Browsing Category

ରାଜ୍ୟ

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ହରଭଙ୍ଗା : ହରଭଙ୍ଗା ବ୍ଲକ ସଦର ମହକୁମା ଚାରିଛକ ସ୍ଥିତ ଠିଡିକାଯୋର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଆଜି ପ୍ରଥମ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ରଥ ମହୋତ୍ସବ କମିଟି ସଭାପତି ତହସିଲଦାର ତଥା ଦେବୋତ୍ତର ଅଧିକାରୀ ବଳଦେବ ବେହେରାଙ୍କ
Read More...

ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ  ଅନଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

ଗଣିଆ : ଭାରତୀୟ ବିକାଶ ପରିଷଦ ତରଫରୁ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ବଡସିଲିଙ୍ଗା ପଞ୍ଚାୟତର ସମସ୍ୟାର ସମାଧାନ ପାଇଁ ଗତ ୩ ଦିନ ଧରି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିଥିଲେ । ଏହି ଅନଶନକୁ ସମର୍ଥନ ଜଣାଇ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ସରପଞ୍ଚ ସଶ୍ମିତା ସାହୁ, ସମିତି ସଭ୍ୟ ଜାନକୀ
Read More...

ଗିଲ୍ ହୋଇପାରନ୍ତି ଟେଷ୍ଟ ଅଧିନାୟକ , ରୋହିତଙ୍କ ପରେ ଆଉ ଜଣେ ବଡ଼ ଖେଳାଳିଙ୍କ ଉପରେ ନଜର

ନୂଆଦିଲ୍ଲୀ: ଗତବର୍ଷ ଟି-୨୦ ବିଶ୍ୱକପ୍ ଜିତିବା ପରେ ଏହି ଫର୍ମାଟରୁ ଅବସର ନେଇଥିବା ରୋହିତ ଶର୍ମା ବୁଧବାର ଟେଷ୍ଟ କ୍ରିକେଟରୁ ଅବସର ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ରୋହିତ ଏବେ କେବଳ ODI ଫର୍ମାଟରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବେ।ରୋହିତ ଟେଷ୍ଟରୁ ଅବସର ଘୋଷଣା କରିବା
Read More...

ପୁଲିସ ପକ୍ଷରୁ ହୋଟେଲ ରେଜିଷ୍ଟର୍ ଯାଞ୍ଚ

ପୁରୀସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ଆଶଙ୍କାରେ ପୁରୀରେ ପୁଲିସ ପକ୍ଷରୁ ବିଭିନ୍ନ ହୋଟେଲକୁ ଯାଇ ଯାଞ୍ଚ ଆରମ୍ଭ ହୋଇଛି | " ଆଜି ସମୁଦ୍ରକୂଳ ଥାନା ଏବଂ ବଳିଆପଣ୍ଡା ଥାନା ପୁଲିସ ସ୍ଥାନୀୟ ଅଞ୍ଚଳରେ ଥିବା ହୋଟେଲ ଆଦି ବୁଲି ଯାଞ୍ଚ କରିଛନ୍ତି l ପୁଲିସ ଆଜି କେତେକ ହୋଟେଲର ରେଜିଷ୍ଟର୍‌କୁ ନେଇ
Read More...

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା, ମିଳିବ ଏହି ସବୁ ସୁବିଧା

ଭୁବନେଶ୍ୱର: ଯାତ୍ରୀଙ୍କ ଯାତାୟତର ସୁବିଧା ପାଇଁ ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ ସେବା। ମୁଖ୍ୟମନ୍ତ୍ରୀ ବସ ସେବାରେ ମହିଳା, ଟ୍ରାନ୍ସ ଜେଣ୍ଡରଙ୍କୁ ୫୦ ପ୍ରତିଶତ ରିହାତି ମିଳିବ। ଏହାସହ ଛାତ୍ର ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କୁ ମଧ୍ୟ ମିଳିବ ୫୦ ପ୍ରତିଶତ ରିହାତି ମିଳିବାର ସୁବଧା
Read More...

