Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବେନକେରା ଗାଁରେ ନୂଆଖାଇ ଭେଟଘାଟ ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ବେନକେରା ଗାଁ ଠାରେ ମାଁ ସମଲେଶ୍ୱରୀ କ୍ଲବ ପକ୍ଷରୁ ପଞ୍ଚିମ ଗଣପର୍ବ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ନୃତ୍ୟ ଶିଳ୍ପୀ ଏବଂ ଆଖପାଖ ଗାଁର ନୃତ୍ୟ ଶିଳ୍ପୀମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଝିପିଝିପି!-->…
Read More...
Read More...
ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଶୁ ଆରୋଗ୍ୟ କାମନା କରି ଫୁଲବାଣୀ ବିଜେଡି ପକ୍ଷରୁ ସମୂହ ଦୀପଦାନ
ଫୁଲବାଣୀ: ରାଜ୍ୟ ପଞ୍ଚାୟତ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଦୃଦ ରୋଗରେ ଆକ୍ରାନ୍ତ ହୋଇ ଶନିବାର ଦିନ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମନ୍ତ୍ରୀଙ୍କର ଆଶୁ ଆରୋଗ୍ୟ କାମନକରି କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ପକ୍ଷରୁ ସ୍ଥାନୀୟ ଦଧିବାବନ ମନ୍ଦିରରେ ରବିବାର!-->…
Read More...
Read More...
ଲଘୁଚାପ ଜନିତ ବର୍ଷାର ପ୍ରାକ୍ ପ୍ରସ୍ତୁତି ବୈଠକ,ବର୍ତ୍ତମାନ ସ୍ଥିତିରେ ଜିଲ୍ଲାର ସମସ୍ତ ଅଞ୍ଚଳ ଆୟତ୍ତରେ ରହିଛି
ଗଞ୍ଜାମ/ଛତ୍ରପୁର: ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଚେତାବନୀ ପ୍ରକାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଜନିତ ବର୍ଷା ଅହରହ ଚାଲିଛି ଏବଂ ଏହା ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପୂର୍ବାନୁମାନ କରାଯାଇଅଛି । ଏହାକୁ ଦୃଷ୍ଟିରେ ରଖି ରବିବାର ଅପରାହ୍ନରେ ଗଞ୍ଜାମ!-->…
Read More...
Read More...
ଜାମ୍ବୁନାଳ ଉପରେ ୫ ଫୁଟ ପାଣି,ମୁଣ୍ଡାପଡା ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
ବୌଦ୍ଧ/ଜହ୍ନ ।ପଙ୍କ,୧୩/୯- ରବିବାର ସନ୍ଧ୍ୟାରୁ ଲଗାଣ ଲଘୁଚାପ ବର୍ଷା ଯୋଗୁଁ ଜହ୍ନ ।ପଙ୍କ-ଖମାରିପଡା ରାସ୍ତାର ଦାମୋଦରପୁର ନିକଟସ୍ଥ ଜାମ୍ବୁ ନାଳ ଉପରେ ଆଜି ସକାଳୁ ଦିନ ପ୍ରାୟ ୧୧ ଟା ପର୍ଯ୍ୟନ୍ତ ମୁଣ୍ଡାପଡା ପଂଚାୟତର କୃଷ୍ଣପାଲି,ଖମାରିପଡା, କମିରା ଓ ଖଣ୍ଡପଡା ଆଦି ୪ ଟି ଗ୍ରାମବାସୀ!-->…
Read More...
Read More...
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ
ଦଶପଲ୍ଲା : ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଳକ୍ ବାଣୀଗୋଛା ଥାନା ଅନ୍ତର୍ଗତ ଶାଳଭଙ୍ଗା ୫୭ ନମ୍ୱର୍ ଜାତୀୟ ରାଜପଥ ଉପରେ ଆଜି ସକାଳ ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ବାଣୀଗୋଛା ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଖବର ଲେଖା ଯିବା!-->…
Read More...
Read More...
