Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜସ୍ଥାନରେ ଓଡ଼ିଆ ଯବାନ ଶହୀଦ
ଭୁବନେଶ୍ୱର ରାଜସ୍ଥାନରେ ଶହୀଦ ହେଲେ ଓଡ଼ିଆ ଯବାନ। ପୋଖରାନରେ ଫାୟାରିଂ ଅଭ୍ୟାସ ବେଳେ ଟ୍ୟାଙ୍କ୍ରେ ବିସ୍ଫୋରଣ ଘଟି ଜଣେ ଓଡିଆ ଯବାନ ଶହୀଦ ହୋଇଛନ୍ତି। ସେ ହେଲେ କୋରାପୁଟ ଜିଲା ବୈପାରୀଗୁଡା ଥାନା ଅନ୍ତର୍ଗତ କେନ୍ଦୁଗୁଡା ପଞ୍ଚାୟତ ବଡାଗୁଡା ଗ୍ରାମର ଈଶ୍ୱର ତଲିଆ(୩୪)। ସେ ୪୬ ଆର୍ମି!-->…
Read More...
Read More...
ଶିମିଳିପାଳରେ ବାଘ ଜଗିବେ ସଶସ୍ତ୍ରବଳ
ଭୁବନେଶ୍ୱର: ମୟୂରଭଞ୍ଜ ଜିଲାର ଶିମିଳିପାଳ ଟାଇଗର ରିଜର୍ଭରେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ସରକାର। ଶିକାର ତଥା ବନ୍ୟଜନ୍ତୁ ଅପରାଧରୁ ଏହି ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ଏକ ୧୩୧ ସଦସ୍ୟ ବିଶିଷ୍ଟ ସଶସ୍ତ୍ର ପୋଲିସ କମ୍ପାନୀ ନିୟୋଜିତ ହେବ।!-->…
Read More...
Read More...
ସୀମାନ୍ତରେ ଗଞ୍ଜେଇ ଚାଷ କରି ଦୁଇ ଗିରଫ
ନବରଙ୍ଗପୁର :ପ୍ରଶାସନକୁ ଖୁଲମ୍ ଖୋଲା ଚ୍ୟାଲେଞ୍ଜ ଦେଇ ନୂତନ କୌଶଳରେ ପନି ପରିବା ଚାଷ ମଧ୍ୟରେ ଚାଲିଥିଲା ବ୍ୟାପକ ଗଞ୍ଜେଇ ଚାଷ । ହେଲେ ନବରଙ୍ଗପୁର ଜିଲ୍ଲା ପୋଲିସ୍ ଗତ ୧୪ତାରିଖରେ ବିଶେଷ ଗୁଇନ୍ଦା ସୂତ୍ରରୁ ଖବର ପାଇ ସ୍ୱତନ୍ତ୍ର ଭବେ ଗଠିତ ମିଳିତ ଟିମ୍ ଦ୍ୱାରା ରାଇଘର ବ୍ଲକ!-->…
Read More...
Read More...
ବିଶିଷ୍ଟ ତବଲା ବାଦକ ଜାକିର ହୁସେନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପଦ୍ମଶ୍ରୀ ସୁଦର୍ଶନ
ପୁରୀ : ଆମ ଗହଣ ଆଉ ନାହାନ୍ତି ବିଶିଷ୍ଟ ତବଲା ବାଦକ ଜାକିର ହୁସେନ । ୭୩ ବର୍ଷ ବୟସରେ ତାଙ୍କର ବିୟୋଗ ହେଇଛି । ତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା ଚିତ୍ର କଳାରେ!-->…
Read More...
Read More...
ଗଡଜାତ ଲୋକ ମହୋତ୍ସବ ତୃତୀୟ ସନ୍ଧ୍ୟା,ସମ୍ବଲପୁରୀ ଗୀତରେ ଝୁମିଲେ ଦର୍ଶକ
ହରଭଙ୍ଗା: ଐତିହ୍ୟ, ସଂସ୍କୃତି, ପରମ୍ପରା, ଲୋକ ନୃତ୍ୟ, ଲୋକ ବାଦ୍ୟ ଓ ସଂଗୀତର ମହା ସମନ୍ୱୟ ବୌଦ୍ଧ ଗଡଜାତର ରାଜ୍ୟ ସ୍ତରୀୟ ଅଷ୍ଟମ ବାର୍ଷିକ ଲୋକ ମହୋତ୍ସବଦ ତୃତୀୟ ସନ୍ଧ୍ୟାରେ ପହଁଚିଛି । ଗଡଜାତ ସାଂସ୍କୃତିକ କଳାପରିଷଦ ଦ୍ୱାରା ଆୟୋଜିତ ସାଧୁ ଚରଣ ଉଚ୍ଚ ବିଦ୍ୟାଳୟରେ ମହୋତ୍ସବ ତୃତୀୟ!-->…
Read More...
