Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମଣ୍ଡଳି ବ୍ରିଜରେ ଫସିଲା ଦନ୍ତା,ଉଦ୍ଧାର ଉଦ୍ୟମ ଜାରି
କଟକ : ନଦୀ ପାର ହେଉଥିବା ବେଳେ ଭାସିଗଲେ ହାତୀ ପଲ । ମହାନଦୀରେ ପ୍ରଖର ସ୍ରୋତ ଥିବାରୁ, ୮ ହାତୀ ଭାସିଯାଇ ନୂଆଶାସନ ନିକଟରେ ଅଟକିଛନ୍ତି ଓ ଆଉ ଦୁଇଟି ହାତୀ ଭାସି ଯାଇ ଅନନ୍ତପୁର ଠାରେ ଲାଗିଛନ୍ତି । କିନ୍ତୁ ଗୋଟିଏ ଦନ୍ତା ହାତୀ ଦୀର୍ଘ ୫ଘଣ୍ଟା ହେଲା ମଣ୍ଡଳିବ୍ରିଜରେ ଫସି ରହିଛି । ସ୍ରୋତ!-->…
Read More...
Read More...
ପିପିଲି ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା
ପୁରୀ,୨୩/୯- ବିଜେଡି ପାଇଁ ଖୋଲା ସମର୍ଥନ ଦେଲେ ପିପିଲିର ପୂର୍ବତନ କଂଗ୍ରେସ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ ପ୍ରିୟବ୍ରତ ସାମନ୍ତରାୟ । ବିଜେଡିର ହେଭିୱେଟ ନେତାଙ୍କ ସହିତ ଗୁପ୍ତ ବୈଠକ ପିପିଲି ରାଜନିତୀରେ ସୃଷ୍ଟି କରିଛି ହଇଚଇ, ସେପଟେ ନିର୍ବାଚନ ପୂର୍ବରୁ ଏଭଳି ଘଟଣାରେ!-->…
Read More...
Read More...
ବୌଦ୍ଧଜିଲ୍ଲା କଂଗ୍ରେସ ପାଳନ କରିବ ସୂଚନା ଅଧିକାର ସପ୍ତାହ
ବୌଦ୍ଧ,୨୩/୯- ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆସନ୍ତାକାଲି ଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ସୂଚନା ଅଧିକାର ସଚେତନତା ପକ୍ଷ ପାଳନ କରାଯିବ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ନବ କୁମାର ମିଶ୍ର ସୂଚନା ଦେଇଛନ୍ତି । ଶ୍ରୀ ମିଶ୍ର କହିଥିଲେ ଉପା!-->…
Read More...
Read More...
ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ
ପୁରୀ,୨୩/୯- ଜିଲ୍ଲା ସ୍ୱଳ୍ପ ସଞ୍ଚୟ ସଂଗଠନ ଆନୁକୂଲ୍ୟରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ସଦର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ । ସ୍ୱଳ୍ପ ସଞ୍ଚୟ ଉପ ବିଭାଗ ଉପ ଶାସନ ସଚିବ!-->…
Read More...
Read More...
ପୁରୀ STFଙ୍କ ସଫଳତା, ବ୍ରାଉନ ସୁଗାର ଜବତ ସହ ବ୍ୟବସାୟୀ ଗିରଫ
ପୁରୀ ଏସଟିଏଫଙ୍କ ସଫଳତା । ବ୍ରାଉନ ସୁଗାର ଜବତ ସହ ବ୍ୟବସାୟୀକୁ ଗିରଫ କରିଛି ପୋଲିସ। ଗତକାଲି ପୁରୀ-ଭୁବନେଶ୍ୱରର ହରେକୃଷ୍ଣପୁର ଛକ ନିକଟରେ ଯାଞ୍ଚ ବେଳେ ସରକାରୀ ଗାଡିରେ ଚାଲାଣ ହେଉଥିଲା ବ୍ରାଉନସୁଗାର। ବାଲେଶ୍ବରରୁ ଏକ ସରକାରୀ ଗାଡିରେ ବ୍ରାଉନସୁଗାର ଆଣି ପୁରୀର ବ୍ଯବସାୟୀଙ୍କୁ ଯୋଗାଇ!-->…
Read More...
Read More...
