Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ୱାଇସିଡିଏର ପଞ୍ଚାୟତସ୍ତରୀୟ ଏକଦିନିଆ ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ
ବୌଦ୍ଧ,୨୨/୯- ବୌଦ୍ଧବ୍ଲକର ମୁଣ୍ଡାପଡା ଗ୍ରାମ ପଞ୍ଚାୟତ ହଲ ଠାରେ ପଞ୍ଚାୟତ ଶିଶୁ ସୁରକ୍ଷା ଯୋଜନା ପାଇଁ ଏକ ଦିନିଆ କର୍ମଶାଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ସଂଯୋଜିକା ମମତା ପରିଡା, ସି.ଡି.ପି.ଓ. ମିନତୀ ଦେଓ, ବାଲ୍ୟ ବିବାହ!-->…
Read More...
Read More...
ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର ,୨୨/୯- ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଶିଶୁମାନଙ୍କର ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟକରୁଥିବା!-->…
Read More...
Read More...
ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଭିନ୍ନ ଅଧିକାରୀଙ୍କ ଦାୟିତ୍ୱରେ ପରିବର୍ତ୍ତନ
ବୌଦ୍ଧ,୨୨/୯- ବୌଦ୍ଧଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର ବିଭିନ୍ନ ଉପବିଭାଗର ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିଭାଗରେ ପରିବର୍ତ୍ତନ କରିଛନ୍ତି । ଡେପୁଟି କଲେକ୍ଟର ଶାନ୍ତିସୁଧା ପାତ୍ରଙ୍କୁ ସ୍ଥାପନା, ରାଜସ୍ୱ ଓ ତୌଜି ଉପବିଭାଗ ଦାୟିତ୍ୱ ଦିଆଯାଇଛି । ଡେପୁଟି!-->…
Read More...
Read More...
କିଆକଟା ତ୍ରିବେଣୀ ଛକରୁ ଯୁବତୀଙ୍କଠାରୁ ୨ ଲକ୍ଷ ଲୁଟ୍
କିଆକଟା:ଆଠମଲ୍ଲିକ ବ୍ଲକ କିଆକଟା ଠାରୁ ପ୍ରାୟ 2କିଲୋମିଟର ଦୂର ବୌଦ୍ଧ -ରେଢ଼ାଖୋଲ ରାସ୍ତା ତ୍ରିବେଣୀ ଛକ ଠାରେ ଆଜି ଦିନ ଦିପହରେ 2ଲକ୍ଷ ଟଙ୍କା ଲୁଟ ହୋଇଯାଇଛି I ସୂଚନା ମୁତାବକ ହଟୁଆପଡ଼ା ଗ୍ରାମର ମାଁ ଭଗବତୀ ସ୍ୱୟଂ ସହାୟକ ଦଳର ଦୁଇ ସଦସ୍ୟ ରେବତୀ ମହାଖୁଡ଼, ପୁଷ୍ପାଞ୍ଜଳୀ ସାହୁ ନିକଟସ୍ଥ!-->…
Read More...
Read More...
ମୋଦୀଜୀଙ୍କ ଜନ୍ମଜୟନ୍ତୀ ପାଳନର ଷଷ୍ଠ ଦିବସରେ ସେବା ଏବଂ ସମର୍ପଣ ଦିବସ ପାଳନ
ବୌଦ୍ଧ,୨୨/୯- ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ୭୧ ତମ ଜୟନ୍ତୀର ଷଷ୍ଠ ଦିବସରେ ଆଜି ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ପୁରୁଣାକଟକ ଠାରେ ସେବା ଏବଂ ସମର୍ପଣ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ପୁରୁଣାକଟକ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହାପରେ!-->…
Read More...
Read More...
୨୨୨ ଜଣ ନେଲେ କରୋନା ଟିକା
ଜହ୍ନାପଙ୍କ : ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡ ।ପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ୧୮ ରୁ ୪୫ ବର୍ଷ ବୟସ୍କଙ୍କୁ କରୋନା ଟିକା ଦିଆଯାଇଛି । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକର୍ମୀ ଲିଜାରାଣୀ ପ୍ରଧାନ, ମିତା ନାଏକ, ଡ଼ିଇଓ ଲଛମନ ବଘାର ଓ ବିଜୟ ବେହେରା ସହଯୋଗ କରିଥିଲେ । ଏହି ଟିକା!-->…
Read More...
Read More...
ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଲା ସ୍ୱାମୀ, ମନରେ ଥିଲା ସନ୍ଦେହ
ବଲାଙ୍ଗୀର : ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀ ପତ୍ନୀଙ୍କ ତଣ୍ଟି କାଟିଛି ସ୍ୱାମୀ । ଏଭଳି ଅଘଟଣ ବଲାଙ୍ଗିର ଜିଲ୍ଲା ପୁଇଁତଳା ତାନା ଦୁର୍ଗାପାଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଘଟିଯାଇଛି । ସ୍ୱାମୀର ଆକ୍ରମଣ ଯୋଗୁଁ ଶିକ୍ଷୟିତ୍ରୀଙ୍କ ବେକରେ ସାମାନ୍ୟ ଆଘାତ ଲାଗିଛି । ପ୍ରାଥମିକ ଚିକିତ୍ସା ପରେ!-->…
Read More...
Read More...
ବଲାଙ୍ଗୀର ଜିଲ୍ଲାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ
ବଲାଙ୍ଗୀର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବଲାଙ୍ଗୀର ଜିଲ୍ଲା ଗସ୍ତ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ ଜିଲ୍ଲାର ଟିଟିଲାଗଡ, ପାଟଣାଗଡ ଓ ବଲାଙ୍ଗୀର ଟାଉନ ଗସ୍ତ କରି ସ୍ମାର୍ଟ କାର୍ଡ ବଣ୍ଟନ କରି!-->…
Read More...
Read More...
ପାଟଣାଗଡରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ପାଟଣାଗଡ : ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଳା ଗସ୍ତ କରି ପାଟଣାଗଡରେ ଦିବା ୧୨.୧ ମିରେ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ସ୍ଥାନୀୟ ରମାଇଁ ହାଇସ୍କୁଲ ପଡିଆଠାରେ ଅବତରଣ କରିଥିଲେ । ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ୧୧୫.୧୩ କୋଟି ଟଙ୍କା ବିନିମୟର ୨୩ ଟି ବିଭିନ୍ନ ପ୍ରକଳ୍ପର!-->…
Read More...
Read More...
ଏଣିକି କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତି ବ୍ରିଟେନ ଯାଇପାରିବେ
ନୂଆଦିଲ୍ଲୀ: କରୋନାକୁ ମାତ ଦେବା ପାଇଁ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରିଛନ୍ତି । ଦେଶରେ ସର୍ବାଧିକ ଦିଆଯାଉଥିବା ଟିକା ମଧ୍ୟରେ କୋଭିସିଲ୍ଡ ଅନ୍ୟତମ । ତେବେ ନିକଟରେ କୋଭିସିଲ୍ଡକୁ ନେଇ ବିଟ୍ରେନ ପ୍ରତିକ୍ରୀୟାଶୀଳ ହୋଇପଡ଼ିଥିବାବେଳେ ଏବେ କିନ୍ତୁ ଭାରତର ଚେତାବନୀ ପରେ ନରମିଛି । !-->…
Read More...
Read More...