Browsing Category

ରାଜ୍ୟ

ସାପ କାମୁଡାରେ ୩ ମୃତ ଘଟଣା, ପରିବାରବର୍ଗଙ୍କୁ ଭେଟିଲେ ସରକାରୀ ଦଳର ମୁଖ୍ୟ ସଚେତକ

ବୌଦ୍ଧ : ବୌଦ୍ଧ ଜିଲା ବଘିଆପଡା ଫାଣ୍ଡି ଟିକରପଡ଼ା ପଞ୍ଚାୟତର ଚରିଆପାଲି ଗାଁରେ ଗତ କିଛିଦିନ ତଳେ ଗୋଟିଏ ପରିବାର ତିନିଜଣ ଝିଅଙ୍କ ସାପ କାମୁଡାରେ ଜୀବନ ଯାଇଥିବା ବେଳେ ବାପା ମଧ୍ୟ ଗୁରୁତର ଭାବେ ମେଡିକାଲରେ ଚିକିତ୍ସା ହେଉଥିଲେ । ଏଭଳି ଘଟଣାଟି ସାରା ଜିଲ୍ଲାରେ ଏକ ଦୁଃଖଦ ଖବର ଆଣିଥିଲା ।
Read More...

ହୀରାଞ୍ଚଳ ପ୍ରଭାବ;ଛେଳିଖାଇ ଗ୍ରାମରେ ଲାଗିଲା ଟ୍ରାନ୍ସଫରମର

ହରଭଙ୍ଗା:- ହରଭଙ୍ଗା ବ୍ଲକ ଅନ୍ତର୍ଗତ ସଙ୍କୁଲୋଇ ଗ୍ରାମ ପଞ୍ଚାୟତର ଛେଳିଖାଇ ଗ୍ରାମରେ ୧୦ କେଭି ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଗାଁକୁ ସମ୍ପୂର୍ଣ୍ଣ ଭାବରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ଗ୍ରାମବାସୀ ଜଣେଇଥିଲେ ମଧ୍ୟ କୌଣସି ସୁଫଳ
Read More...

୧୦୦ ଦିନ ମଧ୍ୟରେ ସମସ୍ତ ପ୍ରମୁଖ ପ୍ରତିଶ୍ରୁତି ପାଳନ କରିଛୁ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :ଆଜି ପୁରୀ ଠାରେ ନୂଆ ସରକାର ଗଠନର ପ୍ରଥମ ୧୦୦ ଦିନ ପୂରଣ ଅବସରରେ ରାଜ୍ୟ ସ୍ତରୀୟ ଉତ୍ସବ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ନୂଆ ସରକାର ୧୦୦ ଦିନ ମଧ୍ୟରେ ସମସ୍ତ ପ୍ରମୁଖ ପ୍ରତିଶ୍ରୁତି ପାଳନ
Read More...

ଆଦର୍ଶ ଶିକ୍ଷକ ସମରେନ୍ଦ୍ର ସାହୁଙ୍କୁ ସେବା ଅବସରକାଳୀନ ସମ୍ବର୍ନ୍ଧନା

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ତରଜଙ୍ଗା ଗ୍ରାମ ପଞ୍ଚାୟତ ଅଧୀନ ତେରତାଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ତିର୍ତ୍ତୋଲ ମଣ୍ଡଳ ଭାରପ୍ରାପ୍ତ ସହକାରୀ ଶିକ୍ଷାଧିକାରୀ ସମରେନ୍ଦ୍ର ସାହୁଙ୍କ ସେବା ଅବସରକାଳୀନ ସମ୍ବର୍ନ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ
Read More...

ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପ୍ରତାପ ମହାପାତ୍ରଙ୍କ ପରଲୋକ

ବ୍ରହ୍ମପୁର,( ହୀପ୍ର) : ଗଂଜାମ ଜିଲ୍ଲାର ପୁରପଲ୍ଲୀର କଳା ଓ ସଙ୍ଗୀତ ଜଗତରେ ପ୍ରତାପ ଭାଇ ଭାବେ ପରିଚିତ ଗଞ୍ଜାମ ଜିଲ୍ଲାର ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ପ୍ରତାପ ମହାପାତ୍ରଙ୍କ ଗୁରୁବାର ପରଲୋକ ହୋଇଯାଇଛି କିଛି ମାସ ହେଲା ସେ ଅସୁସ୍ଥ ଥିଲେ । ଗଞ୍ଜାମ ଜିଲ୍ଲା ହିଂଜିଳିକାଟୁ ବ୍ଲକର ମାରୁଡ଼ି
Read More...