ଟେଷ୍ଟ କ୍ରିକେଟକୁ ଅଲବିଦା ଜଣାଇଲେ ରୋହିତ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୨୦୨୪-୨୫ ବର୍ଡର-ଗାଭାସ୍କର ଟ୍ରଫି ପରେ ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି, ଯେଉଁଠାରେ ତାଙ୍କର ପ୍ରଦର୍ଶନ ନିରାଶାଜନକ ଥିଲା। ତିନୋଟି ଟେଷ୍ଟରେ ମାତ୍ର ୩୧ ରନ୍ ସଂଗ୍ରହ କରିଥିବା
Read More...

ପୁରୀର ୨୩ ସ୍ଥାନରେ ହେଲା ମକଡ୍ରିଲ

ପୁରୀ : ଆଜି ଅପରାହ୍ନ ୪ ଘଟିକା ସମୟରେ ପୁରୀ ଜିଲ୍ଲା ର ୨୩ ଟି ସ୍ଥାନରେ ମକ ଡ୍ରିଲ କରାଯାଇଥିଲା।ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ସମସ୍ତ ନାଗରିକ ଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ପାଇଁ ଏହି ମକ ଡ୍ରିଲର ବ୍ୟବସ୍ଥା କରାଯାଇଥିଲା।ପୁରୀ ସହରର ବଡ଼ଦାଣ୍ଡ ଟାଉନ ଥାନା ନିକଟରେ, ପେଣ୍ଠକଟା
Read More...

ହାଇୱା ଧକ୍କାରେ ଜଣେ ମୃତ, କ୍ଷତିପୂରଣ ଦାବୀରେ ରାସ୍ତାରୋକ

ଫୁଲବାଣୀ ୬/୫ : କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଗୁଡ୍ରିଗାଁ ଠାରେ ଏକ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି।ମୃତକ ଜଣକ ଗୁଡାରୀ ସାହିର ଯକ୍ଷ (ପାକଲି) ମୂଖୀ । ଏହି ଘଟଣା ପରେ ଉତ୍ତେଜନା ଦେଖା ଦେଇଛି। କ୍ଷତିପୂରଣ ଦାବୀରେ ଲୋକମାନେ ରାସ୍ତାରୋକ କରିଛନ୍ତି। ପ୍ରାପ୍ତ ସୂଚନା
Read More...

ଆସନ୍ତାକାଲି ଅପରାହ୍ନ ୪ଟାରେ ମକ ଡ୍ରିଲ

ପୁରୀ : ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ସମସ୍ତ ନାଗରିକ ଙ୍କୁ ସତର୍କ ଓ ସୁରକ୍ଷିତ ରଖିବା ପାଇଁ ଏକ ମକ ଡ୍ରିଲର ବ୍ୟବସ୍ଥା କରାଯାଇଛି।ଆସନ୍ତା କାଲି ବୁଧବାର ଅପରାହ୍ନ ୪ଟା ସମୟରେ ପୁରୀ ବଡ଼ଦାଣ୍ଡ ଟାଉନ ଥାନା ନିକଟରେ,ପେଣ୍ଠକଟା ବାତ୍ୟା ଆଶ୍ରୟ ସ୍ଥଳ ଓ ପୁରୀ ହୋଟେଲ ସମ୍ମୁଖ ବେଳାଭୂମି
Read More...

ଆନ୍ତଃରାଜ୍ୟ ଡକାୟତ ଗିରଫ

ବାଲିଗୁଡା : ପଣ୍ଡ ହେଲା ଡକାୟତି ଯୋଜନା । ପୋଲିସ୍ ପଞ୍ଝାରେ ଆନ୍ତଃ ରାଜ୍ୟ ଡକାୟତି ଗ୍ୟାଙ୍ଗ୍ । ଘଟଣାସ୍ଥଳରୁ ତିନିଜଣ ଡ଼କାୟତଙ୍କୁ ପୋଲିସ୍ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଚମ୍ପଟ ମାରିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଅଞ୍ଚଳରୁ ବେଆଇନ୍
Read More...