Browsing Category

ରାଜ୍ୟ

ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, : ପୁରୀ ରଥଯାତ୍ରାକୁ ୟୁନେସ୍କୋ ତାଲିକାରେ ସାମିଲ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି। କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ରଥଯାତ୍ରାକୁ intangible cultural heritage of humanity ମାନ୍ୟତା ଦେବାକୁ ସେ ଦାବି କରିଛନ୍ତି।…
Read More...

ବନ୍ୟା କ୍ଷତିପୂରଣ ଘୋଷଣା କଲେ ରାଜସ୍ବ ମନ୍ତ୍ରୀ, ଜାଣନ୍ତୁ କାହାକୁ ମିଳିବ କେତେ

ଭୁବନେଶ୍ୱର: ବନ୍ୟା ପାଣି କମିଯାଇଥିଲେ ସୁଦ୍ଧା ବଢ଼ିଯାଇଛି ଦୁର୍ଦ୍ଦଶା । ବନ୍ୟାରେ ସାତ ଜିଲା ପ୍ରଭାବିତ ହୋଇଥିବା ବେଳେ ଅନେକ କ୍ଷୟକ୍ଷତି ହୋଇଥିବା ରେକର୍ଡ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଆକାଶମାର୍ଗରୁ ବନ୍ୟା ସମୀକ୍ଷା କରିଛନ୍ତି । ତେବେ ବନ୍ୟା କ୍ଷତିର ଆକଳନ ଆରମ୍ଭ…
Read More...

‘ସମ୍ବଲପୁରୀ ଦିନ୍’ର ଶୁଭେଚ୍ଛା ଜଣାଇଲେ ସମ୍ବଲପୁର ସାଂସଦ

ନୂଆଦିଲ୍ଲୀ/ସମ୍ବଲପୁର, ଅଗଷ୍ଟ ୦୧, ୨୦୨୬ : ପବିତ୍ର ‘ସମ୍ବଲପୁରୀ ଦିନ୍’ ଅବସରରେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଏହି ବିଶେଷ ଅବସରରେ ଭିଡିଓ ବାର୍ତ୍ତା ଦେଇ ଶ୍ରୀ ପ୍ରଧାନ…
Read More...

ଆକାଶ ମାର୍ଗରୁ ବନ୍ୟା ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆକାଶ ମାର୍ଗରୁ ପ୍ରଭାବିତ ଅଞ୍ଚଳର ପରିଦର୍ଶନ କରିଛନ୍ତି । ବିଶେଷ କରି ଉତ୍ତର ଓ ଉପକୂଳ ଓଡ଼ିଶାର ବନ୍ୟା ପରିସ୍ଥିତିକୁ ମୁଖ୍ୟମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି ।…
Read More...

ରାଜଧାନୀରେ ବଡ଼ ଧରଣର ଲୁଟ୍, ନେଇଗଲେ…

ଭୁବନେଶ୍ୱର : ରାଜଧାନୀରେ ବଡ଼ ଧରଣର ଲୁଟ୍ । ଲୁଟିନେଲେ ସୁନା ଓ ଟଙ୍କା। ପ୍ରାୟ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଗହଣା , କ୍ୟାସ, ଦାମୀ ଘଣ୍ଟା , ହୀରା ଖଚିତ ବ୍ରେସଲେଟ ଲୁଟି ନେଇଛନ୍ତି ଲୁଟେରା । ଲୁଟ୍ ସହ ଘରେ ଲାଗିଥିବା ସିିସିଟିଭିର ହାର୍ଡଡିସ୍କକୁ ନେଇଯାଇଛନ୍ତି ଲୁଟେରା ।…
Read More...

