Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମୟୂରଭଞ୍ଜର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର…
ଭୁବନେଶ୍ୱର/ବିଶୋଇ: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମୟୂରଭଞ୍ଜର ବିଶୋଇ ଠାରେ ଜିଲ୍ଲାର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିସହିତ, ବିଶୋଇ ବ୍ଲକ ମୁଖ୍ୟାଳୟ!-->…
Read More...
Read More...
ଆଣ୍ଡାମାନ ଛୁଇଁଲା ମୌସୁମୀ
ନୂଆଦିଲ୍ଲୀ: ସତ ହେଲା ଭାରତ ପାଣିପାଗ ବିଭାଗ(ଆଇଏମ୍ଡି) ର ପୂର୍ବାନୁମାନ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମଙ୍ଗଳବାର ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ଆଗକୁ ବଢ଼ିବ। ପରେ ନିକୋବର ଦୀପ ଏବଂ ଉତ୍ତର ଆଣ୍ଡାମାନର କିଛି!-->…
Read More...
Read More...
ପୁଣି ସକ୍ରିୟ କାଠ ମାଫିଆ, ୮ ଶାଳଗଣ୍ଡି ଜବତ
ଦଶପଲ୍ଲା : ଜଙ୍ଗଲରୁ ବେଆଇନ ଭାବେ ଅବାଧରେ ଗଛକାଟି ଚାଲାଣ ପାଇଁ ପୋଖରୀ ଭିତରେ ଲୁଚାଇ ରଖିଥିବା ୮ଟି ଶାଳ ଗଣ୍ଡିକୁ ଜବତ କରିଛି ବନବିଭାଗ | ଦଶପଲ୍ଲା ବନାଞ୍ଚଳ ଅଧୀନ ପୋଖରୀଗୋଛା ସେକ୍ସନର ଭୋଗବାଡ଼ି ନିକଟସ୍ଥ ଶୁଳିଆ ପୋଖରୀରୁ ଏସବୁ ଶାଳ ଗଣ୍ଡି ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ,!-->…
Read More...
Read More...
ଏମିତି ମନ୍ଦିର, ଯେଉଁଠି ସ୍ବାମୀ-ସ୍ତ୍ରୀ ଏକାଠି ହୋଇ ପୂଜା କରିବା ମନା
ଭାରତରେ ଏମିତି କିଛି ମନ୍ଦିର ରହିଛି, ଯେଉଁଠି ପରମ୍ପରା ଏବଂ ମାନ୍ୟତା ଭିନ୍ନ ଭିନ୍ନ। ମନ୍ଦିରକୁ ପରିବାର ସହ ମିଶି ପୂଜାର୍ଚ୍ଚନା କରିବାକୁ ଯାଇଥାନ୍ତି ଲୋକେ। କିନ୍ତୁ ଏମିତି ଏକ ମନ୍ଦିର, ଯେଉଁଠି ସ୍ବାମୀ-ସ୍ତ୍ରୀ ସାଥୀ ହୋଇ ଦର୍ଶନ କରିପାରିବେ ନାହିଁ। ଶୁଣି ଆଶ୍ଚର୍ଯ୍ୟ ହେଉଥିଲେ ମଧ୍ୟ!-->…
Read More...
Read More...
ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ
ଭୁବନେଶ୍ବର: ପ୍ରକାଶ ପାଇଛି ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ୮୮.୩୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଭୁବନେଶ୍ୱରରେ ପାସ୍ ହାର ରହିଛି ୮୩.୬୪ ପ୍ରତିଶତ । ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଅଧିକ ପାସ୍ କରିଛନ୍ତି । ଚଳିତ ବର୍ଷ ୧୬,୯୨,୭୯୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା!-->…
Read More...
Read More...
