Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନକଲି ପେଟ୍ରୋଲ, ଡିଜେଲ କାରଖାନା ଠାବ, ଅଭିଯୁକ୍ତ ଗିରଫ
ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୁଢାକେନ୍ଦୁଆ ବଜାରରେ ନକଲି ପେଟ୍ରୋଲ, ଡିଜେଲ, କାରଖାନା ଠାବ କରିଛି ବୈରୀ ପୋଲିସ । ଉକ୍ତ ନକଲି କରବାରର ମାଷ୍ଟରମାଇଣ୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୈରି ପୋଲିସ । ସୂଚନାନୁଯାୟୀ ବୁଡ଼ାକେନ୍ଦୁଆ ବଜାରରେ ଜୁମର ଖଟୁଆ ନାମକ!-->…
Read More...
Read More...
ପୁଣି ମନ୍ତ୍ରୀ ଓ ବିଧାୟକଙ୍କ ହେବ କୋଭିଡ ଟେଷ୍ଟ
ଭୁବନେଶ୍ୱର: କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସମସ୍ତଙ୍କୁ କଲବଲ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏବେ ଠୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏବେ ପୁଣି ମନ୍ତ୍ରୀ ଓ!-->…
Read More...
Read More...
ମାଙ୍କଡ ଆକ୍ରମଣରେ ଭାଜପା ନେତାଙ୍କ ପତ୍ନୀ ମୃତ
କଇରାନା (ଶାମଲି): ଉତ୍ତର ପ୍ରଦେଶର ଶାମଲି ଜିଲାରେ ମାଙ୍କଡଙ୍କ ଆତଙ୍କରାଜରେ ଜନସାଧାରଣ ତ୍ରାହି ତ୍ରାହି ଡାକୁଛନ୍ତି। ପୂର୍ବରୁ ମାଙ୍କଡଙ୍କ ଆକ୍ରମଣରେ ଅନେକ ଗୁରୁତର ଭାବେ ଆହତ ହେବା ସହିତ କେତେକଙ୍କର ଜୀବନ ଯାଇଥିବାବେଳେ ସଦ୍ୟ ଏମିତି ଏକ ଦୁଃଖଦ ଘଟଣା ଘଟିଛି। ଘର ଛାତ ଉପରେ ଥିବା ଜଣେ!-->…
Read More...
Read More...
ଗାଁ ଗାଁରେ ଦେଶୀ ମଦର ବନ୍ୟା, ନୀରବଦ୍ରଷ୍ଟା ସାଜିଛି ଅବକାରୀ ବିଭାଗ
ସୁବର୍ଣ୍ଣପୁର: ସୋନପୁର ଜିଲ୍ଲାର ହାଟ ବଜାର, ଖେଳ ପଡିଆ ଯେଉଁଠି ଦେଖିବେ ବିଛେଇ ହୋଇ ପଡିଥିବ ମଦ ପାଉଚ୍ ପଲିଥିନ୍ । ଗ୍ରାମାଞ୍ଚଳର ଛକ ଛକରେ ଦେଶୀ ମଦର ବନ୍ୟା । ସନ୍ଧ୍ୟା ହୋଇଗଲେ ବିଭିନ୍ନ ସ୍ଥାନରେ ଜମୁଛି ଦେଶୀ ମଦର ଆସର । ବିଭିନ୍ନ ପଶୁପକ୍ଷୀଙ୍କ ଫଟୋ ଥିବା ନକଲି ପଲିଥିନ୍ ପାଉଚ୍!-->…
Read More...
Read More...
ସଡ଼କ ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର
ଦଶପଲ୍ଲା: ଦଶପଲ୍ଲା ବ୍ଲକ୍ ଟାକରା ପଞ୍ଚ଼ାୟତ ଅନ୍ତର୍ଗତ ୫୭ନଂ ଜାତୀୟ ରାଜପଥର ଖଡାପିଟା ଘାଟିରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧ ଘଟିକା ସମୟରେ ଭୁବନେଶ୍ୱରରୁ!-->…
Read More...
Read More...
