Browsing Category

ରାଜ୍ୟ

ପାତାଳି ଶ୍ରୀକ୍ଷେତ୍ରରୁ ଚୋରି, ଜିଲ୍ଲାସାରା ତୀବ୍ର ପ୍ରତିକ୍ରିୟା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ଅନ୍ତର୍ଗତ ପାତାଳି ଶ୍ରୀକ୍ଷେତ୍ରର ମୁଖ୍ୟ ମନ୍ଦିରରୁ ଚୋରି ହୋଇଥିବାର ଜଣାଯାଇଛି । ଗତକାଲି ପୂଜାକରିବାକୁ ସକାଳୁ ମନ୍ଦିର ପୂଜକ ଚିତ୍ତରଞ୍ଜନ ପାଢ଼ୀ, ଗୁଣ ସାଗର ପଣ୍ଡା ଆସିବା ପରେ ମୁଖ୍ୟ ମନ୍ଦିରର ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ
Read More...

ଲଗାଣ ବର୍ଷା ଯୋଗୁ ଭାଙ୍ଗିଲା ଘାଇ, କଣାସର ୬ ଟି ଗ୍ରାମ ଜଳମଗ୍ନ

ପୁରୀ : ଲଘୁଚାପ ଯୋଗୁ ଅତ୍ୟଧିକ ବର୍ଷା ପାଇଁ ପୁରୀର କଣାସ ବ୍ଲକ ରେ ବନ୍ୟା । ମଲାଗୁଣି ନଦିର ପ୍ରାୟ ୫୦ ଫୁଟର ଘାଇ ହୋଇଥିବାରୁ ବନ୍ୟା ସ୍ଥିତି । ଦିବ୍ୟସିଂହ ପୁର ଗ୍ରାମ ପଞ୍ଚାୟତର ହଳଦୀ ପଦର, ତୈଲା, ଭଗବତୀପଡା, ଦିବ୍ୟସିଂହପୁର, ବାରମାଣ, ଅବ୍ୟପୁରୁ, ବରାଗଡ଼ ଆଦି ଗ୍ରାମର ସମସ୍ତ ପରିବାର
Read More...

୩ ବାଇକ ଲୁଟେରା ଗିରଫ, ୫ ବାଇକ ଜବତ

ପୁରୀ : ପୁରୀରେ ଦିନକୁ ଦିନ ବାଇକ ଲୁଟେରା ଗ୍ୟାଙ୍ଗ ସକ୍ରୀୟ ହେଉଥିବା ବେଳେ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୁରୀ ପୋଲିସ । ଗତକାଲି ତିନିଜଣିଆ ବାଇକ ଲୁଟେରା ଗ୍ୟାଙ୍ଗକୁ ବଳିଆପଣ୍ଡା ଥାନା ପୋଲିସ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲେ
Read More...

ନୀଳକଣ୍ଠେଶ୍ୱର ମନ୍ଦିରର ପୁନଃରୁଦ୍ଧାର କାର୍ଯ୍ୟକ୍ରମ ଆରମ୍ଭ ହେବ ଆସନ୍ତାକାଲିଠାରୁ

ନବରଙ୍ଗପୁର,୧୫/୯ – ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ଠାରେ ଥିବା ପ୍ରସିଦ୍ଧ ଶୈବପୀଠ ନୀଳକଣ୍ଠେଶ୍ୱର ମନ୍ଦିରର ଶିବଲିଙ୍ଗର ପୁନରୁଦ୍ଧାର କାର୍ଯ୍ୟକ୍ରମ ଦେବୋତ୍ତର ବିଭାଗ ତରଫରୁ ଆସନ୍ତାକାଲିଠାରୁ ଆରମ୍ଭ ହେବ । ପାପଡାହାଣ୍ଡି ନୀଳକଣ୍ଠେଶ୍ୱର ମନ୍ଦିରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ
Read More...

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ଜନ୍ମଦିନ ପାଳନ ସହ ନୂଆଁଖାଇ ଭେଟଘାଟ

ପାଟଣାଗଡ଼,୧୫/୯- ପାଟଣାଗଡ଼ ଲୋକପ୍ରିୟ ବିଧାୟକ ସରୋଜ କୁମାର ମେହେରଙ୍କ ଆଜି ୪୩ ତମ ଜନ୍ମ ଦିନ ପାଳିତ ଅବସରରେ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଜେଡି କାର୍ଯ୍ୟାଳୟରେ ଠାରେ ଅନୁଷ୍ଠିତ ଜନ୍ମଦିନ ଉତ୍ସବ ଓ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ସରୋଜ କୁମାର
Read More...

