ଜଗନ୍ନାଥ ପ୍ରସାଦରେ ବିରଳ ଶିଶୁ ପୁତ୍ର ଜନ୍ମ

0 494

ଗଞ୍ଜାମ : ଜଗନ୍ନାଥ ପ୍ରସାଦ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ବିରଳ ଶିଶୁ ପୁତ୍ର ଜନ୍ମ ନେଇଛି l ଶିଶୁଟି ଖାଦ୍ୟ ଖାଉଥିବା ଓ କାନ୍ଦୁଥିଲେ ମଧ୍ୟ୍ୟ ଶିଶୁଟିର ସମ୍ପୂର୍ଣ ଶରୀର ଫାଟିଯିବା ସହ ଶିଶୁଟିର ଆଖି ଦେଖିବାକୁ ଏକ ରକ୍ତ ମାଂସ ପିଣ୍ଡୁଳା ପରି ହୋଇଛି l ଡାକ୍ତର ଶ୍ରୀତମ ସୌରତ ସାହୁଙ୍କ କହିବା ଅନୁଯାଇ ଏମିତି ଶିଶୁ ଜନ୍ମ ହେବା ଏକ ବିରଳ l ଏହି ପରି ଶିଶୁ ଜନ୍ମ ହେବାର କାରଣ ପ୍ରାୟତଃ ବଂଶଗତ ଶୂକ୍ରାଣୁ ସମସ୍ୟା କାରଣରୁ ଏହିପରି ଶିଶୁ ଜନ୍ମ ହେଇଥାନ୍ତି l ଏହିପରି ଶିଶୁ ଅଧିକ ଦିନ ବଞ୍ଚି ନଥାନ୍ତି l ଶିଶୁଟିର ମାତାଙ୍କ ବାପା ଘର ଛାମୁଣ୍ଡା ଗ୍ରାମ ବୋଲି ସୂଚନା ମିଳିଛି । ପିଲାଟିକୁ ବ୍ରହ୍ମପୁର ପଠାଇ ଦିଆଯିବ ବୋଲି ଡାକ୍ତର ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

7 − two =