Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ସହ ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀର ନବନିର୍ବାଚିତ କର୍ମକର୍ତ୍ତାଙ୍କ ଆଲୋଚନା
ଫୁଲବାଣୀ: ମଙ୍ଗଳବାର ସ୍ଥାନୀୟ ପ୍ରଦକ୍ଷଣ ଗୃହଠାରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ସହ ସ୍ଥାନୀୟ ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀର ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକଙ୍କ ନେତୃତ୍ୱରେ ନବନିର୍ବାଚିତ କର୍ମକର୍ତ୍ତାମାନେ ସୌଜନ୍ୟମୂଳକ ସାକ୍ଷାତ କରିବା ସହ କନ୍ଧମାଳ!-->…
Read More...
Read More...
ବିଦ୍ୟାଳୟରୁ ଚୋରି ଘଟଣାରେ ଜଣେ ଗିରଫ
ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଉପାନ୍ତ ଅଂଚଳ କଳସାଖମଣ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଚୋରି ଘଟଣାରେ ପୁଲିସ ଜଣକୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ବ୍ୟକ୍ତି ଜଣକ ହେଲା କଳସାଖମଣ ଗ୍ରାମର ନୀଳମାଧବ ନାୟକଙ୍କ ପୁଅ ଚନ୍ଦନ ନାୟକ ( ୨୩ ) । ଗତ ୧୭ ତାରିଖ ବିଳମ୍ବିତ!-->…
Read More...
Read More...
ଏହି ସବୁ ଜିଲ୍ଲାରେ ଆଜି ବର୍ଷିବ
ଭୁବନେଶ୍ୱର: ପଶ୍ଚିମବଙ୍ଗର ଗାଙ୍ଗେୟ ଉପତ୍ୟକାରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପାଟଣାଗଡ଼ରେ ପ୍ରସ୍ତୁତି ଚୁଡାନ୍ତ
ପାଟଣାଗଡ଼,୨୧/୯- ଆସନ୍ତାକାଲି ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଲାଙ୍ଗୀର ଜିଲ୍ଲା ଗସ୍ତ କରିବେ । ତେଣୁ ଆଜି ପ୍ରଶାସନ ପକ୍ଷରୁ ପାଟଣାଗଡ଼ ରମାଇ ହାଇସ୍କୁଲ୍ ପଡିଆରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପାଟଣାଗଡ଼ ରମାଇ ହାଇସ୍କୁଲ୍ ପଡ଼ିଆରେ ମୁଖ୍ୟମନ୍ତ୍ରୀ!-->…
Read More...
Read More...
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ବୈଠକ ଅନୁଷ୍ଠିତ
ବୌଦ୍ଧ,୨୧/୯- ବାଳିକା ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତିତ୍ୱ କରିଥିଲେ ଗୋଷ୍ଠି ଶିକ୍ଷା ଅଧିକାରୀ ତଥା ପ୍ରଧାନଶିକ୍ଷକ ଧ୍ରୁବ ଚରଣ ଘିବେଲା । ବିଜ୍ଞାନ ଶିକ୍ଷକ ସତ୍ୟ ନାରାୟଣ ଦେହୁରୀ ଓ ଅଧ୍ୟାପକ ପ୍ରବୀର କୁମାର ଦାସ ମଂଚାସୀନ ଥାଇ ବିଦ୍ୟାଳୟର!-->…
Read More...
Read More...
ସ୍ନାତକ ମହିଳା ମହାବିଦ୍ୟାଳୟରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ
ଗଜପତି,୨୨/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ସ୍ନାତକ ମହିଳା ମହାବିଦ୍ୟାଳୟ ପରିସରରେ ଏନ.ଏସ.ଏସ ତରଫରୁ ଏକ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବିଭିଡି ଟିମର କର୍ମକର୍ତ୍ତା ମାନେ ଆସି ଡେଙ୍ଗୁ ସମ୍ପର୍କରେ!-->…
Read More...
Read More...
