Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଧାନସଭାର୧୧ନଂ ରୁମ୍ରେ ସମୟ ବିତାଇବେ ରାଷ୍ଟ୍ରପତି
ଭୁବନେଶ୍ଵର: ସେବେ ଥିଲେ ମନ୍ତ୍ରୀ, ଏବେ ରାଷ୍ଟ୍ରପତି। ସାକ୍ଷୀ ରହିଛି ବିଧାନସଭାର ସେହି ୧୧ନଂ ରୁମ୍। ପୁରୁଣା ଦିନର ସେହି ସ୍ମୃତି ସାଉଁଟିବାକୁ ୧୧ନଂ ରୁମ୍ରେ କିଛି ସମୟ ବିତାଇବେ ମହାମହିମ। ୨୭ ତାରିଖରେ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଅଧିବେଶନର ପ୍ରଥମ ଦିନରେ!-->…
Read More...
Read More...
୨୬/୧୧ ମୁମ୍ବାଇ ଆକ୍ରମଣକୁ ୧୭ବର୍ଷ, ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ୨୬ ନଭେମ୍ବର ୨୦୦୮ ରାତିରେ ମୁମ୍ବାଇରେ ଆତଙ୍କର ଲହରୀ ଖେଳିଯାଇଥିଲା। ଯାହା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏହି ଆକ୍ରମଣରେ ୧୫୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ଆଜି ସେହି ଭୟଙ୍କର ୨୬/୧୧ ମୁମ୍ବାଇ ଆକ୍ରମଣକୁ ପୁରିଛି ୧୭ବର୍ଷ। ସେହି କଳା!-->…
Read More...
Read More...
ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ସେନୟାର’, ଏହି ସ୍ଥାନରେ ମାଡ ହେବ
ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା 'ସେନୟାର'। ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଉତ୍ତର ପୂର୍ବରେ ବାତ୍ୟା। ତୀବ୍ର ଅବପାତ ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୋଇଛି। ଆଜି ପୂର୍ବାହ୍ନରେ ଇଣ୍ଡୋନେସିଆ ଉପକୂଳକୁ ଅତିକ୍ରମ କରିବା ସମ୍ଭାବନା ରହିଛି। ଏନେଇ ପାଣିପାଗ!-->…
Read More...
Read More...
ବିଜେଡିରେ କମ୍ପନ : ପଦ ଛାଡିଲେ ଦଳର ବରିଷ୍ଠ ନେତା
ଭୁବନେଶ୍ୱର : ବିଜୁ ଜନତା ବରିଷ୍ଠ ନାଗରିକ ସେଲ ଉପ ସଭାପତି ପଦରୁ ଆଜି ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି। ଏନେଇ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ଏକ ଇସ୍ତଫାପତ୍ର ପଠାଇଛନ୍ତି। ଦଳ ତାଙ୍କୁ ଗୁରୁତ୍ୱ ଦେଉନଥିବା ଦର୍ଶାଇ ଇସ୍ତଫା ଦେଇଥିବା ସୂଚନା ମିଳିଛି। ବିଜୁ ବାବୁଙ୍କ!-->…
Read More...
Read More...
ଟ୍ୟାଙ୍କରକୁ ପିଟିଲା ବୋଲେରୋ: ୩ମୃତ
କଟକ: କଟକ-ଚୌଦ୍ୱାରରେ ବଡ ଦୁର୍ଘଟଣା ଘଟିଛି । ଚୌଦ୍ୱାର ନିକଟସ୍ଥ ରଜକଣା ଠାରେ ଟ୍ୟାଙ୍କର ସହ ପିଟି ହେଲା ବୋଲେରୋ । ଫଳରେ ଘଟଣା ସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇ ଏସସିବି ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ବୋଲେରୋଟି ଡିଭାଇଡରକୁ ଡେଇଁ ଟ୍ୟାଙ୍କର ସହ ପିଟି!-->…
Read More...
Read More...
ଆଉ ନାହାନ୍ତି ମହାନ ଅଭିନେତା ଧର୍ମେନ୍ଦ୍ର
ମୁମ୍ୱାଇ- ବଲିଉଡର ହି’ମ୍ୟାନ ଆଉ ନାହାନ୍ତି। ଆଜି ମୁମ୍ବାଇ ସ୍ଥିତ ବାସଭନବରେ ମହାନ ଅଭିନେତା ଧର୍ମେନ୍ଦ୍ରଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ବେଶ କିଛି ଦିନ ହେବ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବିଭିନ୍ନ ପ୍ରକାରର ଖବର ଆସୁଥିଲା। ଏପରି କି!-->…
Read More...
Read More...
ଅମଲାତନ୍ତ୍ରକୁ ମନ୍ତ୍ରୀଙ୍କ କଡା ତାଗିଦ୍
ଭୁବନେଶ୍ଵର: ଲୋକଙ୍କ ସେବକ ହୋଇ କାମ କରିବାକୁ କଡା ନିର୍ଦେଶ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀ ସୁରେଶ ପୂଜାରୀ କଡା ତାଗିଦ୍ କରିଛନ୍ତି। ଜିଲ୍ଲାସ୍ତରରେ ସମାଧାନ ହେବା ଭଳି ଅଭିଯୋଗକୁ ନେଇ ମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି। ଦୂରଦୂରାନ୍ତରୁ!-->…
Read More...
Read More...
ଆସନ୍ତାକାଲିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା
ଭୁବନେଶ୍ୱର: ମଙ୍ଗଳବାରଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା। ବରଗଡ଼ରୁ ମଣ୍ଡିରେ ଧାନ ସଂଗ୍ରହ ଆରମ୍ଭ ହେବ। ଚଳିତବର୍ଷ ଧାନ କିଣା ଟାର୍ଗେଟ ଅଧିକ ରଖିଛନ୍ତି ରାଜ୍ୟ ସରକାର। ଚାଷୀଙ୍କ ପାଇଁ ମଣ୍ଡିଗୁଡିକରେ ଏଥର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚାଷୀ ପାଇଁ ମଣ୍ଡିଗୁଡ଼ିକରେ ଖାଦ୍ୟ, ପାନୀୟ ଓ!-->…
Read More...
Read More...
ଜନସାଧାରଣଙ୍କ ଅଭିଯୋଗ ଶୁଣିଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଭୁବନେଶ୍ଵର ୟୁନିଟ-୨ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବସିଲା ଜନତା ଦରବାର। ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୋମବାର ସକାଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭିଡ଼ ହୋଇଥିଲା। ଅନଲାଇନରେ ପଞ୍ଜିକରଣ କରିଥିବା ପ୍ରାୟ ୧ ହଜାର!-->…
Read More...
Read More...
ଶହୀଦ ଲକ୍ଷ୍ମଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ମାଲ୍ୟାର୍ପଣ କାର୍ଯ୍ୟକ୍ରମ
ଭୁବନେଶ୍ୱର: ସମଗ୍ର ଆଦିବାସୀ ସମାଜର ଗୌରବ, ମାତୃଭୂମିର ପରମ ପୂଜକ, ବୀର ଓ ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଆଜି ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳୀ ପୂର୍ବକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
୧୮୯୯ ମସିହା ନଭେମ୍ବର!-->!-->!-->…
Read More...
Read More...