Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବଜ୍ରପାତରେ ୨ ମଇଁଷି ଜଗୁଆଳ ମୃତ
ଚିକିଟି:ପାତ୍ରପୁର ବ୍ଲକ ଜରଡ଼ା ଥାନା ଅନ୍ତର୍ଗତ ନାରାୟଣପୁର ଗ୍ରାମର ଭୁବେଶୁ କନ୍ୟାରୀ(୧୮)ଏବଂ ସ୍ୟାକିଲି କନ୍ୟାରୀ(୫୦)ଙ୍କ ଆଜି ଅପରାହ୍ନ ୨ ଟା ବେଳେ ବଜ୍ରପାତଜନିତ ମୃତ୍ୟୁ ଘଟିଛି l ଉଭୟେ ମଇଁଷି ଚରାଇବା ପାଇଁ ବିଲକୁ ଯାଇଥିଲେ l ପ୍ରବଳ ବର୍ଷା ସାଙ୍ଗକୁ ତୁହାକୁ ତୁହା ଘଡଘଡି ମାରୁଥିଲା!-->…
Read More...
Read More...
୨୪ ଘଣ୍ଟାରେ ଆଣ୍ଡାମାନ ଛୁଇଁବ ମୌସୁମୀ
ନୂଆଦିଲ୍ଲୀ: ଭାରତ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ସୋମବାର ଏକ ବଡ଼ ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ଛୁଇଁବ ବୋଲି ଆଇଏମ୍ଡି ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି।
!-->!-->!-->…
Read More...
Read More...
ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ
କଟକ: ହାଇକୋର୍ଟର ନୂଆ ବିଚାରପତି ଭାବେ ଜଷ୍ଟିସ ଦୀକ୍ଷିତ କ୍ରୀଷ୍ଣା ଶ୍ରୀପଦ ଆଜିଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । କର୍ଣ୍ଣାଟକ ହାଇକୋର୍ଟରୁ ବଦଳି ହୋଇ ଆସିଥବା ଜଷ୍ଟିସ ଶ୍ରୀପଦ, ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ନବ ନିଯୁକ୍ତ ବିଚାରପତି ଜଷ୍ଟିସ!-->…
Read More...
Read More...
ଆହୁରି ୩ ଡିଗ୍ରୀ ବଢ଼ିବ ତାପମାତ୍ରା
ଭୁବନେଶ୍ୱର:ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଥିବାବେଳେ ଖରା ଓ ଗୁଳୁଗୁଳି କଲବଲ କରୁଛି। ତେବେ ଆଗାମୀ ୩ଦିନ ମଧ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ମଧ୍ୟ ୧୯ ସହରରେ ତାପମାତ୍ରା!-->…
Read More...
Read More...
ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ
ଗଣିଆ : ଗଣିଆ ଥାନା ଅର୍ନ୍ତଗତ ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ଜଣେ ଯୁବକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମୃତ ଯୁବକ ଜଣକ ଉକ୍ତ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଶତୃଘନ ମହାରଣାଙ୍କ କନିଷ୍ଠ ପୁତ୍ର ଅଜିତ ମହାରଣା । ସେ ଭୁବନେଶ୍ବରରେ ଏକ ଘରୋଇ କମ୍ପାନୀରେ ଚାକିରୀ!-->…
Read More...
Read More...
ଦଇତାପତି ସେବକ ଶ୍ରୀରାମକୃଷ୍ଣ ଦାସ ମହାପାତ୍ର ନିଲମ୍ବିତ
ପୁରୀ : ବରିଷ୍ଠ ଦଇତାପତି ସେବକ, ଶ୍ରୀ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ ମହାପ୍ରଭୁଙ୍କ ସେବା କାର୍ଯ୍ୟରୁ ଏକ ମାସ ଅର୍ଥାତ୍ ୩0 (ତିରିଶ) ଦିନ ପାଇଁ ନିଲମ୍ବିତ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ କୁମାର ପାଢ଼ୀ । ଏହି ନିଲମ୍ବନ ସମୟ ଭିତରେ, ଶ୍ରୀ ଦାସ ମହାପାତ୍ର କୌଣସି!-->…
Read More...