ଆଜାଦୀ କା ଅମୃତ ମହୋତ୍ସବ ଶ୍ରମଦାନ କାର୍ଯ୍ୟକ୍ରମ

ବୌଦ୍ଧ,୧୫/୯ – ଆଜି ବୌଦ୍ଧବ୍ଲକ କାର୍ଯ୍ୟାଳୟ ପରିସରରେ ଆଜାଦୀ କା ଅମୃତ ମହୋତ୍ସବରେ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧବ୍ଲକ ବିଡିଓ ଦେବୀ ପ୍ରସାଦ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତର ବିଭିନ୍ନ ମହିଳା ସ୍ୱୟଂ ସହାୟକ
Read More...

୧୭୧ଟି ଗ୍ରାମକୁ ବାଲ୍ୟବିବାହ ମୁକ୍ତ ଘୋଷଣାକଲା ବୌଦ୍ଧଜିଲ୍ଲା ପ୍ରଶାସନ

ବୌଦ୍ଧ,୧୫/୯ – ବୌଦ୍ଧଜିଲ୍ଲାରେ ବାଲ୍ୟ ବିବାହ ଓ ଶିଶୁ ଶ୍ରମିକ ରୋକିବା ଉଦ୍ଦେଶ୍ୟରେ ଆକ୍‌ସନେଟ୍‌/ୟୁନିସେଫ ଦ୍ୱାରା ପରିଚାଳିତ ବାଲ୍ୟବିବାହ ନିଷେଧ ଓ କିଶୋର ବାଳକ/ବାଳିକା ସଶକ୍ତିକରଣ କାର୍ଯ୍ୟର ଅଂଶବିଶେଷ ଭାବେ ବୌଦ୍ଧଜିଲ୍ଲାର ୩ଟି ବ୍ଲକର ୧୭୧ଟି ଗ୍ରାମକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର
Read More...

ବନ୍ୟା ପାଣିରେ ଭାସିଗଲା କାର୍‌

ଆଠଗଡ଼ : ବନ୍ୟାରେ ଭାସିଗଲା କାର୍‌ । କଟକ-ସମ୍ବଲପୁର ରାସ୍ତାର ଦହିସରା ନିକଟରେ ଦେଖିବାକୁ ମିଳିଛି ଏପରି ଚିତ୍ର । ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚି କାର୍‌ଟିକୁ ଉଦ୍ଧାର କରିଛନ୍ତି । ରାସ୍ତାରେ ପାଣି ଚାଲୁଥିବାରୁ ଯାତାୟତ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି । ଖବର ଅନୁଯାୟୀ, ବନ୍ୟା ସିନା
Read More...

ଭାରତ ବନ୍ଦକୁ ସମର୍ଥନ କରିବ କଂଗ୍ରେସ

ଭୁବନେଶ୍ବର: ଆସନ୍ତା ୨୭ରେ ଭାରତ ବନ୍ଦ ନେଇ କଂଗ୍ରେସ ଭବନରେ ସର୍ବଦଳୀୟ ବୈଠକ ହୋଇଛି । ଏଥିରେ ବିଭିନ୍ନ ବାମପନ୍ଥୀ ଦଳ ସାମିଲ ହୋଇଥିଲେ । ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ୨୭ରେ ସଂଯୁକ୍ତ କିଶାନ ମୋର୍ଚ୍ଚା ଦ୍ଵାରା ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ
Read More...

ଓଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ବଡ଼ଧରଣର ପରିବର୍ତ୍ତନ କରାଯାଇଛି । ରାଜସ୍ୱ ବିଭାଗ ପକ୍ଷରୁ ୧୯ ଜଣ ଓଏଏସଙ୍କୁ ବଦଳି କରାଯାଇଛି । ସିପକ ପାତ୍ରଙ୍କୁ ଦିଗପହଣ୍ଡି, ସରୋଜକାନ୍ତ ନାୟକଙ୍କୁ ଭଣ୍ଡାରିପୋଖରୀ, ରବୀନ୍ଦ୍ର କୁମାର ମିଶ୍ରଙ୍କୁ ବ୍ରହ୍ମପୁର,
Read More...