Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଗୁମ୍ମା ସରକାରୀ ବିଦ୍ୟାଳୟ ସମୀକ୍ଷାକଲେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା
ପାରଳାଖେମୁଣ୍ଡି,୨୩/୯- ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଅଚାନକ ଗୁମ୍ମା ସରକାରୀ ବିଦ୍ୟାଳୟ ସମୀକ୍ଷା କରିଛନ୍ତି । ସୂଚନା ଯୋଗ୍ୟ ୫ ଟି ମାଧ୍ୟମରେ ଗୁମ୍ମା ସରକାରୀ ବିଦ୍ୟାଳୟର ସ୍ମାର୍ଟକ୍ଳାସ ଭାବେ ଯେଉଁ କାର୍ଯ୍ୟ ଆରମ୍ଭ ହୋଇଛି ଏହାର ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି!-->…
Read More...
Read More...
ପିଡବ୍ଲୁଡି ଆଇ ବି ଠାରେ ବିଜେଡିର ବୈଠକ
ପାରଳାଖେମୁଣ୍ଡି,୨୩/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଚଡଊ ଆଇ.ବି ଠାରେ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଜପତି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ସଭାପତିତ୍ୱ କରିଥିଲେ । ବୈଠକରେ ଆଗାମୀ ଦିନରେ ହେବାକୁ ଥିବା!-->…
Read More...
Read More...
ବିଭିନ୍ନ ସ୍ଥାନରେ ସଟ୍ଟା ବିରୁଦ୍ଧରେ ଅଭିଯାନରେ ୫୦ ହଜାର ଟଙ୍କା ଜବତ ଓ ୧୪ଜଣ ଗିରଫ
ସମ୍ବଲପୁର, ୨୩/୯- ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ଆଡ୍ଡାରେ ଚଢ଼ାଉ ଫଳରେ ନଗଦ ପ୍ରାୟ ୫୦ ହଜାର ଟଙ୍କା ଜବତ ସହିତ ଏଥିରେ ସମ୍ପୃକ୍ତ ୧୪ ଜଣଙ୍କୁ ଗିରଫ କରାଯାଇଛି । ଏହା ସହିତ ଏଥିପାଇଁ ବ୍ୟବହୃତ କିଛି ସଟ୍ଟା ପଟ୍ଟୀ, କାଲକୁଲେଟର ଓ ମୋବାଇଲ ଫୋନ ସେମାନଙ୍କ ଠାରୁ ଜବତ କରାଯାଇଛି ।!-->…
Read More...
Read More...
ଆସନ୍ତା ୨୭ ତାରିଖ ଭାରତ ବନ୍ଦକୁ ସଫଳ କରିବାପାଇଁ ମିଳିତ ମଞ୍ଚର ନିବେଦନ
ସୁବର୍ଣ୍ଣପୁର, ୨୩/୯- ସୁବର୍ଣ୍ଣପୁର ଜିଲ୍ଲା ଟ୍ରେଡ଼ ୟୁନିୟନ ସମନ୍ୱୟ ସମିତିର ଆହ୍ୱାନକ୍ରମେ ଜିଲ୍ଲାର ସମସ୍ତ କୃଷକ ସଂଗଠନର କର୍ମକର୍ତ୍ତା ଓ ଶ୍ରମିକ ସଂଗଠନ ମାନଙ୍କର କର୍ମକର୍ତ୍ତା ମାନଙ୍କର ଏକ ମିଳିତ କନଭେନସନ ବିଶିଷ୍ଟ ଶ୍ରମିକ ନେତା ଗୋବିନ୍ଦ ମହାରଣାଙ୍କ ପୌରହିତ୍ୟରେ ଅନୁଷ୍ଠିତ!-->…
Read More...
Read More...
ମିଶନଶକ୍ତି ମେଳାରେ ବାଚସ୍ପତିଙ୍କ ଦ୍ୱାରା ଏସଏଚଜିଙ୍କୁ ୨.୫୬କୋଟି ଟଙ୍କା ପ୍ରଦାନ
ଗଞ୍ଜାମ /କୁକୁଡ଼ାଖଣ୍ଡି,୨୩/୯ : ଓଡିଶାର ମାନ୍ୟବର ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର କୁକୁଡାଖଣ୍ଡି ବ୍ଲକ ପରିସରରେ ସମନ୍ୱୟ ମେଳା ଜରିଆରେ ବ୍ଲକର ସମସ୍ତ ପଞ୍ଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରିବା ସହିତ ଜାତୀୟ ପରିବାର କଲ୍ୟାଣ ଯୋଜନା ଦ୍ୱାରା ମଧୁବାବୁ ପେନସନ!-->…
Read More...
