Browsing Category

ରାଜ୍ୟ

ଉତ୍କର୍ଷ ଓଡିଶା କନକ୍ଲେଭ୍ ଆଣିଲା ଅପାର ସଫଳତା: ୧୨.୮୯ ଲକ୍ଷ କୋଟି ପୁଞ୍ଜିନିବେଶ ପାଇଁ MOU

ଭୁବନେଶ୍ୱର: ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ ଆଣିଛି ଅପାର ସଫଳତା। ବୁଧବାର ସନ୍ଧ୍ୟାରେ ଜନତା ମଇଦାନରେ ସାମ୍ବାଦିକଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଥିଲେ, ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ
Read More...

ମର୍ମନ୍ତୁଦ ଦୁର୍ଘଟଣାରେ ୧୫ ଆହତ

ପୁରୀ:ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଚନ୍ଦନପୁର ନିକଟ ସମଯାଜପୁର ଓଭରବ୍ରିଜ୍ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତର ଆହତଙ୍କୁ ପୁରୀ ଓ ଭୁବନେଶ୍ୱରକୁ ସ୍ଥାନାନ୍ତରିତ
Read More...

ଗୋ ମାତା ହେଉଛନ୍ତି ସୁଖ ଓ ସ୍ୱାସ୍ଥ୍ୟର ଆଧାର: ଧର୍ମେନ୍ଦ୍ର ପ୍ରଧାନ

ପୋତାପାଲି/ସମ୍ବଲପୁର, ୨୨।୧ – ସନାତନୀ ହିନ୍ଦୁ ସମାଜର ଆସ୍ଥାର ପ୍ରତୀକ ହେଉଛନ୍ତି ଗୋ ମାତା । ମାନବ ସମାଜକୁ ଗୋ ମାତାର ଅବଦାନ ଅନେକ । ଗୋ ମାତା ସୁଖ ଓ ସ୍ୱାସ୍ଥ୍ୟର ଆଧାର ବୋଲି ବୁଧବାର ସମ୍ବଲପୁର ଜିଲ୍ଲା ପୋତାପାଲି ସ୍ଥିତ ‘ଶ୍ରୀକୃଷ୍ଣ
Read More...

କ୍ୟାବିନେଟରେ ୧୦ ପ୍ରସ୍ତାବକୁ ମଂଜୁରୀ, ପ୍ରତି ପଞ୍ଚାୟତରେ ହେବ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ଵର,: ରାଜ୍ୟ କ୍ୟାବିନେଟରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ। ଆଦର୍ଶ ବିଦ୍ୟାଳୟ ପ୍ରସ୍ତାବକୁ କ୍ୟାବିନେଟ ମୋହର। ପ୍ରତି ପଞ୍ଚାୟତରେ ହେବ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ। ନାମ ରହିବ ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ। ବିକଶିତ ଗାଁ, ବିକଶିତ ଓଡ଼ିଶାକୁ ମଞ୍ଜୁରୀ। ଷୋଡ଼ଶ ଅର୍ଥ କମିଶନଙ୍କ
Read More...

ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ ଭୁବନେଶ୍ବର: ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଉପଲବ୍ଧ ହେବ। ଏନେଇ ସୋମବାର ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନ୍ୟାସନାଲ୍ ହେଲଥ ଅଥରିଟି ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି।ଏହି ଯୋଜନା
Read More...

ଟାଟା ଏସିକୁ ପିଟିଲା କାର୍, ୨ ମୃତ

ଭୁବନେଶ୍ଵର : ଯାଆଁଳା ଫାଣ୍ଡି ସମ୍ମୁଖରେ ମର୍ମନ୍ତୁଦ ଦୁର୍ଘଟଣା। ଡିଭାଇଡର୍ ଡେଇଁ ବିପରୀତ ରାସ୍ତାରେ ଯାଉଥିବା ଟାଟା ଏସିକୁ ପିଟିଲା କାର୍। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ଇନ୍ଫୋଭାଲି ଥାନା ପୋଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର
Read More...

ଅବକାରୀ ଚଢ଼ାଉ,୧୭ ଲକ୍ଷ ଟଙ୍କାର ମଦ ପୋଚ ନଷ୍ଟ କରାଗଲା

ଚିକିଟି: ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଅବକାରୀ ଅଧିକ୍ଷକ ପ୍ରବୀଣ କୁମାର ପ୍ରଧାନ ଓ ଚିକିଟି ଏସଡିପିଓ ବିଶ୍ଵମିତ୍ର ହର୍ପାଲ୍ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଥା ଏକଜୁକ୍ଟିଭ ମାଜିଷ୍ଟ୍ରେଟ , ପାତ୍ରପୁର ଅତିରିକ୍ତ ତସିଲଦାର ଦିଲ୍ଲୀପ କୁମାର
Read More...

ସନାତନ ଧର୍ମ ଅନୁସାରେ ଆମେ ଜୀବନଯାପନ କରିବା ଉଚିତ୍ : ଶଙ୍କରାଚାର୍ଯ୍ୟ

ପୁରୀ : ତୀର୍ଥରାଜ ମହୋଦଧୂଙ୍କର ନିତ୍ୟ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମର ୧୯ତମ ବର୍ଷ ପୂର୍ତ୍ତି ଉତ୍ସବରେ ଦେଶ ର ସୁରକ୍ଷା ସହ ଆଧ୍ୟାତ୍ମିକ ଓ ସାଂସ୍କୃତିକ ଚେତନା ରକ୍ଷା ହେବା ଆବଶ୍ୟକ । ଭାରତ ବିଶ୍ୱର ହୃଦୟ । ସନାତନ ଧର୍ମ ହିଁ ଶ୍ରେଷ୍ଟ । ଜୀବିକାକୁ ଉପେକ୍ଷା କରାନଯାଉ । ସନାତନ ଧର୍ମ
Read More...

ଦୁର୍ଘଟଣାରେ ମୋଟରସାଇକେଲ ଚାଳକ ଗୁରୁତର

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଗୁମାପଦର ନିକଟରେ ଦୁର୍ଘଟଣା । ଭାରସାମ୍ୟ ହରାଇ ବିପରୀତ ଦିଗରୁ ଆସୁଥିବା ଏକ ଅଟକୁ ଧକ୍କା ଦେଲା ମୋଟରସାଇକେଲ । ଦୁର୍ଘଟଣାରେ ମୋଟରସାଇକେଲ ଚାଳକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଆଜି ଅପରାହ୍ନରେ ଵରଗଡ଼
Read More...

ପ୍ରବାସୀ ଭାରତୀୟ ଦିବସ ଅବସରରେ ବିଚ ସ୍ପୋର୍ଟ୍ସ ଆୟୋଜିତ

ପୁରୀ ୮/୧ :ପ୍ରବାସୀ ଭାରତୀୟ ଦିବସ ଅବସରରେ ପୁରୀ ଜିଲ୍ଲା ପ୍ରସାଶନ ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି।ଆଜି ପୂର୍ବାହ୍ନରେ ଭିକ୍ଟୋରିଆ ହୋଟେଲ ସମ୍ମୁଖ ସମୁଦ୍ର ବେଳାଭୂମି ଠାରେ ବାଳକ କବାଡି ପ୍ରତିଯୋଗୀତାରେ ନିତା ସ୍ପୋର୍ଟ୍ସ ଏକାଡେମୀ ଚମ୍ପିୟାନ ହୋଇଥିବା ବେଳେ ପୁରୀ ଜିଲ୍ଲା
Read More...