ତିନି ଶାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲା ଭିଣୋଇ
ଭୁବନେଶ୍ବର: ଆନ୍ଧ୍ରପ୍ରଦେଶରେ ୩ ଓଡ଼ିଆଙ୍କୁ ହତ୍ୟା । ତିନି ଶାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ମାରିଦେଲା ଭିଣୋଇ । ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶର ଆଲୁରୀ ସୀତାରାମାରାଜୁ ଜିଲ୍ଲା ସିଲେରୁ ଗାଁରେ ଏହି ଟ୍ରିପଲ ମର୍ଡର ଘଟିଛି । ମୃତ ଶାଳକମାନେ ଓଡ଼ିଶାର ହୋଇଥିବା ସୂଚନା ମିଳିଛି ।!-->…
Read More...
Read More...
ମୋବାଇଲ୍ ଛଡ଼ାଇ ଅଟୋଚାଳକ ଗିରଫ
ପୁରୀ-ଯାତ୍ରୀଙ୍କଠାରୁ ମୋବାଇଲ ଫୋନ୍ ଛଡ଼ାଇନେବା ଅଭିଯୋଗରେ ସଦର ଥାନା ପୁଲିସ ଜଣେ ଅଟୋଚାଳକକୁ ଗିରଫ କରିଛି | ତା ନିକଟରୁ ପୁଲିସ ୫ଟି ମୋବାଇଲ ଫୋନ୍ ସହ ଗୋଟିଏ ବାଇକ୍ ଜବତ କରିଛି | ପେଣ୍ଠକଟା ସାମୁଦ୍ରିକ ଥାନା ଅନ୍ତର୍ଗତ ଭୁଦାନ ନଗରର ପ୍ରଫୁଲ୍ଲ କୁମାର ସାହୁ ଗତ ୭ ତାରିଖ ପୂର୍ବାହ୍ନ ୯ଟା!-->…
Read More...
Read More...
ହରିଶଙ୍କର ଉତ୍ସବରେ ଉତ୍କଳ ସେବକ ସମାଜର ଜନ ସଚେତନତା
ପାଟଣାଗଡ : ପଶ୍ଚିମ ଓଡିଶା ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ର ଐତିହାସିକ ଶୈବପୀଠ ହରିଶଙ୍କରରେ ନୃସିଂହ ଚତୁର୍ଦଶୀ ତଥା ହରିଶଙ୍କର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଡିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ସହାୟତାରେ ଉତ୍କଳ ସେବକ ସମାଜ ଦ୍ୱାରା ପରିଚାଳିତ!-->…
Read More...
Read More...
ସ୍ନାନଯାତ୍ର ଓ ରଥଯାତ୍ରାକୁ ଶୃଙ୍ଖଳିତ କରିବା ନେଇ ପୋଲିସ ଡିଜିଙ୍କ ସମୀକ୍ଷା
ପୁରୀ: ଆଗାମୀ ସ୍ନାନଯାତ୍ର ଓ ରଥଯାତ୍ରା ସୁରକ୍ଷିତ, ଶୃଙ୍ଖଳିତ ଭାବେ କରିବା ନେଇ ପୋଲିସ ଡିଜି ପୁରୀ ଠାରେ ଆଜି ସମୀକ୍ଷା କରିଅଛନ୍ତି। ବୈଠକରେ ଦେଶରେ ବର୍ତମାନର ସାମ୍ପ୍ରତିକ ପରିସ୍ଥିତି କୁ ନେଇ ଶ୍ରୀମନ୍ଦିର ସୁରକ୍ଷା ସହ ରଥଯାତ୍ରା ସମୟରେ ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ତଥା!-->…
Read More...
Read More...
ପଣ୍ଡିତ ମୂର୍ମୁ ଏକ ଆନ୍ଦୋଳନ, ଏକ ଚେତନା, ଏକ ଶିଳ୍ପ ଓ ସଂସ୍କୃତିର ଅଭିଜ୍ଞାନ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/ରାଇରଙ୍ଗପୁର: ସାନ୍ତାଳୀ ଭାଷାର ଅଲଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ଏବଂ ଗୁରୁ ଗୋମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ ତମ ରାଜ୍ୟସ୍ତରୀୟ ଜନ୍ମବାର୍ଷିକୀ ଉତ୍ସବ ଆଜି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅନ୍ତର୍ଗତ ମହୁଲଡିହା ଅଂଚଳରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି!-->…
Read More...
Read More...