ଜଳଦ ତ୍ରିପାଠୀ ହେଲେ ରାଜ୍ୟର ମୁଖ୍ୟ ସୂଚନା କମିଶନର
ଭୁବନେଶ୍ୱର:ତାମିଲନାଡୁ ପୂର୍ବତନ ପୁଲିସ ଡିଜି ତଥା ୧୯୮୫ ବ୍ୟାଚର ଅବସରପ୍ରାପ୍ତ ଆଇପିଏସ୍ ଜଳଦ କୁମାର ତ୍ରିପାଠୀ ହେଲେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର । ତାଙ୍କୁ ନିଯୁକ୍ତି ଦେଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ । ରାଜ୍ୟ ମୁଖ୍ୟ ସୂଚନା କମିଶନର ସୁନୀଲ କୁମାର ମିଶ୍ରଙ୍କ ଅବସର!-->…
Read More...
Read More...
ଉପର ମୁଣ୍ଡରେ ବର୍ଷା, ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍
ସମ୍ବଲପୁର : ବର୍ଷା ଯୋଗୁଁ ବଢ଼ୁଛି ଜଳସ୍ତର, ଯାହା ଫଳରେ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୯.୮୩ ଫୁଟ ରହିଥିଲା । ଜଳଭଣ୍ଡାରରେ ପ୍ରତି ସେକେଣ୍ଡରେ ୧!-->…
Read More...
Read More...
ପିଲାଙ୍କ ଝଗଡ଼ାରୁ କଙ୍ଗାରୁକୋର୍ଟ, ୩ ମହିଳା ଗିରଫ
ଭୁବନେଶ୍ୱର : ରାଜଧାନୀରେ କଙ୍ଗାରୁ କୋର୍ଟ । ଦୁଇ ଜଣ ନାବାଳକଙ୍କୁ ସର୍ବସାଧାରଣରେ ଆଣ୍ଠେଇବା ସହ ଉଠବସ୍ କରୁଥିବା ଅଭିଯୋଗ ହୋଇଛି। ବିନା ଦୋଷରେ ଦଣ୍ଡ ଦେବା ସହ ୫ହଜାର ଟଙ୍କା ଜରିମାନା କରିଥିଲେ । ଏହି ଅଭିଯୋଗରେ ସାଲିଆ ସାହିରୁ ୩ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ!-->…
Read More...
Read More...
ବାଲ୍ୟବିବାହ ରୋକିବାକୁ ପଦକ୍ଷେପ ନେଲେ ସରକାର
ଦଶପଲ୍ଲା,୨୩/୯: ମନ୍ଦିରରେ ଲାଗିବ ବାଲ୍ୟବିବାହ ସଚେତନତା ବୋର୍ଡ । ମନ୍ଦିର କର୍ମକର୍ତ୍ତା ଓ ପୁରୋହିତଙ୍କୁ ଦିଆଯିବ ଦାୟିତ୍ୱ । ବୋର୍ଡରେ ରହିବ ବାଲ୍ୟବିବାହ କାହାକୁ କୁହାଯାଏ, କେଉଁ ବୟସରେ ବିବାହ କରିବା ଉଚିତ ଓ ବାଲ୍ୟ ବିବାହ କରିବା ଅପରାଧ । ଲୋକଙ୍କୁ ସଚେତନ କରିବା ଲାଗି ମନ୍ଦିରରେ!-->…
Read More...
Read More...
କୃଷି ସିଞ୍ଚନ ଯୋଜନା ପିଏମକେଏସୱାଇ ମାଧ୍ୟମରେ ଅଣୁ ଜଳସେଚନ ପାଇଁ ପଦକ୍ଷେପ
ପାରଳାଖେମୁଣ୍ଡି,୨୩/୯- ଗଜପତି ଜିଲ୍ଲାରେ ଉଦ୍ୟାନ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ମାଧ୍ୟମରେ ଚାଷୀଙ୍କୁ ଅଣୁ ଜଳସେଚନ ସକାଶେ ବିଶେଷ ପଦକ୍ଷେପ ନିଆଯାଇଛି । ଜିଲ୍ଲାରେ ୭ ଟି ବ୍ଳକ ୨୦୨୧ ମସିହା ସକାଶେ ୧୫ ଶହ ୯୦ ହେକ୍ଟର ଅଣୁ ଜଳସେଚନ ପଦକ୍ଷେପ ନିଆଯାଇଛି । ଅଣୁ ଜଳସେଚନ!-->…
Read More...
Read More...