Read More...
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ
ପୁରୀ : ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏଏସ୍ଆଇ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ବ୍ୟବସ୍ଥା ଏବଂ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଆରମ୍ଭ ହୋଇଅଛି । ଚଳିତ ପହିଲି ଭୋଗ ମାସରେ ୧୭ତାରିଖ ଠାରୁ ରତ୍ନଭଣ୍ଡାର ଗୃହ ମରାମତି କରାଯିବା ପାଇଁ ଛତିଶା ନିଯୋଗ ବୈଠକରେ ପୂର୍ବରୁ!-->…
Read More...
Read More...
ଆସନ୍ତାକାଲିଠାରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ପୁରୀ:ରାତି ପାହିଲେ ଓଡିଆ ଅସ୍ମିତା ଉପରେ ହେବ ବଡଧରଣର ବିଜୟ । ଦୀର୍ଘବର୍ଷ ହେବ ବିପଦସଙ୍କୁଳ ଅବସ୍ଥାରେ ଥିବା ରତ୍ନଭଣ୍ଡାରର ଆରମ୍ଭ ହେବ ଦୀର୍ଘସ୍ଥାୟୀ ମରାମତି । ଆସନ୍ତାକାଲି ଠାରୁ ଏଏସଆଇ ଦ୍ୱିତୀୟ ଭୋଗମଣ୍ଡପ ପରେ ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁଯାୟୀ ପ୍ରାୟ ୫/୬ ଘଣ୍ଟା ମରାମତି!-->…
Read More...
Read More...
ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା,ଦୁଇ ସେବାୟତଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ
ପୁରୀ : ପୁଣି ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ଦୁଇ ସେବାୟତଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ । ଜଣେ ସେବାୟତଙ୍କ ଆକ୍ରମଣରେ ଆଉ ଜଣେ ସେବାୟତ ଗୁରୁତର ଆହତ । ଗୁରୁତର ଆହତ ସେବାୟତ ଜଣକ ହେଲେ ବିଶ୍ୱନାଥ ଖୁଣ୍ଟିଆ । ଆକ୍ରମଣରେ ବିଶ୍ୱନାଥଙ୍କ ନାକ ଫାଟି ପ୍ରବଳ ରକ୍ତସ୍ରାବ ହୋଇଥିଲା । ଏହି ଘଟଣା!-->…
Read More...
Read More...
ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା
ଭୁବନେଶ୍ୱର: ରାଜ୍ୟର ସବୁ ଜିଲ୍ଲାରେ ଖୋଲିବ ସାଇବର ଥାନା । ୬୯ତମ ପୁଲିସ୍ ଡ୍ୟୁଟି ମିଟର ଉଦ୍ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେ ପ୍ରତି ଥାନାକୁ ୯ଟି ବାଇକ୍ ଦିଆଯିବ। ଗୃହ ବିଭାଗରେ ଖାଲି ପଡ଼ିଥିବା!-->…
Read More...
Read More...
ସମସ୍ତ ହିତାଧିକାରୀଙ୍କ ଆବେଦନ ଯାଞ୍ଚ ସରିଲେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ : ଉପମୁଖ୍ୟମନ୍ତ୍ରୀ…
ଭୁବନେଶ୍ୱର:ଏବେଠୁ ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନାର ସହାୟତା ପାଇବା ନିମନ୍ତେ ବାୟୋମେଟ୍ରିକ ପ୍ରକ୍ରିୟାରେ ଇ-କେୱାସି କରିବାକୁ ପଡିବ । ଯେଉଁ ୫.୧୧ଲକ୍ଷ ହିତାଧିକାରୀମାନେ ସୁଭଦ୍ରା ଅଧୀନରେ ଇ-କେୱାସି କରିନାହାନ୍ତି କିମ୍ବା ଓଟିପି ମାଧ୍ୟମରେ ଇ-କେୱାସି କରିଛନ୍ତି,!-->…
Read More...
Read More...