ପୁଣି ଲଘୁଚାପ, ୪ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର : ଆସନ୍ତା ୧୦ ତାରିଖରେ ଉତ୍ତର ବଙ୍ଗୋପସାଗର ପୂର୍ବ ଭାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଯାହାକି ୧୧ରେ ଲଘୁଚାପରେ ପରିଣତ ହୋଇ ୧୩ କିମ୍ବା ୧୪ ତାରିଖ ସକାଳେ ଦକ୍ଷିଣ ଓଡ଼ିଶା ଉପକୂଳ ଓ ସଂଲଗ୍ନ ଉତ୍ତର ଆନ୍ଧ୍ର ଉପକୂଳ ଦେଇ ପଶ୍ଚିମ ଆଡ଼କୁ ଗତି କରିବ । ଏହାର ପ୍ରଭାବରେ ୧୦ରୁ ୧୪!-->…
Read More...
Read More...
ଗଜପତି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘ କାର୍ଯ୍ୟକାରୀଣୀ ବୈଠକ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିଠାରେ ଥିବା ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରେ ଗଜପତି ଜିଲ୍ଲା ସିଟି ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ନିଖିଳ ଉତ୍କଳ ସିଟି ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ପ୍ରଦୀପ!-->…
Read More...
Read More...
ସମସ୍ୟା ଘେରରେ ଡେରା ସମ୍ପ୍ରଦାୟର ତନ୍ତୀ ପରିବାର
ଗଞ୍ଜାମ :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମର ଡେରା ସମ୍ପ୍ରଦାୟର ପ୍ରାୟ ୩୦୦ ରୁ ଉଦ୍ଧ୍ୱର୍ ପରିବାର ବାସ କରନ୍ତି । ସେମାନେ ତାଙ୍କର ପୂର୍ବପୁରୁଷରୁ ସପରିବାର ନିଜ ଜୀବନ ଜୀବିକା ଭରଣ ପୋଷଣ କରନ୍ତି ଏବଂ ଅନ୍ୟକୁ ମଧ୍ୟ ସ୍ୱାବଲମ୍ବି କରନ୍ତି କିନ୍ତୁ ଦୀର୍ଘ!-->…
Read More...
Read More...
ଅମ୍ବିକା ବସ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଫୁଲବାଣୀ: ଖଜୁରୀପଡ଼ା ରୁ ଭାୟା ଫୁଲବାଣୀ ଦେଇ ବାଲିଗୁଡା ଅଭିମୁଖେ ଯାଉଥିବା ନଂ ଓଡି ୧୫ଏ ୫୩୯୫ ଅମ୍ବିକା ଯାତ୍ରୀବାହୀ ବସ ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩୦ଯାତ୍ରୀ ।ଖବରରୁ ଜଣାପଡ଼ିଛି ଯେ ପ୍ରତ୍ୟେକ ଦିନଭଳି ଆଜିବି ଅମ୍ବିକା ବସ ଖଜୁରୀପଡ଼ା ଠାରୁ ଭାୟା ଫୁଲବାଣୀ ଦେଇ!-->…
Read More...
Read More...
ଯାତ୍ରୀ ବିଶ୍ରାମଗାର ପାଇଁ ଶୁଭ ଖମ୍ବ ସ୍ଥାପନ
ବୌଦ୍ଧ/ଜହ୍ନ ।ପଙ୍କ,୮/୯- ବୌଦ୍ଧବ୍ଲକ ଜହ୍ନ ।ପଙ୍କ ବସଷ୍ଟାଣ୍ଡଠାରେ ବହୁଦିନର ପ୍ରତୀକ୍ଷିତ ଯାତ୍ରୀବିଶ୍ରାମଗାରର ଶୁଭ ଖମ୍ବ ସ୍ଥାପନ ଖୁଂଟବନ୍ଧ ସରପଞ୍ଚ ମିତ୍ରଭାନୁ ପ୍ରଧାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ପୂଜାରୀ ବିଜୟ ବେହେରା ପୂଜାକାର୍ଯ୍ୟ କରିଥିବାବେଳେ ସ୍ୱେଛାସେବୀ ସୁରମଣି!-->…
Read More...
Read More...