ଅଘୋଷିତ ବିଦ୍ୟୁତ କାଟ୍ ଏବଂ ବିଦ୍ୟୁତ ଦରବୃଦ୍ଧି ପ୍ରତିବାଦରେ ଯୁବମୋର୍ଚ୍ଚା କଟକ ତରଫରୁ ବିକ୍ଷୋଭ
କଟକ,୨୧/୯- ଆଜି କଟକ ଯୁବମୋର୍ଚ୍ଚା କଟକ ତରଫରୁ ଜିଲା ସାଧାରଣ ସମ୍ପାଦକ ଶ୍ରୀ ଶିବେଶ ମିଶ୍ରଙ୍କ ନେତୃତ୍ୱରେ ଟାଉନହଲ ସେକ୍ସନ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଅଘୋଷିତ ବିଦ୍ୟୁତ କାଟ ଏବଂ ବିଦ୍ୟୁତ ଦର ବୃଦ୍ଧି, ଲୋ ଭୋଲ୍ଟେଜ ଏବଂ ନୂତନ ସଂଯୋଗ ନେବା ପାଇଁ ଗ୍ରାହକଙ୍କୁ ଅସୁବିଧା ଆଦି!-->…
Read More...
Read More...
ସୁବର୍ଣ୍ଣପୁର ବ୍ଲକ ଛକ ଦୂର୍ଗାପୂଜା କମିଟିର ପ୍ରଥମ ପ୍ରସ୍ତୁତି ବୈଠକ
ସୁବର୍ଣ୍ଣପୁର ,୨୧/୯- ସ୍ଥାନୀୟ ବ୍ଲକଛକ ଦୁର୍ଗାପୂଜା କମିଟିର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପୂର୍ବବର୍ଷର ଆୟବ୍ୟୟ ହିସାବ ଉପସ୍ଥାପନ କରାଯାଇ ଚଳିତବର୍ଷ ପୂଜା କୋଭିଡ଼ କଟକଣାକୁ ଅନୁପାଳନ ପୂର୍ବକ ରୀତିନୀତି ଅନୁସାରେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ପରେ!-->…
Read More...
Read More...
ସୁରେଶ୍ୱରୀ ମନ୍ଦିରର ସମସ୍ତ ପାଣି ପାଇପ୍ ଭାଙ୍ଗିଲେ ଦୁର୍ବୃତ୍ତ
ସୁବର୍ଣ୍ଣପୁର,୨୧ା୯ - ଗତକାଲି ରାତିରେ ସୁରେଶ୍ୱରୀ ମନ୍ଦିରରେ ବସିଥିବା ଦୁଇଟି ପାଣିଟାଙ୍କିର ସମସ୍ତ ପାଣି ପାଇପ୍କୁ ଛିଣ୍ଡାଇ ନେଇ ଯାଇଛନ୍ତି ଦୁବୃର୍ତ୍ତ । ମନ୍ଦିର ପ୍ରବେଶ ପଥର ବାମକଡରୁ ୫ଟି ଷ୍ଟିଲ୍ ପାଇପ୍ ଏବଂ ମୁଖ୍ୟ ମନ୍ଦିର ନିକଟରୁ ଦୁଇଟି ଲୁହାପାଇପ୍ ଭଙ୍ଗା ଯାଇଥିବା ଅଭିଯୋଗ!-->…
Read More...
Read More...
ବିଜେଡିର ମିଥ୍ୟା ଅଭିଯୋଗକୁ ଖଣ୍ଡନକରି କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
ଦାରିଙ୍ଗବାଡ଼ି,୨୧/୯: ଦାରିଙ୍ଗବାଡ଼ି ବ୍ଲକରେ କଂଗ୍ରେସ ଓ ବିଜେଡି ଦଳ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝା ତୀବ୍ର ରୂପ ନେଇଛି । ୩ଦିନ ତଳେ ଜି-ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ସରକାରୀ ଜମିକୁ ହଡପ କରି ସେଠାରେ ନିଜର କୋଠା ନିର୍ମାଣ କରିବାସହ ବ୍ଲକର ସହକାରୀ ନିର୍ବାହୀଯନ୍ତ୍ରୀ ଙ୍କୁ!-->…
Read More...
Read More...