ଲଘୁଚାପ ବର୍ଷା ପାଇଁ ୧୨ ଜିଲ୍ଲାର ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର : ରାଜ୍ୟରେ ଗତକାଲି ଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ପାଣିପାଗ ବିଭାଗ ପକ୍ଷରୁ ୧୨ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି କରିଛନ୍ତି । ଏହି ସବୁ ଜିଲ୍ଲା ଗୁଡିକରେ ସ୍କୁଲ ସୋମବାର ଦିନ ବନ୍ଦ ରହିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ କହିଛନ୍ତି!-->…
Read More...
Read More...
ପ୍ରାଣୀ ସହାୟକ କେନ୍ଦ୍ର ରବିବାର ବନ୍ଦ ରହୁଛି, ବଢୁଛି ଅସନ୍ତୋଷ
ବୌଦ୍ଧ/ ଜହ୍ନାପଙ୍କ,୧୨/୯- ବୌଦ୍ଧବ୍ଳକ ବଢିଗାଁଠାରେ ଥିବା ପ୍ରାଣୀ ସହାୟକ କେନ୍ଦ୍ର ରବିବାର ବନ୍ଦ ରହୁଥିବାରୁ ଗୋପାଳକ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।କେତେକ ବ୍ୟକ୍ତି ଗାଈ ତଥା ନିଜ ଗୃହପାଳିତ ପଶୁପକ୍ଷୀଙ୍କୁ ଚିକିତ୍ସା ପାଇଁ ରବିବାର ପ୍ରାଣୀଧନ ସହାୟତା କେନ୍ଦ୍ରକୁ ଆଣିଥିବାବେଳେ ସେଠାରେ!-->…
Read More...
Read More...
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୁରୀରେ ଜନଜୀବନ ଅସ୍ତବ୍ୟସ୍ତ
ପୁରୀ,୧୨/୯- ଗତରାତିରୁ ଲଗାତାର ଭାବେ ବର୍ଷା ଲାଗି ରହିଥିବାବେଳେ ତଳିଆ ଅଞ୍ଚଳ ଗୁଡିକରେ ବର୍ଷାଜଳ ଜମି ରହିବା ଫଳରେ ସମସ୍ୟା ଦେଖାଦେଇଛି । ଲଗାଣ ବର୍ଷା ଯୋଗୁଁ ଦୋକାନବଜାର ପ୍ରାୟତଃ ବନ୍ଦ ରହିଥିବାବେଳେ ଗାଡି ମୋଟର ଚଳାଚଳ ଉପରେ ମଧ୍ୟ ପ୍ରଭାବ ପଡିଛି । ବିଶେଷତଃ ବାଲି ଉପର ବସ୍ତି, ସୁଜାତା!-->…
Read More...
Read More...
ଜନ୍ତୁ ଶିକାର ହେଲା କାଳ
ସୁବର୍ଣ୍ଣପୁର,୧୨/୯- ନୂଆଖାଇରେ ଅଘଟଣ । ବେଆଇନ ଜନ୍ତୁ ଶିକାର ହେଲା କାଳ । ଅକାରଣରେ ଚାଲିଗଲା ଏକ ମୂଲ୍ୟବାନ ଜୀବନ । ବାରହା ଶିକାର କରିବାକୁ ଯାଇ ନିଜ ଜାଲରେ ନିଜେ ପଡିଗଲେ ଯୁବକ । ଏଭଳି ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜ ଅନ୍ତର୍ଗତ କୋଟସମଲାଇ ଜଙ୍ଗଲରେ । ମୃତ ଯୁବକ!-->…
Read More...
Read More...
ବିପଦସଙ୍କେତ ଡେଇଁଲା ଜଳକା
ଜଳେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନିଭୂତ ହେଉଛି । ଲଘୁଚାପ ୱେଲ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଏହାର ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ହେଉଛି । ତେବେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ମଥାନୀ ଠାରେ ଜଳକା ନଦୀ ବିପଦସଙ୍କେତ ଉପରେ!-->…
Read More...
Read More...