ସମ୍ବଲପୁରୀ ଗାୟିକା ରୁକସନା ବାନୋଙ୍କ ଅସ୍ବାଭାବିକ ମୃତ୍ୟୁ, ପରିବାର ଆଣିଲା ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର, (ହୀପ୍ର): ସମ୍ବଲପୁରୀ ଗାୟିକା ରୁକସନା ବାନୋଙ୍କର ଗତ କାଲି ରାତିରେ ଭୁବନେଶ୍ବର ଏଏମସରେ ମୃତ୍ୟୁ ଘଟିଛି। ଏହି ମୃତ୍ୟୁକୁ ନେଇ ତାଙ୍କ ପରିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ରୁକସନା ସ୍କ୍ରବ୍ ଟାଇଫସ୍ ନୁହେଁ ବରଂ ବିଷ କ୍ରିୟା ଯୋଗୁଁ ପ୍ରାଣ ହରାଇଛନ୍ତି ବୋଲି ତାଙ୍କ
Read More...

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ,ଟାୟାର ଜାଳି ପଥର ପକାଇ ରାସ୍ତା ଅବରୋଧ

ନବରଙ୍ଗପୁର,(ହୀପ୍ର):ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଅଞ୍ଚଳର ଏକ ସରକାରୀ ଉଚ୍ଚବିଦ୍ୟାଳୟ ନିକଟସ୍ଥ ଟାୱାର ପାଚେରି ପାର୍ଶ୍ୱରୁ ଏକ ୧୧ ବର୍ଷୀୟା ନାବାଳିକାର ମୃତଦେହ ଉଦ୍ଧାର ଘଟଣାକୁ ନେଇ ଗତକାଲି ରାତି ତମାମ ଓ ଆଜି ଦିନରେ ଉତ୍ତେଜନା ଲାଗି ରହିଛି । ପାରିପାର୍ଶ୍ୱିକ ସ୍ଥିତିରୁ
Read More...

ରତ୍ନ ଭଣ୍ଡାର ଭିତରକୁ ପ୍ରବେଶକଲେ ଏଏସଆଇ ଟିମ୍

ପୁରୀ : ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ୨୬ ଜଣିଆ ଟିମ୍। ଏହି ଟିମରେ ଅଛନ୍ତି ନ୍ୟାସନାଲ ଜିଓଲଜିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ, ଏଏସଆଇ, ବୈଷୟିକ ଟିମ୍ ର ସଦସ୍ୟ। ରତ୍ନଭଣ୍ଡାରରେ କିଛି ସୁଡ଼ଙ୍ଗ ଅଛି କି, ଏହି ରତ୍ନଭଣ୍ଡାର ଭିତରେ ଆହୁରି ରତ୍ନଭଣ୍ଡାର
Read More...

ବୌଦ୍ଧ ପୋଲିସ୍‌ ଦ୍ୱାରା ବାଇକ ଚୋରି ରାକେଟର ପର୍ଦ୍ଦାଫାସ; ୧୨ ବାଇକ ଉଦ୍ଧାର, ୪ ଗିରଫ

ବୌଦ୍ଧ : ବୌଦ୍ଧ ପୁଲିସକୁ ମିଳିଛି ବଡ ସଫଳତା । ୧୨ ଚୋରି ବାଇକ୍‌ ଉଦ୍ଧାର କରିବା ସହ ୪ ଜଣଙ୍କୁ ଗିରଫ କରିଛି ବୌଦ୍ଧ ପୁଲିସ । ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀ କରି ବୌଦ୍ଧ ଆରକ୍ଷୀ ଅଧୀକ୍ଷକ ରାଜ୍‌ ପ୍ରସାଦ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବୌଦ୍ଧ ଥାନା ପୋଲିସ୍‌ ଏକ ବାଇକ
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍‌ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆମ ଆଦମୀ ପାର୍ଟି(ଏଏପି) ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ । ଅବକାରୀ ନୀତି ଘୋଟାଲା ମାମଲାରେ ଜାମିନ ମିଳିବା ପରେ କେଜ୍‌ରିୱାଲ ଏହି ନିଷ୍ପତି ନେଇଥିଲେ। ଏଥିସହିତ ଏଏପି ଆତିଶି ମରଲେନାଙ୍କୁ ନୂତନ ମୁଖ୍ୟମନ୍ତ୍ରୀ କରିବାକୁ ଦିଲ୍ଲୀ
Read More...