Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଆନ୍ଧ୍ର-ଓଡ଼ିଶା ସୀମା ବିବାଦର ସ୍ଥାୟୀ ସମାଧାନ ନିମନ୍ତେ ଦାବିପତ୍ର ପ୍ରଦାନ
ପାରଳାଖେମୁଣ୍ଡି : ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ଗଜପତି ଜିଲ୍ଲା ମାଣିକପାଟଣା ତଥା ଆନ୍ଧ୍ର ଓଡ଼ିଶା ସୀମା ବିବାଦର ସ୍ଥାୟୀ ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ୫ ଦଫା ଦାବିପତ୍ର!-->…
Read More...
Read More...
କିଟ୍ ଓ କିସ୍ ପକ୍ଷରୁ ଅଲିମ୍ପିଆନ୍ଙ୍କୁ ସମ୍ବର୍ଦ୍ଧନା : ପ୍ରମୋଦ ଓ ଦୂତୀଙ୍କ ନାମରେ ନାମିତ ହେବ କିଟ୍ର ଦୁଇ…
ଭୁବନେଶ୍ୱର: କିଟ୍ ଓ କିସ୍ ସର୍ବଦା କ୍ରୀଡ଼ା ଓ କ୍ର୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରିଥାଏ । ୨୦୦୫ରୁ କିଟ୍ ଓ କିସ୍ ପକ୍ଷରୁ ଶିକ୍ଷା ସହ କ୍ରୀଡ଼ାକୁ ସମାନ ଗୁରୁତ୍ୱ ଦିଆଯାଇ ସର୍ବଦା କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କୁ ପ୍ରୋତ୍ସାହିତ କରାଯାଇଆସୁଛି । କ୍ରୀଡ଼ାର ଉନ୍ନତି ପାଇଁ କିଟ୍ ଓ!-->…
Read More...
Read More...
ଟାଟା ପାୱାର ପକ୍ଷରୁ ଲଗାଯାଇଥିବା ମିଟରରେ ବ୍ୟାପକ ଅନିୟମିତତା ଅଭିଯୋଗ
ପୁରୀ : ପୁରୀ ସହରର ଉପଭୋକ୍ତାମାନଙ୍କ ଘରେ ଟାଟା ପାୱାର ପକ୍ଷରୁ ଲଗାଯାଇଥିବା ମିଟରରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି । ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଏବେ ଅତ୍ୟଧିକ ବିଦ୍ୟୁତ ବିଲ ଦେବାକୁ ବାଧ୍ୟ କରାଯାଉଥିବା ବେଳେ ସେମାନଙ୍କୁ ବେଆଇନ ଭାବେ ମିଟର ପରିବର୍ତ୍ତନ କରିବାକୁ ବାଧ୍ୟ!-->…
Read More...
Read More...
ବଜ୍ରାଘାତରେ ବିଧବାଙ୍କ ମୃତ୍ୟୁ, ବେସାହାରା ହେଲେ ଭାଇଭଉଣୀ
କଣ୍ଟାବାଞ୍ଜି :ବଲାଙ୍ଗୀର ଜିଲ୍ଲା ତୁରିକେଲା ଅନ୍ତର୍ଗତ ବଡ଼ବାଙ୍କି ପଞ୍ଚୟତ ଜାମକି ଗାଁର ୪୫ ବର୍ଷୀୟ ବିଧବା ମହିଳା ନୃପତି ମାଂଝିଙ୍କ ବଜ୍ରାଘାତରୁ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନାକ୍ରମେ ରବିବାର ଦିନ ନିଜ କ୍ଷେତରୁ ଘରକୁ ଫେରୁଥିବା ବେଳେ ଗାଁରୁ ୨୦୦ ମିଟର ଦୂରତାରେ ଥିବା ସମୟରେ ଜୋର!-->…
Read More...
Read More...
