Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାହୁଲ ଏବଂ କଂଗ୍ରେସ ପାର୍ଟି ମିଛ ଓ ପ୍ରତାରଣାର ସବୁଠାରୁ ବଡ଼ ବ୍ରାଣ୍ଡ୍ ଆମ୍ବାସେଡର – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ମଇ ୨୭ - ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ଦେଶରେ ମିଛ ଏବଂ ପ୍ରତାରଣାର ସବୁଠାରୁ ବଡ଼ ବ୍ରାଣ୍ଡ ଆମ୍ବାସେଡର ହୋଇସାରିଛନ୍ତି । କଂଗ୍ରେସର ରାଜପରିବାର ଦ୍ୱାରା ଏସସି,ଏସଟି ଏବଂ ଓବିସି ସର୍ବଦା ପ୍ରତାରିତ ହୋଇଆସୁଛନ୍ତି, କିନ୍ତୁ ରାଜକୁମାର ତାଙ୍କ ନିଜ!-->…
Read More...
Read More...
ପୁଣି ଚାରି ନଂ ଟନେଲରେ ମାଟି ଧସି ହୋଇଛି ଗର୍ତ୍ତ
ହରଭଙ୍ଗା :ଖୋର୍ଦ୍ଧା ବଲାଙ୍ଗୀର ରେଳପଥ 4ନଂ ଟନେଲ ଟ୍ରାଜେଡି । ପୁଣି ଚାରି ନଂ ଟନେଲରେ ମାଟି ଧସି ହୋଇଛି ଗର୍ତ୍ତ l ଗତ 20ଘଣ୍ଟା ପୂର୍ବରୁ ଏହି ଟନେଲ ଭୁଶୁଡ଼ି ଥିବା ସ୍ଥାନରୁ ମାତ୍ର ୫୦ ମିଟର ଦୂରରେ ପୁଣି ହୋଇଛି ଏକ ଗର୍ତ୍ତ। ଏହି ଗର୍ତ୍ତ ୧୦ ଫୁଟ ଓସାରିଆ ହୋଇଥିବା ଦେଖିବାକୁ ମିଳିଛି।!-->…
Read More...
Read More...
ସୃଷ୍ଟି ହେଲା ଲଘୁଚାପ, ଛେଚିବ ବର୍ଷା
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ଓ ତା’ର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ମଙ୍ଗଳବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ରାଜ୍ୟରେ ପ୍ରବଳ ବର୍ଷା କରାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ!-->…
Read More...
Read More...
ରେଳ ଟନେଲ ଭୁଶୁଡ଼ିବା ଘଟଣା, ସ୍ଥଳ ପରିଦର୍ଶନ କଲେ ପ୍ରଶାସନିକ ଅଧିକାରୀ
ବୌଦ୍ଧ: ସୋମବାର ବିଳମ୍ବିତ ରାତିରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ ଆଡେଣୀଗଡ ନିକଟରେ ରେଳପଥ ର ୪ ନଂ ଟନେଲ ଭୁଶୁଡ଼ିବା ଘଟଣା ପରେ ବୌଦ୍ଧ ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଙ୍କ ନିର୍ଦ୍ଦେଶ କ୍ରମେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲେ ବରିଷ୍ଠ ପ୍ରଶାସନିକ ଅଧିକାରୀ। ସାଙ୍ଗେ ସାଙ୍ଗେ!-->…
Read More...
Read More...
ଭାରତରେ କ୍ୟାମ୍ପସ ସ୍ଥାପନ କରିବ ୟୁକେର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଲିଭରପୁଲ୍ ବିଶ୍ୱବିଦ୍ୟାଳୟ – ଧର୍ମେନ୍ଦ୍ର…
ନୂଆଦିଲ୍ଲୀ: ଭାରତରେ ନିଜର ଏକ କ୍ୟାମ୍ପସ ସ୍ଥାପନ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀ ଠାରେ ୟୁକେର ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରୁ ଅନ୍ୟତମ ଲିଭରପୁଲ ବିଶ୍ୱବିଦ୍ୟାଳୟକୁ ଲେଟର ଅଫ୍ ଇଣ୍ଟେଣ୍ଟ (LoI) ପତ୍ର ହସ୍ତାନ୍ତର କରିଛନ୍ତି । ୟୁଜିସି!-->…
Read More...
