Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଭୁବନେଶ୍ୱର : ରାଜ୍ୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଜାତୀୟ ନିର୍ବାଚନ କମିଶନ ଓଡ଼ିଶା ସମେତ ୧୦ ରାଜ୍ୟମାନଙ୍କର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କୁ ରିଟର୍ଣ୍ଣିଂ ଅଫିସର, ସହାୟକ ରିଟର୍ଣ୍ଣିଂ ଅଫିସର, ଭୋଟ୍ ଗ୍ରହଣ ସ୍ଥାନ ଏବଂ ବ୍ୟାଲଟ୍ ବକ୍ସର ପ୍ରକାର ସମ୍ପର୍କରେ ପ୍ରସ୍ତାବ!-->…
Read More...
Read More...
ପଦ୍ମବେଶରେ ଦର୍ଶନ ଦେଲେ ମହାପ୍ରଭୁ
ପୁରୀ- ପଦ୍ମ ବେଶରେ ରତ୍ନ ସିଂହାସନରେ ବିଜେ ଚତୁର୍ଦ୍ଧାମୂରତି ଭକ୍ତଜନଙ୍କୁ ଦର୍ଶନ ଦେଇଛନ୍ତି। ମାଘ ଶୁଳ୍କ ପ୍ରତିପଦଠାରୁ ଶ୍ରୀପଞ୍ଚମୀ ପର୍ଯ୍ୟନ୍ତ ପଡ଼ୁଥିବା ବୁଧବାରରେ ବିଧିମତେ ମହାପ୍ରଭୁ ବଡ଼ସିଂହାର ବେଶ ସମୟରେ ଏହି ଦୁର୍ଲଭ ବେଶ ଧାରଣ କରିଛନ୍ତି | ମହାପ୍ରଭୁ ଏହି ପଦ୍ମ ବେଶରେ ନିଦ୍ରା!-->…
Read More...
Read More...
ଫେବ୍ରୁଆରୀ ତୃତୀୟ ସପ୍ତାହରୁ ବିଧାନସଭାର ବଜେଟ୍ ଅଧିବେଶନ
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବଜେଟ୍ ଅଧିବେଶନ ଫେବ୍ରୁଆରୀ ତୃତୀୟ ସପ୍ତାହରୁ ଆରମ୍ଭ ହେବା ସମ୍ଭାବନା ରହିଛି । ସମ୍ଭବତଃ ଫେବ୍ରୁଆରୀ ୧୫ରୁ ୨୦ ତାରିଖ ଭିତରେ ଏହି ଅଧିବେଶନ ଆରମ୍ଭ ହେବ ବୋଲି ସୂଚନା ମିଳୁଛି । ବର୍ଷର ସବୁଠାରୁ ବଡ଼ ଅଧିବେଶନ ହୋଇଥିବାବେଳେ ଏହା ଦୁଇଟି ପର୍ଯ୍ୟାୟରେ ହେବ ।!-->…
Read More...
Read More...
ରାଜ୍ୟରେ ବଢିଲା ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ବଢିଲା ତାପମାତ୍ରା। ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଲା ତାପମାତ୍ରା। ୪ ଦିନରେ ଉପକୂଳରେ ୩ ଓ ଆଭ୍ୟନ୍ତରୀଣରେ ୭ ଡିଗ୍ରୀ ବୃଦ୍ଧି ହୋଇଛି।
ଝାରସୁଗୁଡ଼ାରେ ସର୍ବାଧିକ ୭.୨ ଡିଗ୍ରୀ ବଢି ୧୪ ଡିଗ୍ରୀ ହେଲା ତାପମାତ୍ରା। ସେହିପରି କେନ୍ଦୁଝରରେ ୫.୨ ବଢି ହେଲା!-->!-->!-->…
Read More...
Read More...
ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ
ପୁରୀ-୨୦୨୬ ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଛି ପ୍ରଥମ ପର୍ଯ୍ୟାୟ ରଥକାଠ। ନୟାଗଡ ଦଶପଲ୍ଲା ରେଞ୍ଜରୁ ତିନୋଟି ଟ୍ରକରେ ଆସିଛି ରଥକାଠ। ୮୩ ଖଣ୍ଡ ଅସନ ଓ ଧଉରା କାଠ ପୁରୀରେ ଆସି ପହଞ୍ଚିଛି। ଏଥିରେ ୨୦ ଫୁଟିଆ ଓ ୧୨ ଫୁଟିଆ ଅସନ ଏବଂ ଧଉରା କାଠ ରହିଛି। ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ!-->…
Read More...
Read More...
୨୦୨୭ ସୁଦ୍ଧା ସମସ୍ତ ଗାଁକୁ ହେବ ରାସ୍ତା
ଭୁବନେଶ୍ୱର : ୨୦୨୭ ସୁଦ୍ଧା ଦେଢ ଶହ ଜନସଂଖ୍ୟା ଥିବା ସମସ୍ତ ଗାଁକୁ ହେବ ରାସ୍ତା । ଆସନ୍ତା ୩ ମାସରେ ଶତ ପ୍ରତିଶତ ବଜେଟ୍ ଖର୍ଚ୍ଚ କରିବାକୁ ସବୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।
ସେ ଆହୁରି ମଧ୍ୟ କହିଛନ୍ତି!-->!-->!-->…
Read More...
Read More...
ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-20, ଏମିତି ରହିବ ପିଚ୍
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20I ସିରିଜର ପ୍ରଥମ ମ୍ୟାଚ୍ ଆସନ୍ତାକାଲି ନାଗପୁରରେ ଖେଳାଯିବ। ନ୍ୟୁଜିଲ୍ୟାଣ୍ଡଠାରୁ ODI ସିରିଜ ହାରିବା ପରେ, ଟିମ୍ ଇଣ୍ଡିଆ ଏବେ T20I ସିରିଜରେ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିବ। ଏହା ସୂର୍ଯ୍ୟକୁମାର!-->…
Read More...
Read More...
ନୀତିନ ନବୀନ ମୋର ବସ୍: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ। ବିଜେପି ନେତା ନୀତିନ ନବୀନଙ୍କୁ ଦଳର ଜାତୀୟ ସଭାପତି ଭାବରେ ନିଯୁକ୍ତ କରାଯାଇଛି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ତାଙ୍କ ପଦ ଗ୍ରହଣ କରିଛନ୍ତି। ଏହି ସମାରୋହ ବିଜେପି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର!-->…
Read More...
Read More...
ରୁପା ଓ ସୁନା ଦର ଆକାଶଛୁଆଁ
ନୂଆଦିଲ୍ଲୀ: ରୁପା ଦାମ୍ ଥମିବାର ନାଁ ନେଉନି। ସୋମବାର ଦିଲ୍ଲୀ ସରାଫା ବଜାରରେ ରୁପା ଦାମ୍ କିଲୋଗ୍ରାମ ପିଛା ୧୬ ହଜାର ୪୩୮ ଟଙ୍କା ବୃଦ୍ଧି ପାଇ ୩ ଲକ୍ଷ ପାର୍ କରିଛି। ସୁନା ଦାମ୍ ମଧ୍ୟ ୧୦ ଗ୍ରାମ ପିଛା ୨୯୮୩ ଟଙ୍କା ବୃଦ୍ଧି ସହିତ ୧.୪୮ ଲକ୍ଷ ଛୁଇଁ ନୂଆ ରେକର୍ଡ କରିଛି। ସରାଫା!-->…
Read More...
Read More...
ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ନିହତ
ମାଲକାନଗିରି : ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର । ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । ଏହାସହ ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ମଧ୍ୟ ହୋଇଛି ।
ଖବର ଅନୁଯାୟୀ,!-->!-->!-->…
Read More...
Read More...