ଭୁବନେଶ୍ୱର ଆଇଜି ପାର୍କରେ ବଜ୍ରକାପ୍ତା ଡିଲ୍‌: ମାଡି ବସିଲା STF, ବେପାରୀ ଗିରଫ

0 67

ଭୁବନେଶ୍ବର : ବଜ୍ରକାପ୍ତା କାତି ଚୋରାଚାଲାଣ ବେଳେ ଧରାପଡିଲେ ଅଭିଯୁକ୍ତ । ଭୁବନେଶ୍ବର ଆଇଜି ପାର୍କ ନିକଟରୁ ଅଭିଯୁକ୍ତ ଧରାପଡିଛନ୍ତି । ତାଙ୍କ ନିକଟରୁ ପ୍ରାୟ ଅଧା କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି ।

hiring

ଭୁବନେଶ୍ବର ଆଇଜି ପାର୍କ ନିକଟରେ ଡିଲ୍ ଚାଲିଥିବା ନେଇ କୌଣସି ସୂତ୍ରରୁ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଖବର ପାଇ ଚଢାଉ କରିଥିଲା । ଚଢାଉ ବେଳେ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଅଭିଯୁକ୍ତକୁ ମାଡିବସିଥିଲା ।

hiranchal ad1
Leave A Reply

Your email address will not be published.

eight − six =