Browsing Category

ରାଜ୍ୟ

କରୋନା ନେଲା ଆଉ ୮ ଜଣଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ କଟକ ଜିଲ୍ଲାରୁ ୨ ଜଣ, ବଲେଶ୍ବର ,ଢ଼େଙ୍କନାଳ, ଜଗତସିଂହପୁର, ଯାଜପୁର, ମାଲକାନଗିରି ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩୦ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୬୮ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୬୨ ଜଣ ଲୋକାଲ୍‌
Read More...

ସୋନପୁରରେ ନୂଆଁଖାଇ ସମ୍ପନ୍ନ

ସୁବର୍ଣ୍ଣପୁର : ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଆଜି ନିର୍ଦ୍ଧାରିତ ଲଗ୍ନରେ ସମାପନ ହୋଇଛି। ପ୍ରଥମେ ମାଁ ସମଲେଇଙ୍କ ପୀଠରେ ପୂଜାର୍ଚ୍ଚନା ପରେ ପାହୁର ଭୋଗ ଉଠିଥିଲା। ପରେ ଏକ ବିରାଟ ପଟୁଆରରେ ପାହୁର ଯାତ୍ରା ଅନୁଷ୍ଠିତ ହୋଇ ଅଷ୍ଟଚଣ୍ଡୀଙ୍କ ପୀଠରେ ଭୋଗ ଲାଗି ହୋଇଥିଲା ପରେ ସମସ୍ତ ଗଡ଼ଜାତ
Read More...

ଏସଆଇ ଅଜିତ କୁମାର ପରିଡାଙ୍କୁ ଡିଜିପି ପୁରସ୍କାର

ଗଞ୍ଜାମ ଥାନାରେ କାର୍ଯ୍ୟରତ ଏସଆଇ ଅଜିତ କୁମାର ପରିଡାଙ୍କୁ ଡିଜିପି ପୁରସ୍କାରରେ ସମ୍ମାନିତ କରାଯାଇଛି। ଗଞ୍ଜାମ ଏସପି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଉତ୍ସବରେ ଏସଆଇ ପରିଡାଙ୍କୁ ଗୁରୁତ୍ୱପୂର୍ଣ୍ଣ ମକଦ୍ଦମା ଗୁଡ଼ିକର ସଠିକ ତଦନ୍ତ କରି ଚାରସିଟ ଦାଖଲ କରିଥିବା ଏବଂ ଉତ୍ତମ ପୋଲିସ ସେବା ,
Read More...

ଗଜପତି ଜିଲ୍ଲା ଘରୋଇ ବସ ମାଲିକ ସଙ୍ଘର କର୍ମକର୍ତ୍ତା ଚୟନ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନୂତନ ବସଷ୍ଟାଣ୍ଡ ନିକଟରେ ଘରୋଇ ବସ ମାଲିକ ମାନେ ଏକତ୍ରିତ ହୋଇ ନୂତନ ଭାବେ ଏକ ସଙ୍ଘ ଗଠନ କରିଛନ୍ତି। ଉକ୍ତ ସଂଗଠନର ନାମ ଗଜପତି ଡିଷ୍ଟିଟ ୟୁନାଇଟେଡ଼ ପ୍ରାଇଭେଟ ବସ ଓନର୍ସ ଆସୋସିଏସନ ରଖାଯାଇଛି। ଏହି କାର୍ଯ୍ୟକ୍ରମଟି ଇଞ୍ଜ। ଭେଙ୍କେଟେ
Read More...

କୋଭିଡ୍ କଟକଣା ମଧ୍ୟରେ ପାରଳାଖେମୁଣ୍ଡି ସହରରେ ଗଣେଶ ପୂଜା ପାଳିତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ଓ ବିଭିନ୍ନ ଗଳିକନ୍ଦି ଛକରେ ଗଜାନନଙ୍କ ପୂଜା କୋଭିଡ୍ ଗାଇଡ଼ଲାଇନ ଅନୁସାରେ ସମ୍ପର୍ଣ୍ଣ ହୋଇଯାଇଛି। କୋଭିଡ୍ ଯୋଗୁଁ ପର୍ବପର୍ବାଣି ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଗଣେଶ ପୂଜାକୁ ଯାକଜକମରେ ପାଳନ ନ କରି ସୀମିତ ଲୋକଙ୍କ
Read More...

ଓଡ଼ିଶାରେ ପହଞ୍ଚିଲେ ପ୍ରମୋଦ ଭଗତ, ବିମାନବନ୍ଦରରେ ଦିଆଗଲା ସମ୍ବର୍ଦ୍ଧନା

ଭୁବନେଶ୍ୱର : ଟୋକିଓ ପାରା ଅଲମ୍ପିକ୍ ରେ ସ୍ୱର୍ଣ୍ଣ ଜିତି ଦେଶ ପାଇଁ ଗୌରବ ଆଣି ନିଜ ମାଟିକୁ ଫେରିଲେ ପ୍ରମୋଦ ଭଗତ୍ । ପାରା ଅଲମ୍ପିକ୍ ସ୍ୱର୍ଣ୍ଣ ବିଜେତା ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ୍ ପାରା ଅଲମ୍ପିକ୍ ରେ ପୁରୁଷ ବ୍ୟାଡମିଣ୍ଟନ୍ ରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ରଚିଛନ୍ତି । ଆଜି
Read More...

ଅର୍ଥ ହେରଫେର ଅଭିଯୋଗରେ ଜଣେ କିରାଣିଙ୍କୁ ବାନ୍ଧିଲା ପୁଲିସ

ଅର୍ଥ ହେରଫେର ଅଭିଯୋଗରେ ଅନୁଗୋଳ ଜିଲ୍ଲା ବଅଁରପାଳ ସିଡିପିଓଙ୍କ କାର୍ଯ୍ୟାଳୟର ଜଣେ କିରାଣିଙ୍କୁ ଗିରଫ କରିଛି ପୁଲିସ୍‌ । ତାଙ୍କ ନାଁ ଯୁଗଳ ନାୟକ। ପୁଲିସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ମିଳିଥିବା ସୂଚନା ଅନୁସାରେ, ନଅ ମାସ ପୂର୍ବେ ସିଡିପିଓ ଲିଲି ଦାସ ବଅଁରପାଳ କାର୍ଯ୍ୟାଳୟରେ
Read More...

ଜବତ ହେଲା ବ୍ରାଉନସୁଗର

ଜଳେଶ୍ୱର:ପୁଣି ଜବତ ହେଲା ବ୍ରାଉନସୁଗର । ୨ ବେପାରୀ ଗିରଫ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରାଜପୁର ବସ୍ତିରେ ପୋଲିସର ଚଢ଼ାଉ । ଚଢଉ ବେଳେ ୩୦୦ ଗ୍ରାମ୍‌ ବ୍ରାଉନସୁଗର ସହ ୨ ଜଣଙ୍କୁ ଗିରଫ କଲା ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ।
Read More...

ତିନି ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ : ଆଜିଠାରୁ ତିନି ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ପୂର୍ବ ଏସଓପି ଅନୁଯାୟୀ ଶନିବାର ଓ ରବିବାର ବି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ
Read More...