Read More...
୧୯ ଯାଏଁ ତାତିରୁ ନାହିଁ ନିସ୍ତାର
ଭୁବନେଶ୍ବର:ତାତିରୁ ନାହିଁ ନିସ୍ତାର । ରାଜ୍ୟରେ ଆସନ୍ତା ୧୯ ତାରିଖ ଯାଏଁ ଅସହୟ ଗରମ ସହ ଗୁଳୁଗୁଳି ଅନୁଭବ ହେବ । ଅସ୍ତବ୍ୟସ୍ତ ହେବ ଜନ ଜୀବନ। ବର୍ଷାର ନାହିଁ ସମ୍ଭାବନା। ତେବେ ମେ ମାସରେ ଏମିତି ଜଳବାୟୁ ରହିଥାଏ । କିନ୍ତୁ ଏ ବର୍ଷ ଯୁଦ୍ଧର ପ୍ରଭାବ ମଧ୍ୟ ଜଳବାୟୁ ଉପରେ ପଡିଛି।!-->…
Read More...
Read More...
ଝାରପଡ଼ା ଜେଲ୍ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ
ଭୁବନେଶ୍ୱର ୧୧।୦୫ : ଝାରପଡ଼ା ଜେଲ୍ରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ମୃତ । ମୃତ କଏଦୀଙ୍କ ନାମ ହେଉଛି ମୋହନ ବେହେରା ବୋଲି ଜଣାପଡିଛି।
ଖବର ଅନୁଯାୟୀ, ଗତ ୮ ତାରିଖରେ ନିଶା କାରବାର ଘଟଣାରେ ଜଟଣୀ ଥାନା ପୋଲିସ ମୋହନ!-->!-->!-->…
Read More...
Read More...
ଅଧ୍ୟାପକ ଅଇରୀ ନାଶନ ଚିନ୍ଦାଙ୍କ ଆକସ୍ମିକ ବିୟୋଗ
କୋକସରା : କୋକସରା ବ୍ଳକ ସଦର ମହକୁମା ଡିଗ୍ରୀ ମହାବିଦ୍ୟାଳୟ ତଥା କୋକସରା ଗ୍ରାମର ଅଧ୍ୟାପକ ଅଇରୀ ନାଶନ ଚିନ୍ଦା(୪୮)ଙ୍କ ଶୁକ୍ରବାର ଆକସ୍ମିକ ବିୟୋଗ ହୋଇଛି। ସେ’ ଗ୍ରାମର ଏକ ସମ୍ପର୍କୀୟ ବିବାହ ଉତ୍ସବରେ ଯୋଗଦେଇଥିବା ସମୟରେ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ!-->…
Read More...
Read More...
ଜଙ୍ଗଲ ଅଧିକାର ଆଇନ ଉଲଙ୍ଘନକୁ ବିରୋଧ, ଗ୍ରାମସଭା ମହାସଂଘର ଜାତୀୟ ରାଜପଥ ଅବରୋଧ
କୋକସରା : ଜଙ୍ଗଲ ଅଧିକାର ଆଇନ ୨୦୦୬କୁ ଜାଣିଶୁଣି ଉଲଙ୍ଘନ ଓ ଜଙ୍ଗଲ ବିଭାଗର ମନମୁଖୀ କାର୍ଯ୍ୟ ଏବଂ ଗ୍ରାମସଭାର କେନ୍ଦୁପତ୍ର ବୋଝେଇ ଟ୍ରକକୁ ବେଆଇନ ଭାବେ ଜବତ କରିଥିବା ପ୍ରତିବାଦରେ ଶୁକ୍ରବାର ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଆମପାଣି କନ୍ଦାଗଡ଼ ଛକଠାରେ ରାସ୍ତା ଅବରୋଧ କରାଯାଇଛି।!-->…
Read More...
Read More...