ମହାନଦୀ ବନ୍ୟାକୁ ନେଇ ବଡ କଥା କହିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ବର- ମହାନଦୀରେ ବନ୍ୟା ଜଳ ବଢ଼ିବାରେ ଲାଗିଛି। ବନ୍ୟାସ୍ଥିତିର ସମୀକ୍ଷା ପରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଶୁକ୍ରବାର ଦେଇଛନ୍ତି ଏହି ସୂଚନା।ସେ କହିଛନ୍ତି, ମହାନଦୀକୁ ଛାଡ଼ିଦେଲେ ବାକି ସବୁ ନଦୀ ବିପଦ ସଙ୍କେତ ତଳେ ରହିଛି। ଏବେ ପାଗ ପ୍ରାୟତଃ ଶୁଖିଲା ଅଛି। କାଲି ଦୁଇ/ତିନୋଟି…
Read More...

ମହାନଦୀରେ ବନ୍ୟା,ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା

କଟକ: ମହାନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟା ଆସିଛି । ହୀରାକୁଦରେ ଆଜି ସକାଳ ସୁଦ୍ଧା ୧୨ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ସେପଟେ ମୁଣ୍ଡଳୀଠାରେ ଧିରେ ଧିରେ ଜଳସ୍ତର ବୃଦ୍ଧି ପାଇଛି । ମୁଣ୍ଡଳୀଠାରେ ସେକେଣ୍ଡକୁ ୮ ଲକ୍ଷ ୭୩,୦୩୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଅପ୍…
Read More...

ବନ୍ୟାଞ୍ଚଳ ପରିଦର୍ଶନ କରି ବନ୍ୟା ପରିସ୍ଥିତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର :ଆକାଶମାର୍ଗରୁ ହେଲିକପ୍ଟର ଯୋଗେ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଯାଜପୁର, ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ଏବଂ ଜଳବନ୍ଦୀ ଅଞ୍ଚଳ ପରିଦର୍ଶନ କରି ବିସ୍ତୃତ ସମୀକ୍ଷା କରିଛନ୍ତି l ମାନ୍ୟବର ମନ୍ତ୍ରୀଙ୍କ…
Read More...

ଆଜି ରାତି ସୁଦ୍ଧା ବନ୍ୟା ସ୍ଥିତିରେ ଆସିବ ସୁଧାର : ମନ୍ତ୍ରୀ ସୁରେଶ ପୂଜାରୀ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତିରେ ଆଜି ସୁଦ୍ଧା ବ୍ୟାପକ ସୁଧାର ଆସିବ । କ୍ଷୟକ୍ଷତି ବିଷୟରେ ଚିନ୍ତିତ ନ ହୋଇ ଜୀବନ ବଞ୍ଚାଇବାକୁ ଅଧିକ ଚେଷ୍ଟା କରନ୍ତୁ । ସେହିପରି ନରାଜରେ ଜଳ ସ୍ତର ବୃଦ୍ଧି ପାଇଥିବାରୁ ତଳିଆ ଅଞ୍ଚଳରେ ପାଣି ପ୍ରବେଶ କରିବା ଆରମ୍ଭ କରିଛି । ତେଣୁ ପାଣି ପହଁଚିବା…
Read More...

ଆଜିଠୁ ରାଜ୍ୟରେ କମିବ ବର୍ଷା ପ୍ରକୋପ

ଭୁବନେଶ୍ୱର :  ଆଜିଠୁ ରାଜ୍ୟରେ ବର୍ଷା ପ୍ରକୋପ କ୍ରମଶଃ କମିବ । ଗଭୀର ଅବପାତ ଛତିଶଗଡ଼ ଓ ପୂର୍ବ ମଧ୍ୟପ୍ରଦେଶ ଏବଂ ବିଦର୍ଭ ଉପରେ ଗତି କରୁଛି । ଆସନ୍ତା ୨୪ ଘଣ୍ଟା ଭିତରେ ସାମାନ୍ୟ ଦୁର୍ବଳ ହୋଇ ଅବପାତ ରୂପ ନେବ । ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଗୁରୁବାର ଆଉ ବଡ଼ ବର୍ଷା…
Read More...