Read More...
ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ ଦେଇ ଯାଇଥିବା ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପର ଚାରି ନମ୍ବର ଟନେଲ ଭୁଶୁଡି ଥିବା ଖବର ସାମ୍ନାକୁ ଆସିଛି । ଏହି ଟନେଲ ଓଡିଶାରେ ବୃହତ ଟନେଲ ହୋଇଥିବା ବେଳେ ଲମ୍ବ ପ୍ରାୟ ଚାରି କିଲୋମିଟରରୁ ଉର୍ଦ୍ଧ୍ୱ ରହିଛି । ଆଡେଣିଗଡ଼ ଠାରୁ ଅନତି!-->…
Read More...
Read More...
ସମୁଦ୍ରରେ ଓଲଟିଲା ସ୍ପିଡ ବୋଟ୍, ଅଳ୍ପକେ ବର୍ତ୍ତିଲେ ଗାଙ୍ଗୁଲିଙ୍କ ଭାଇ-ଭାଉଜ
ପୁରୀ-ପୁରୀ ସମୁଦ୍ରରେ ବଡ଼ ଅଘଟଣ। ସ୍ପିଡ ବୋଟ ରେ ପର୍ଯ୍ୟଟକ ମାନେ ଜଳକ୍ରୀଡା କରୁଥିବା ବେଳେ ଗଭୀର ସମୁଦ୍ରରେ ଓଲଟି ପଡିଲା ସ୍ପିଡ ବୋଟ। l ଓ୍ବାଟର ସ୍ପୋର୍ଟସ ଗେମ୍ ସମୟରେ ଏକ ବଡ଼ ଲହଡ଼ି ଆସିବାରୁ ପର୍ଯ୍ୟଟକଙ୍କ ସହ ସ୍ପିଡ ବୋଟ ଟି କିଭଳି ଓଲଟି ପଡିଥିଲା। ତେବେ ବେଳାଭୂମିରେ ଉପସ୍ଥିତ!-->…
Read More...
Read More...
ବଙ୍ଗୀୟ ନାବାଳିକାଙ୍କୁ ଅସଦାଚରଣ, ଅଭିଯୁକ୍ତକୁ ନିସ୍ତୁକ ପିଟିଲେ ପରିବାର ଲୋକେ
ପୁରୀ: ପୁରୀ ବଡ଼ଦାଣ୍ଡରେ ଅଭାବନୀୟ ଘଟଣା। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଜଣେ ବଙ୍ଗୀୟ ନାବାଳିକାଙ୍କୁ ଅସଦାଚରଣ କଲା ଜଣେ ଯୁବକ। ଅସଦାଚରଣ ଘଟଣା ପ୍ରତିବାଦରେ ନାବାଳିକାଙ୍କ ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ସମ୍ପୃକ୍ତ ଯୁବକକୁ ଧରିବା ସହ ନିସ୍ତୁକ ପିଟିଲେ। ତେବେ ବଡ଼ଦାଣ୍ଡରେ!-->…
Read More...
Read More...
ରଥ ଉପରେ ଅଣ ସେବାୟତ ରହିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟାରେ କହିଛନ୍ତି ଯେ,ମହାପ୍ରଭୁଙ୍କର ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟକୁ ମୋହର ମାରିଛି ପରିଚାଳନା କମିଟି । ଦୀଘା!-->…
Read More...
Read More...
ରଥଯାତ୍ରାକୁ ପୁରୀ ଆସିବାକୁ ମୋଦୀଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ
ପୁରୀ: ଆସନ୍ତା ରଥଯାତ୍ରା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁରୀକୁ ଆସିବାକୁ ନିମନ୍ତ୍ରଣ କରାଯାଇଛି। ମୋଦrଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ସମସ୍ତ କେନ୍ଦ୍ରମନ୍ତ୍ରୀ, ଏନଡିଏ ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି। ନିମନ୍ତ୍ରଣ!-->…
Read More...
Read More...