ହାତ କାଟିଦେଲେ ଛାତ୍ରୀ
ଭୁବନେଶ୍ୱର: ଉଚିତ୍ ମୁଲ୍ୟାୟନ ଦାବିରେ ସିଏଏସଇ ସାମନାରେ ହାତ କାଟିଦେଲେ ଛାତ୍ରୀ । ଯୁକ୍ତ ୨ ଏକ୍ସ ରେଗୁଲାର୍ ଡ୍ରପଆଉଟ୍ ଛାତ୍ରୀ ହାତ କାଟିଛନ୍ତି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ଛାତ୍ରୀ ଜଣ ହାତ କାଟିଦେଇଛନ୍ତି । ଦଶମ ନମ୍ବର ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ ଦାବିରେ!-->…
Read More...
Read More...
ମରାମତି ପାଇଁ ତିନିଦିନ ବନ୍ଦ ରହିବ ହୀରାକୁଦ ରୋପୱେ
ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ବିହଙ୍ଗମ ଦୃଶ୍ୟ ଉପଭୋଗ କରିବା ଏକ ବିରଳ ଅନୁଭୂତି । ଏଣୁ ଜବାହର ଉଦ୍ୟାନ ଓ ଗାନ୍ଧୀ ମୀନାର ମଧ୍ୟରେ ସଞ୍ଚାଳିତ ରୋପୱେ ସେଠାକୁ ପ୍ରତିଦିନ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର ଏକ ମୁଖ୍ୟକେନ୍ଦ୍ର ରୂପେ ଲୋକପ୍ରିୟ । ଏହାର ଦୈନନ୍ଦିନ ରକ୍ଷଣାବେକ୍ଷଣ ଓ!-->…
Read More...
Read More...
ସ୍ୱାଧୀନତା ସଂଗ୍ରାମୀ ଦୁର୍ଗା ପ୍ରସାଦ ନାୟକଙ୍କ ପରଲୋକ
ସମ୍ବଲପୁର : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ ତଥା ଦୈନିକ ଅଗ୍ନିଶିଖାର ମୁଖ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ନାୟକ ୯୭ବର୍ଷ ବୟସରେ ଗତସନ୍ଧ୍ୟା ୭ଟା ସମୟରେ ପରଲୋକ ଘଟିଛି । ଆଜି ସକାଳେ ସ୍ଥାନୀୟ ରାଜଘାଟ ଶ୍ମଶାନରେ ତାଙ୍କ ଦାହ ସଂସ୍କାର ଓ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜଣେ!-->…
Read More...
Read More...
ଡ୍ରେନ୍ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ଘଟଣା, ସହାୟତା ଘୋଷଣା କଲେ ରାଜ୍ୟ ସରକାର
ଭୁବନେଶ୍ୱର : ରାଜଧାନୀ ଶତାବ୍ଦୀ ନଗର ଡ୍ରେନ୍ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ଘଟଣା । ମୃତ ଛାତ୍ରଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୃତ ଜ୍ୟୋତିପ୍ରକାଶଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ!-->…
Read More...
Read More...
ବାରହା ଆକ୍ରମଣରେ ଜଣେ ଗୁରୁତର
ଗଞ୍ଜାମ: ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର ଲାଠିପଡା ବିଟ ଅନ୍ତର୍ଗତ ପାଲକାଟୁ ଗ୍ରାମରେ ବାରହା ଆକ୍ରମଣରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ଯୋଗୀ ଭୂୟାଁ (୫୦) । ସୂଚନା ପ୍ରକାରେ ଯୋଗୀ ବିଲରେ କାମ କରୁଥିବା ବେଳେ ହଠାତ ନିକଟସ୍ଥ ଜଙ୍ଗଲରୁ ଏକ ବାରହା ବାହାରି ଆସି!-->…
Read More...
Read More...
ସମ୍ଭାବ୍ୟ ତୃତୀୟ ଲହର ନେଇ ଏମିତି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ବର : କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସହିତ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସାମ୍ଭାବ୍ୟ କରୋନାର!-->…
Read More...
Read More...