Browsing Category

ରାଜ୍ୟ

ଆଇସିସି ଚାମ୍ପିୟନ୍ସ ଟ୍ରଫି: ଭାରତ ଚାମ୍ପିୟନ

ଦୁବାଇ : ୨୦୨୫ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ ହୋଇଛି ଟିମ୍‌ ଇଣ୍ଡିଆ। ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ଓ ଅଧିନାୟକ ରୋହିତ ଶର୍ମାଙ୍କ ଦୃଢ଼ ବ୍ୟାଟିଂ ବଳରେ ଭାରତ ରବିବାର ଅନୁଷ୍ଠିତ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୪ ଉଇକେଟରେ ପରାସ୍ତ କରିଛି। ନ୍ୟୁଜିଲାଣ୍ଡ ୫୦ ଓଭରରେ ୭ ଉଇକେଟ ହରାଇ
Read More...

ସର୍ବଭାରତୀୟ ଡିଏସ୍‌ କପ୍‌ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ, ବରଗଡକୁ ହରାଇ ଫାଇନାଲରେ ବାଙ୍ଗାଲୋର

ବୌଦ୍ଧ,୪/୩:- ଜିଲ୍ଲା ଷ୍ଟାଡିୟମ ଠାରେ ବୌଦ୍ଧଜିଲ୍ଲା ଫୁଟବଲ୍‌ ଆସୋସିଏସନ ଦ୍ୱାରା ଆୟୋଜିତ ଓ ଏଆଇଏଫଏଫ ନୂଆଦିଲ୍ଲୀ ଓ ଫାଓ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମର୍ଯ୍ୟାଦାଜନକ ୧୬ତମ ସର୍ବଭାରତୀୟ ଡିଏସ୍‌ କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଆଜି ଗ୍ରୁପ ‘ଏ’ର ପ୍ରଥମ ସେମିଫାଇନାଲ ମ୍ୟାଚ ଏମଇଜି ସେଣ୍ଟର
Read More...

ଗୋ ଓ୍ବେଲ୍ ଅଲମ୍ପିଆନ୍ ପ୍ରତିଯୋଗିତାରେ ବାଲିଗୁଡ଼ା ସେଣ୍ଟ ଜନ୍ ସ୍କୁଲର ଚମତ୍କାର ପ୍ରଦର୍ଶନ

ବାଲିଗୁଡ଼ା: ଗୋ ଓ୍ବେଲ୍ ଅଲମ୍ପିଆନ୍ ସଙ୍ଗଠନ ନୁଆ ଦିଲ୍ଲୀ ଦ୍ବାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସେଣ୍ଟ ଜନ୍ ସ୍କୁଲ୍ ରେ ଉଚ୍ଚ କୋଟୀର ପ୍ରଦର୍ଶନ । ଏହି ପ୍ରତିଯୋଗିତାରେ ବାଲିଗୁଡ଼ା ସେଣ୍ଟ ଜନ୍ ସ୍କୁଲ୍ ୨୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ
Read More...

ବ୍ରାଉନ ସୁଗାର୍ କବଳରେ ଯୁବପିଢି,ପୁରୀରେ ୪ ଅଭିଯୁକ୍ତଙ୍କୁ ଜାଲ ବିଛାଇ ଉଠାଇନେଲା ପୋଲିସ

ପୁରୀ:ବ୍ରାଉନ ସୁଗାର୍ କବଳରେ ଯୁବପିଢି । ପୁରୀରେ ୪ ଅଭିଯୁକ୍ତ ଙ୍କୁ ଜାଲ ବିଛାଇ ଉଠାଇନେଲା ପୋଲିସ ।୫୩୮ ଦଶମିକ ୫ ଗ୍ରାମ ବ୍ରାଉନ ସୁଗାର୍ , ନଗଦ ୭ ଲକ୍ଷ ୩୨ ହଜାର ଟଙ୍କା,ଗୋଟିଏ ଦେଶୀ ବନ୍ଧୁକ,୪ ଅଫୁଟା ଜୀବନ୍ତ ଗୁଳି,ଗୋଟିଏ ଚାରି ଚକିଆ ଗାଡ଼ି ଓ ୩ ଟି ଦୁଇ ଚକିଆ ଗାଡ଼ି ଜବତ ।ପୁରୀ ଲୋକନାଥ
Read More...

