Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଶ୍ରୀମନ୍ଦିର ୭୫ମିଟର ସୁରକ୍ଷା ଜୋନ ମଧ୍ୟରେ ପୁଣି ଉଚ୍ଛେଦ ଆରମ୍ଭ
ପୁରୀ: ଶ୍ରୀମନ୍ଦିର ୭୫ମିଟର ସୁରକ୍ଷା ଜୋନ ମଧ୍ୟରେ ପୁଣିଥରେ ଉଚ୍ଛେଦ ଆରମ୍ଭ ହୋଇଛି । ବାସେଳୀ ସାହି ମୌଜା ଗାଣ୍ଡୁଆଚଉରା ଛକରେ ଥିବା ୩ଟି ଘରୋଇ କୋଠାକୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ଏହି କାର୍ଯ୍ୟରେ ଗୋଟିଏ ଜେସିବି ମେସିନ ସହ ଏକ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ ।!-->…
Read More...
Read More...
ପ୍ରାପ୍ୟ ଟଙ୍କା ମାଗିଲେ ମାର୍ଫତଦାରଙ୍କଠାରୁ ମିଳୁଛି ଧମକ, ଦେଢ଼ବର୍ଷ ବିତିଯାଇଥିଲେ ସୁଦ୍ଧା ମିଳୁନି କପା ଚାଷୀଙ୍କ…
ପାଟଣାଗଡ଼ : କଲାହାଣ୍ଡି ଜିଲ୍ଲା କେଗାଁ ଅଞ୍ଚଳର କିଛି କପା ଚାଷୀ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣଧାରଣାରେ ବସି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ରାଧାରମଣ ଜିନିଙ୍ଗ ମିଲରକୁ ତିନି ଜଣ ମାର୍ଫତଦାର ଜରିଆରେ!-->…
Read More...
Read More...
ଗଞ୍ଜେଇ ଜବତ, ୨ ଗିରଫ
ପୁରୀ : ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ତ୍ୱବଧାନରେ ଜିଲ୍ଲା ଅବକାରୀ ସଦର ରେଞ୍ଜ ନିରୀକ୍ଷିକା ମାନସୀ ସାହୁ ଏବଂ ମୋବାଇଲି ସ୍କ୍ୱାଡ଼ର ଉପ- ନିରୀକ୍ଷିକା ମମତା କୁମାରୀ ଦାଶଙ୍କ ନେତୃତ୍ୱରେ ନୟାଗଡ ଜିଲ୍ଲାରୁ ଗଂଜେଇ ଆଣି ଦଣ୍ଡୁଆସିପଡା,!-->…
Read More...
Read More...
ରାଜ୍ୟରେ ପୁଣି ଚିହ୍ନଟ ହେଲେ ୪୬୨ କରୋନା ପଜିଟିଭ, ୫ ମୃତ
ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ଜଣ ୧୮ ବର୍ଷରୁ କମ୍ ବର୍ଗର। ୪୬୨ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୯୪ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୧ ଜଣ ଚିହ୍ନଟ!-->…
Read More...
Read More...
ପିପିଲି ଉପନିର୍ବାଚନ ପାଇଁ ଜୋର୍ ଧରିଲା ପ୍ରଚାର
ପୁରୀ,୨୦/୯- ପିପିଲି ଉପନିର୍ବାଚନ ପାଇଁ ଅ ।ଜି ଠାରୁ ଜୋର ଧରିଲା ପ୍ରଚାର । ଗଁ । ମୁହଁ । ହେଲେ ନେତା । ବିଜେପି ପ୍ରାର୍ଥୀ ଅ ।ଶ୍ରିତ ପଟ୍ଟନାୟକ ପିପିଲି ଦାଣ୍ଡମୁକୁନ୍ଦପୁର ଠାରୁ ନିଜେ ପ୍ରଚାରର ମଙ୍ଗ ଧରିଥିବା ବେଳେ ନିଜ ଜନ୍ମମାଟିରୁ ପାଣିଦୋଳ ପଞ୍ଚାୟତରୁ ପ୍ରଚାର ଅ ।ରମ୍ଭ କଲେ ବିଜେଡି!-->…
Read More...
Read More...
ପିପିଲି ଉପନିର୍ବାଚରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ
ପୁରୀ,୨୦/୯- ପୁରୀ ପିପିଲି ଉପନିର୍ବାଚନ ନେଇ ଆଜିଠାରୁ ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇଛି । ତେବେ ଶାନ୍ତି ଶୃଙ୍ଖଳା ପାଇଁ ଆଜି ପୋଲିସ ପକ୍ଷରୁ ପିପିଲି ଫ୍ଲାଗ ମାର୍ଚ୍ଚ କରାଯାଇଛି । ୩ କମ୍ପାନୀ ବିଏସଏଫ୍ ଏହି ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଛ଼ନ୍ତି । ସେହିପରି ବିଭିନ୍ନ ସ୍ଥାନରେ ପୋଲିସ!-->…
Read More...
