Browsing Category

ରାଜ୍ୟ

ଜିଲ୍ଲା ଆଇନସେବା ପ୍ରାଧିକରଣର ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ,୫/୧୦: ଆଜି ବୌଦ୍ଧଜିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ମୃଷୁଣ୍ଢି ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମୁକ୍ତ ଆଇନସେବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଚରଣଜିତ ଓରାମ ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା…
Read More...

ପାରୁଆ ପଞ୍ଚାୟତରେ ପ୍ରସ୍ତାବିତ ବିଦେଶୀ ମଦ ଦୋକାନକୁ ବିରୋଧ

ନବରଙ୍ଗପୁର,୫/୧୦- ଜିଲ୍ଳାର ରାଇଘର ବ୍ଲକ ଅନ୍ତର୍ଗତ ପାରୁଆ ପଞ୍ଚାୟତରେ ଏକ ଠିପି ଖୋଲା ବିଦେଶୀ ମଦ ଦୋକାନ ଖୋଲିବାକୁ ବିରୋଧ କରି ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ଆଜି ପାରୁଆ ଅଞ୍ଚଳର ମହିଳା ଓ ପୁରୁଷମାନେ ନବରଂଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି…
Read More...

ଭୁବନେଶ୍ୱର ଆଇଜି ପାର୍କରେ ବଜ୍ରକାପ୍ତା ଡିଲ୍‌: ମାଡି ବସିଲା STF, ବେପାରୀ ଗିରଫ

ଭୁବନେଶ୍ବର : ବଜ୍ରକାପ୍ତା କାତି ଚୋରାଚାଲାଣ ବେଳେ ଧରାପଡିଲେ ଅଭିଯୁକ୍ତ । ଭୁବନେଶ୍ବର ଆଇଜି ପାର୍କ ନିକଟରୁ ଅଭିଯୁକ୍ତ ଧରାପଡିଛନ୍ତି । ତାଙ୍କ ନିକଟରୁ ପ୍ରାୟ ଅଧା କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି । ଭୁବନେଶ୍ବର ଆଇଜି ପାର୍କ ନିକଟରେ ଡିଲ୍ ଚାଲିଥିବା ନେଇ କୌଣସି…
Read More...

ପିପିଲିର ନୂଆ ବିଧାୟକ ଭାବେ ଶପଥ ନେଲେ ରୁଦ୍ର ପ୍ରତାପ ମହାରଥୀ

ଭୁବନେଶ୍ୱର : ପିପିଲି ବିଧାୟକ ଭାବେ ଆଜି ଶପଥ ନେଇଛନ୍ତି ରୁଦ୍ର ପ୍ରତାପ ମହାରଥୀ । ବିଧାନସଭାରେ ଶପଥପାଠ କରାଇଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଖବର ଅନୁଯାୟୀ, ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନ ହୋଇଥିଲା । ତେବେ ଗତ ସେପ୍ଟେମ୍ବରରେ ପିପିଲିର…
Read More...

ଗଜପତିରେ ହିତାଧିକାରୀଙ୍କୁ ନୂଆ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କଲେ…

ଗୁମ୍ମା : ଗଜପତି ଜିଲ୍ଲାରେ ଗତକାଲି ଠାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଗୁମ୍ମା ବ୍ଲକରେ ଓଡିଶା ସରକାରଙ୍କ ମାନ୍ୟବର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଓ ମିଶନ ଶକ୍ତିର ଉପଦେଷ୍ଟା ସୁଶ୍ରୀ ଲୋପମୁଦ୍ରା…
Read More...

ନୀଳାଦ୍ରୀ ଭକ୍ତ ନିବାସ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରୁ ଜିଲ୍ଲା ଟ୍ରେଜେରିକୁ ସ୍ଥାନାନ୍ତର 500 କେଜିର ରୂପା ଚାଦର

ପୁରୀ : ନୀଳାଦ୍ରୀ ଭକ୍ତ ନିବାସ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରୁ ଜିଲ୍ଲା ଟ୍ରେଜେରିକୁ ସ୍ଥାନାନ୍ତର ହେଉଛି ପ୍ରାୟ 500 କେଜିର ରୂପା ଚାଦର । ଗୋଟେ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । କଡାସୁରକ୍ଷା ବଳୟ ମଧ୍ୟରେ ଏହି ରୂପାକୁ ସ୍ଥାନାନ୍ତର କରାଯାଉଛି। ତେବେ ଶ୍ରୀମନ୍ଦିର କଳାହାଟ ଦ୍ୱାରରେ…
Read More...

ସଂଯୁକ୍ତ କିଷାନ ମୋର୍ଚାର ବିକ୍ଷୋଭ

ପୁରୀ : ଉତ୍ତରପ୍ରଦେଶ ଲକ୍ଷ୍ମୀପୁରରେ କୃଷକଙ୍କ ଉପରେ ଗାଡିମଡାଇ ହତ୍ୟା ଘଟଣାରେ ବିକ୍ଷୋଭ ପ୍ରଦଶନ କରିଛି ସଂଯୁକ୍ତ କୃଷକ ମୋର୍ଚା। ଦୋଷୀଙ୍କ ବିରୋଧରେ ହତ୍ୟା ମୋକଦ୍ଦମା ରୁଜୁ ସହ ଗିରଫ କରିବା, ସୁପ୍ରିମକୋର୍ଟ ତଦାରଖରେ ମାମଲାର ତଦନ୍ତ କରିବା ହରିୟାଣା ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରଗୃହ…
Read More...

ମୁମ୍ବାଇ ଡ୍ରଗ୍ସ ପାର୍ଟି : ଓଡିଶାର ଜଣେ ଗିରଫ

ଭୁବନେଶ୍ୱର : ମୁମ୍ବାଇର ବହୁ ଚର୍ଚ୍ଚିତ ଡ୍ରଗ୍ସ ପାର୍ଟିରେ ଜଣେ ଓଡ଼ିଆ ବି ଥିଲେ । ତାଙ୍କୁ ଆଜି ଏନସିବି ଗିରଫ କରିଛି । ଫଳରେ ଏହି ମାମଲାରେ ମୋଟ ଗିରଫଦାରୀ ସଂଖ୍ୟା ୧୧ରେ ପହଁଚିଛି । ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ଜୋରଧରିଛି । ଓଡିଶାରୁ ଗିରଫ ହୋଇଥିବା…
Read More...

୨୧୬ ପୋଲିସ ଫାଣ୍ଡି ଦାୟିତ୍ୱରେ ରହିବେ ସଵ୍ ଇନ୍ସପେକ୍ଟର

ଭୁବନେଶ୍ଵର : ଏଣିକି ଓଡ଼ିଶା ପୋଲିସର ୨୧୬ ଫାଣ୍ଡି ଦାୟିତ୍ଵରେ ରହିବେ ସବ୍ ଇନ୍ସପେକ୍ଟର। ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୂର୍ବରୁ ସହକାରୀ ସବ୍ ଇନ୍ସପେକ୍ଟରମାନେ ଫାଣ୍ଡି ଦାୟିତ୍ଵରେ ରହୁଥିଲେ। ଏଥିପାଇଁ କମିଶନରେଟ୍ ପୋଲିସ ଠାରୁ ଆରମ୍ଭ କରି…
Read More...

ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୨ଜଣ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୨୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ…
Read More...