ଓଡିଶା ସାମ୍ବାଦିକ ସଂଘର ବାର୍ଷିକ ସମ୍ମିଳନୀ, ସମାଜ ଗଠନରେ ସାମ୍ବାଦିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଭୁବନେଶ୍ୱର/ନବରଙ୍ଗପୁର :ସମାଜ ଗଠନରେ ସାମ୍ବାଦିକ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଣୁ ସଠିକ ତଥ୍ୟ ପରିବେଷଣ କରିବା ଜଣେ ସାମ୍ବାଦିକର ନୈତିକ କର୍ତ୍ତବ୍ୟ, ସେହିଭଳି ସାମ୍ବାଦିକ ମାନଙ୍କର ସୁରକ୍ଷା ଏବଂ କଲ୍ୟାଣ ପାଇଁ ସରକାରୀ ସ୍ତରରେ ପ୍ରୟାସ ଲୋଡ଼ା ବୋଲି ଆଜି ଭୁବନେଶ୍ୱର
Read More...

ପୁରୀ ସୁରଜମଲ ସାହା ମହାବିଦ୍ୟାଳୟର ୪୫ ତମ ବାର୍ଷିକ ଉତ୍ସବରେ ଯୋଗଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଜ୍ଞାନ ହେଉଛି ପ୍ରକୃତ ଶକ୍ତି। ଆଜିର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଜ୍ଞାନ ଆହରଣ ହିଁ ହେଉଛି ଏକ ମାତ୍ର ସମ୍ପତ୍ତି। ଛାତ୍ର ଜୀବନ ହେଉଛି ଜଣେ ବ୍ୟକ୍ତିର ସୃଜନଶୀଳ ଏବଂ ଉତ୍ପାଦନଶୀଳ ଜୀବନ। ଛାତ୍ର ଜୀବନର କିଛି ବର୍ଷ, ବ୍ୟକ୍ତିର ସାରା ଜୀବନର ଦଶା ଓ ଦିଶାକୁ ଦିଗ ଦେଇଥାଏ
Read More...

ଓଡିଶା ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ନୂତନ କର୍ମକର୍ତ୍ତା ଚୟନ; ଦିବ୍ୟରଞ୍ଜନ ପଟ୍ଟନାୟକ ସଭାପତି, ସତ୍ୟଜିତ୍…

ବୌଦ୍ଧ,୩୧/୧: ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ବୌଦ୍ଧର କାର୍ଯ୍ୟାଳୟଠାରେ ଓଡିଶା ସାମ୍ବାଦିକ ସଂଘ ବୌଦ୍ଧ ଜିଲ୍ଲା ଶାଖାର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶାଖା ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଙ୍ଗଠନିକ କାର୍ଯ୍ୟାବଳୀ ଓ
Read More...

ହରଭଙ୍ଗା ଲୋକ ମହୋତ୍ସବ ଚତୁର୍ଥ ସନ୍ଧ୍ୟା; ବ୍ୟଙ୍ଗ କବିତାରେ ଦର୍ଶକ ବିମୋହିତ

ହରଭଙ୍ଗା:ହରଭଙ୍ଗା ସରକାରୀ ହାଇସ୍କୁଲ ଖେଳ ପଡିଆଠାରେ ହରଭଙ୍ଗା ଲୋକକଳା ଓ ସାଂସ୍କୃତିକ ପରିଷଦର ଆନୁକୂଲ୍ୟରେ ଅନୁଷ୍ଠିତ ତୃତୀୟ ରାଜ୍ୟସ୍ତରୀୟ ହରଭଙ୍ଗା ଲୋକ ମହୋତ୍ସବ ଓ ପଲ୍ଲିଶ୍ରୀମେଳା- ୨୦୨୫ ଚତୁର୍ଥ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଥ ଦିବସର ସନ୍ଧ୍ୟା ମଞ୍ଚ
Read More...

ଉତ୍କର୍ଷ ଓଡିଶା କନକ୍ଲେଭ୍ ଆଣିଲା ଅପାର ସଫଳତା: ୧୨.୮୯ ଲକ୍ଷ କୋଟି ପୁଞ୍ଜିନିବେଶ ପାଇଁ MOU

ଭୁବନେଶ୍ୱର: ଦୁଇ ଦିନିଆ ଉତ୍କର୍ଷ ଓଡିଶା ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୨୫ ଆଣିଛି ଅପାର ସଫଳତା। ବୁଧବାର ସନ୍ଧ୍ୟାରେ ଜନତା ମଇଦାନରେ ସାମ୍ବାଦିକଙ୍କୁ ସମ୍ବୋଧନ କରି ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଥିଲେ, ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ
Read More...

ମର୍ମନ୍ତୁଦ ଦୁର୍ଘଟଣାରେ ୧୫ ଆହତ

ପୁରୀ:ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଚନ୍ଦନପୁର ନିକଟ ସମଯାଜପୁର ଓଭରବ୍ରିଜ୍ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୫ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ହୋଇଥିବା ଜଣାପଡିଛି । ସମସ୍ତ ଗୁରୁତର ଆହତଙ୍କୁ ପୁରୀ ଓ ଭୁବନେଶ୍ୱରକୁ ସ୍ଥାନାନ୍ତରିତ
Read More...