Read More...
କରୋନା ଟୀକା ନେଲେ ୨୯୧ ମହିଳା ଓ ପୁରୁଷ
ବୌଦ୍ଧ/ଜହ୍ନ ।ପଙ୍କ,୨୦/୯- ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନ ।ପଙ୍କ ଅଙ୍ଗନବାଡି କେନ୍ଦ୍ର ଠାରେ ଆଜି ପୂର୍ବାହ୍ନ ୯ ଟାରୁ କରୋନା ଟୀକା ଦିଆଯାଇଥିଲା । ଏହି ଟୀକା ଦାନ କେନ୍ଦ୍ରରେ ୧୮ ରୁ ୪୫ ବର୍ଷ ର ମହିଳା ଓ ପୁରୁଷ ଟୀକା ନେଇଥିଲେ । ସମୁଦାୟ ୪୫୦ ଜଣ ଭେକ୍ସିନ ଆସିଥିବା!-->…
Read More...
Read More...
କିଆକଟା ଆଞ୍ଚଳିକ ସେବା ସଂସଦ ପକ୍ଷରୁ ଅସହାୟଙ୍କୁ ସହାୟତା ପ୍ରଦାନ
କିଆକଟା:ଆଠମଲ୍ଲିକ ବ୍ଲକ କିଆକଟା ପଂଚାୟତର ଶଙ୍ଖାମାଳ ଗ୍ରାମର ଅସହାୟ ବିଧବା ମହିଳା କୋକେଇ ବେହେରା (35) ଓ ଝିଅ ଲଭଲୀ ବେହେରା(9)ଙ୍କୁ ଆଜି ଆଞ୍ଚଳିକ ସେବା ସଂସଦ ପକ୍ଷରୁ ଚୂଡ଼ା, ଚାଉଳ, ଶାଢ଼ୀ, ଡ୍ରେସ, ରାସନ ସାମଗ୍ରୀ ପ୍ରଦାନ କରାଯାଇଛି I ସୂଚନା ଯୋଗ୍ୟ ଯେ କୋକେଇଙ୍କର ସ୍ୱାମୀ ଚଳିତବର୍ଷ!-->…
Read More...
Read More...
ଯାତ୍ରୀବିଶ୍ରାମଗାର କାର୍ଯ୍ୟ ଆରମ୍ଭ ହେଲା
ଜହ୍ନ ।ପଙ୍କ,୨୦/୯- ବହୁ ପ୍ରତୀକ୍ଷାର ଅନ୍ତ ହେଲା । ବିଧାୟକ ଦେଇଥିବା ଶୁଭକୁ ବାସ୍ତବରେ ପରିଣତ କଲେ ସରପଞ୍ଚ ମିତ୍ରଭାନୁ ପ୍ରଧାନ । ଦୀର୍ଘଦିନର ଦାବି ପରେ ଗ୍ରାମର ସ୍ୱେଚ୍ଛାସେବୀ ସୁଧାଂଶୁ ଶେଖର ମିଶ୍ର, ସ୍ୱାଧୀନ କୁମାର ପ୍ରଧାନ ଓ ପ୍ରକାଶ ବାରିକ ଜହ୍ନ ।ପଙ୍କଠାରେ ଏକ ଯାତ୍ରୀବିଶ୍ରାମଗାର!-->…
Read More...
Read More...
ଓଏସ ଆରଟିସିର ଉଚ୍ଚସ୍ତରୀୟ ପ୍ରତିନିଧି ଦଳର ସୁବର୍ଣ୍ଣପୁରଜ଼ିଲ୍ଲା ଗସ୍ତ
ସୁବର୍ଣ୍ଣପୁର,୨୦/୯- ଓଡିଶା ରାଜ୍ୟ ସଡକ ପରିବହନ ନିଗମର ଏକ ଉଚ୍ଚସ୍ତରୀୟ ଦଶ ଜଣିଆ ପ୍ରତିନିଧି ଦଳ ସୁବର୍ଣ୍ଣପୁର ଜ଼ିଲ୍ଲା ଗସ୍ତ କରି ନିର୍ମାଣ ହେବାକୁ ଥିବା ରାଜ୍ୟ ସରକାରଙ୍କ ବ୍ଲକ ଲେବେଲ ନୂତନ ବସଷ୍ଟାଣ୍ଡ ବା ସାଇଟ ସବୁ ର ଭିତ୍ତି ଭୂମି ଅନୁଧ୍ୟାନ କରିଥିଲେ । ଓ ଏ ଏସ ଓ ଏସ ଡ଼ି ( ଓ ଏସ!-->…
Read More...
Read More...