର ପ୍ରଥମ
Read More...

କୁଚିଣ୍ଡା ନିର୍ବାଚନମଣ୍ଡଳୀରେ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

କୁଚିଣ୍ଡା:ସମ୍ବଲପୁର କୁଚିଣ୍ଡା ନିର୍ବାଚନମଣ୍ଡଳୀରେ ଆଜି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସମେତ ୭୧ ଗୋଟି ପ୍ରକଳ୍ପରେ ୧୩୫ କୋଟି ଟଙ୍କାର ନିବେଶ ହୋଇଛି, ଯାହା ଡବଲ ଇଞ୍ଜିନ ସରକାରର ଏକ ଉପହାର ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ
Read More...

ବଜ୍ରପାତରେ ୪ ଗାଈଙ୍କ ମୃତ୍ୟୁ

ଦଶପଲ୍ଲା - ଆଜି ଅପରାହ୍ନ ସମୟରେ ଦଶପଲ୍ଲା ଅଂଚଳର ବିଭିନ୍ନ ସ୍ଥାନରେ ଅପରାହ୍ନ ସମୟରେ କାଳ ବୈଶାଖୀ ପ୍ରଭାବରେ ବର୍ଷା ସହିତ ବିଜୁଳି ଘଡଘଡି ହୋଇଥିବାବେଳେ ଦଶପଲ୍ଲା ବ୍ଲକ୍ ଟାକରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଙ୍କତଇଳା ଗ୍ରାମ ନିକଟରେ ଏକ ମହୁଲ ଗଛ ମୂଳରେ, ଗ୍ରାମର ଉପେନ୍ଦ୍ର ଭୋଇ,
Read More...

ଓଏମ୍‌ସିର ୭୦ ତମ ପ୍ରତିଷ୍ଠା ଦିବସ ; ଖଣି ଅଞ୍ଚଳରେ ଆଇରନ ପିଲେଟ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବା ପାଇଁ ପରାମର୍ଶ

ଭୁବନେଶ୍ୱର: ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ ଭାବେ ଓଡିଶା ଭାରତ ବର୍ଷରେ ଏକ ଅଗ୍ରଣୀ ରାଜ୍ୟ। ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡିଶାରେ ମହଜୁଦ୍ ଅଛି। OMC, ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରକୃତି କୋଳରୁ ଖଣିଜ ସମ୍ପଦ ଅନ୍ୱେଷଣ ଓ ଖଣି ଖନନ କାର୍ଯ୍ୟ
Read More...

ଅଜଣା ଗାଡ଼ି ଧକ୍କାରେ ବାଇକ ଆରୋହୀ ଗୁରୁତର

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବଙ୍ଗୋମୁଣ୍ଡା ଜାତୀୟ ରାଜପଥ 59 ଗଁରେଇ ପାଖ ଗରଗଡବାହାଲ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଘଟଣା ଦେଖିବାକୁ ମିଳିଛି। ସୂଚନା ମୁତାବକ ମୁରିବାହାଲ ଥାନା ସରଦାପୁର ଗ୍ରାମର ସାନ ବଗର୍ତ୍ତିଙ୍କ ପୁଅ
Read More...

ବଢୁଛି ତାଳ ସଜ ଚାହିଦା,ତାଳ ଗଛ ସୃଷ୍ଟିରେ ଜିଲ୍ଲା ମାରିଛି ଫେଲ

ହରଭଙ୍ଗା :ସମ୍ପ୍ରତି ବୌଦ୍ଧ ଜିଲ୍ଲା ରେ ଚଳିତ ବର୍ଷ 45ଡିଗ୍ରୀ ସେଲସିୟସରୁ ଉର୍ଦ୍ଦ୍ବ ତାପମାତ୍ରା ରେକର୍ଡ କରିଥିଲା ପାଣିପାଗ ବିଭାଗ l ଗ୍ରୀଷ୍ମ ପ୍ରଭାବ ରେ ଜିଲ୍ଲା ବାସି ଅସ୍ତ ବ୍ୟସ୍ତ ଓ ଗୁଳୁଗୁଳିରେ ଦହକ ବିକଳ ହେଉଥିବା ଦେଖିବାକୁ ମିଳିଛି l ଗ୍ରୀଷ୍ମ ପ୍ରଭାବକୁ ନେଇ ରାସ୍ତା ଘାଟ ଖାଁ
Read More...

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଚିକିଟି : ଜରଡ଼ା ଥାନା ଖାରିଆଗୁଡା ଫାଣ୍ଡି ଅଧୀନ ଆଦିବାସୀ ଅଧ୍ୟୁଷିତ ଆଙ୍କୁଲି ଗ୍ରାମର ଜଣେ ୧୬ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ଖାରିଆଗୁଡା ଫାଣ୍ଡିରେ ପରିବାର ଲୋକଙ୍କୁ ପକ୍ଷରୁ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ଖାରିଆଗୁଡା ଫାଣ୍ଡି ପକ୍ଷରୁ ଏକ ମାମଲା ରୁଜୁ କରିଛନ୍ତି
Read More...