Read More...
ବିଶ୍ୱ ତାଇକଣ୍ଡୋ ପ୍ରତିଯୋଗିତାରେ ଭାଗନେବେ ସୁବର୍ଣ୍ଣପୁରର ୨ କ୍ରୀଡାବିତ
ସୁବର୍ଣ୍ଣପୁର, ୨୩/୯- ପୁଣି ଦେଶ ବାହାରେ କମାଲ ଦେଖାଇବେ ଦୁଇ ଓଡିଆ ଖେଳାଳୀ । ଆସନ୍ତା ଅକ୍ଟୋବର ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ୟୁରୋପ ମହାଦେଶରେ ଅନୁଷ୍ଠିତ ହେବାକୁଥିବା ଓପନ ବିଶ୍ୱ ତାଇକଣ୍ଡୋ ଜି-୧ ଚମ୍ପିଆନସିପରେ ସୁବର୍ଣ୍ଣପୁର ଜିଲ୍ଲାର ଏହେସାସ ହୋତା ଏବଂ ଅନୁସ୍କା ଦାଶ ଭାଗନେବାକୁ!-->…
Read More...
Read More...
ସଂସ୍କୃତି ବିରୁଦ୍ଧାଚରଣ ବିରୋଧରେ ବୁଦ୍ଧିଜୀବୀ ସଭା
ସମ୍ବଲପୁର,୨୩/୯- ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ଐତିହାସିକ ନଗରୀ ସମ୍ବଲପୁରରେ ରାଜ୍ୟ ସରକାରଙ୍କ ସଂସ୍କୃତି ବିରୁଦ୍ଧରେ କିଛି ନିଷ୍ପତ୍ତିଗୁଡ଼ିକର ବିରୋଧରେ ସ୍ଥାନୀୟ ବୁଦ୍ଧିଜୀବୀ ସ୍ୱରୋତ୍ତୋଳନ କରିଛନ୍ତି । ସ୍ଥାନୀୟ ସକ୍ରିୟ ସାମାଜିକ ସଂଗଠନ "ବୈଶାଖୀ" ପକ୍ଷରୁ ଆହୁତ ଏହି ସଭାରେ ପ୍ରଦେଶ!-->…
Read More...
Read More...
ପିପିଲି ଉପନିର୍ବାଚନ ନିମନ୍ତେ ପୋଷ୍ଟାଲ ବାଲାଟ ଗାଡି ଶୁଭାରମ୍ଭ
ପୁରୀ,୨୩/୯- ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ପିପିଲି ବିଧାନସଭା ଉପ ନିର୍ବାଚନ ନିମନ୍ତେ ୮୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ଭୋଟର ମାନଙ୍କ ପାଇଁ ପୋଷ୍ଟାଲ ବାଲାଟର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ପତାକା ଦେଖାଇ ପୋଷ୍ଟାଲ ବାଲାଟ!-->…
Read More...
Read More...
ଜିଲ୍ଲାପାଳଙ୍କ ସହ ପ୍ରିଣ୍ଟ ମିଡ଼ିଆ ଫୋରମର ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା
ସୁବର୍ଣ୍ଣପୁର ,୨୨/୯- ନିକଟରେ ମୃତ୍ୟୁବରଣ କରିଥିବା ଯୁବ ସାମ୍ବାଦିକ ସ୍ୱର୍ଗତ ଗୋବିନ୍ଦ ଠାକୁରଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଶାସନ ଜରିଆରେ ପ୍ରଦାନ କରାଯାଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନ ତଥା ସରକାରଙ୍କୁ କୃତଜ୍ଞତା!-->…
Read More...
Read More...
ଦୁର୍ଗାପୂଜା ସଂପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ପୁରୀ,୨୨/୯- ଆସନ୍ତା ଦୁର୍ଗାପୂଜା ନିମନ୍ତେ ସମସ୍ତଙ୍କ ସହଯୋଗ ଲୋଡି ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ସମସ୍ତ ପୂଜା କମିଟି କାର୍ଯ୍ୟକର୍ତ୍ତା ମାନଙ୍କ ସହ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଗତବର୍ଷ ଭଳି ଚଳିତ!-->…
Read More...
Read More...