Browsing Category

ରାଜ୍ୟ

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର, ଏତିକି ଲୋକ ହେଲେଣି ପ୍ରଭାବିତ

ଭୁବନେଶ୍ୱର: ଲଗାଣ ବର୍ଷା ପରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଗମ୍ଭୀର ହୋଇପଡ଼ିଛି। ସ୍ୱତନ୍ତ୍ର ରିଲିଫ କମିଶନର (SRC)ଙ୍କ ସଦ୍ୟତମ ରିପୋର୍ଟ ଅନୁଯାୟୀ, ରାଜ୍ୟର ୬ଟି ଜିଲ୍ଲା, ୪୪ଟି ବ୍ଲକ, ୨୩୩ଟି ପଞ୍ଚାୟତ ଏବଂ ୭୪୮ଟି ଗାଁ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି।…
Read More...

୪୯ ସ୍କୁଲ ହେବ ଐତିହ୍ୟ ବିଦ୍ୟାଳୟ ,ଖର୍ଚ୍ଚ ହେବ ୪ କୋଟି

ଭୁବନେଶ୍ୱର:  ଐତିହ୍ୟ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଥିବା ସର୍ବପୁରାତନ ତଥା ୧୦୦ବର୍ଷ ପୂରଣ କରିଥିବା ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଯୋଜନାରେ କରାଯିବ ସାମିଲ । ଏଥିରେ ୪୯ଟି ସ୍କୁଲକୁ ଚିହ୍ନଟ କରାଯାଇଛି । ୪୯ଟି ସ୍କୁଲକୁ ବିକଶିତ କରିବା ପାଇଁ…
Read More...

ଆଉ ନାହାନ୍ତି ଦ୍ୱିତୀକୃଷ୍ଣ ସାର୍

ଗଣିଆ -" ଦ୍ୱିତୀକୃଷ୍ଣ ସାହୁ  "ଗଣିଆ ଅଞ୍ଚଳରେ ଏକ ନାମ ନୁହେଁ ,ଏକ ଅନୁଷ୍ଠାନ । ଜୀବନ ସାରା ପ୍ରଭୁ ଶ୍ରୀରାମଙ୍କ ନାମ ନେଇ ପ୍ରଭୁଙ୍କ ସେବାରେ ନିଜକୁ ନିୟୋଜିତ କରି ସବୁଦିନ ପାଇଁ ଆଖି ବୁଜିଛନ୍ତି ଶିକ୍ଷାବିତ୍ ଦ୍ୱିତୀକୃଷ୍ଣ ସାର୍ ।   ସୋମବାର ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା…
Read More...

ବଢୁଛି ଜଳକା, ଶାଳନ୍ଦୀ ଓ ବୈତରଣୀ ନଦୀର ଜଳସ୍ତର; ବନ୍ୟା ଆଶଙ୍କା

ଭୁୁବନେଶ୍ୱର: ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିଛି। ବିଶେଷ କରି ବାଲେଶ୍ୱର ଜିଲ୍ଲାର ନୀଳଗିରିରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ମୟୂରଭଞ୍ଜ ଏବଂ ବାଲେଶ୍ୱରରେ ମଧ୍ୟ ବର୍ଷାର ପରିମାଣ ବେଶ୍ ଅଧିକ ରହିଛି। କ୍ରମାଗତ ବର୍ଷା…
Read More...

ସେପ୍ଟେମ୍ବର ୩୦ରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା

କଟକ: ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଏସ୍ଏସ୍‌ଟିଇଟି-୨୦୨୬ ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହେବ । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ଦ୍ୱାରା ଦୁଇଟି ପେପରରେ ହେବାକୁ ଥିବା ପରୀକ୍ଷା ପେପର-୧ ଏବଂ ପେପର-୨ ଏକ ସମୟରେ ହେବ । ପରୀକ୍ଷା ସକାଳ ୯ ଟାରୁ…
Read More...

ଓଡିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିପୁଳ ସ୍ବାଗତ

ଭୁବନେଶ୍ୱର : ବିଜେପି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବା ପରେ ପ୍ରଥମ ଓଡ଼ିଶା ଗସ୍ତରେ ଆସିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟ ବିଜେପି ପକ୍ଷରୁ ଧର୍ମେନ୍ଦ୍ରଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ବରିଷ୍ଠ ବିଜେପି ନେତା, ବିଧାୟକ, ସାଂସଦଙ୍କ ସମେତ…
Read More...

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତିକୁ ସ୍ୱାଗତ କଲେ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ

ଫୁଲବାଣୀ: କନ୍ଧମାଳ ଲୋକସଭା କ୍ଷେତ୍ରର ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ପୂଜ୍ୟ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସ୍ମୃତିରେ ଘୋଷଣା କରାଯାଇଥିବା ଐତିହାସିକ ନିଷ୍ପତ୍ତିକୁ ହୃଦୟର ସହ ସ୍ୱାଗତ କରିବା ସହ ତାଙ୍କୁ ଆନ୍ତରିକ…
Read More...

ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉଚ୍ଛ୍ୱସିତ ସ୍ୱାଗତ

ନୂଆଦିଲ୍ଲୀ: ଇସ୍ତଫା ପରେ ସଂସଦର ମୌସୁମୀ ଅଧିବେଶନରେ ଯୋଗଦେବାକୁ ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚିଥିଲେ। ସଂସଦର ମକର ଦ୍ୱାରରେ ଏନଡିଏର ସାଂସଦମାନଙ୍କ ପକ୍ଷରୁ ତାଙ୍କୁ ଉଚ୍ଛ୍ୱସିତ ସ୍ୱାଗତ କରାଯାଇଥିଲା। ସାଂସଦମାନେ ‘ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ’…
Read More...

ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର ୨୭/୦୭: ବଙ୍ଗୋପସାଗରରେ ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର-ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ କେନ୍ଦ୍ରୀଭୂତ ରହିଛି। ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଅପରାହ୍ନରେ ବାଲେଶ୍ୱର ଏବଂ…
Read More...

ଲୋକଙ୍କ ସମସ୍ୟା ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ୟୁନିଟ-୨ ଅଭିଯୋଗ ପ୍ରକୋଷ୍ଠରେ ଲୋକଙ୍କ ସମସ୍ୟା ବୁଝିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଲୋକଙ୍କ ଦୁଃଖ ବୁଝିବା ସହ ସେମାନଙ୍କର ସମସ୍ୟ ଗୁଡ଼ିକର ସମାଧାନ ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ମଣ୍ଡଳର…
Read More...