Browsing Category

ରାଜ୍ୟ

ଭିସୁଟରେ ପୁଣି ରେଗିଙ୍ଗ ଘଟଣାରୁ ଉତ୍ତେଜନା

ସମ୍ବଲପୁର, ୨୪/୯- ସ୍ଥାନୀୟ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ ପୁଣି ରେଗିଙ୍ଗ ଘଟଣା ପରେ ସାମାନ୍ୟ ଉତ୍ତେଜନା ଦେଖାଦେଇଛି । ଏଥିରେ ୩ୟ ବର୍ଷ ପ୍ରଡକ୍ସନ ଇଂଜିନିୟରିଂର ଜଣେ ଛାତ୍ର ଉପରେ ରେଗିଙ୍ଗ ନାଁ ରେ ୪ର୍ଥ ବର୍ଷର ପ୍ରାୟ ୧୮ ଜଣ ଆକ୍ରମଣ କରିବା
Read More...

ଡିଆରଡିଏ କାର୍ଯ୍ୟାଳୟରୁ ସ୍ୱଚ୍ଛତା ରଥ ଗଡିବା ଶୁଭାରମ୍ଭ ହେଲା

ସମ୍ବଲପୁର, ୨୪/୯- ସମାଜର ଚାରିଆଡେ ସ୍ୱଚ୍ଛତାର ପ୍ରଚାରପ୍ରସାର ପାଇଁ ଆଜି ଡିଆରଡିଏ କାର୍ଯ୍ୟାଳୟରୁ ସ୍ୱଚ୍ଛତା ରଥ ଗଡିବା ଶୁଭାରମ୍ଭ ହୋଇଛି । ଅତିରିକ୍ତ ପରିଯୋଜନା ନିର୍ଦ୍ଦେଶକ ପୂଜାର୍ଚ୍ଚନା ସହିତ ନଡ଼ିଆ ବାଡେଇ ସବୁଜପତକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ । ଜିଲ୍ଲାର ବିଭିନ୍ନ ଅଞ୍ଚଳରେ
Read More...

ବ୍ଲକସ୍ତରୀୟ ସାଙ୍ଗଠନିକ ବୈଠକ

ଫୁଲବାଣୀ,୨୪/୯- କନ୍ଧମାଳ ଜିଲ୍ଲା ବିଜୁ ଛାତ୍ର ଜନତାଦଳ ପକ୍ଷରୁ ଜି. ଉଦୟଗିରି ଠାରେ ୮ ଟି ପଞ୍ଚାୟତ ବିଜୁ ଛାତ୍ର ଜନତା ଦଳର କର୍ମକର୍ତା ମାନଙ୍କୁ ନେଇ ବ୍ଲକସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ପ୍ରତାପ ଜେନାଙ୍କ
Read More...

ଆମେରିକାରେ ଓଡିଆ ସମାଜର ନୁଆଁଖାଇ ଭେଟଘାଟ : ପ୍ରଦର୍ଶିତ ହେଲା ପ୍ରଦ୍ୟୁମ୍ନ ସାହୁଙ୍କ ନାଟକ ‘ନୂଆଁଖାଇ’

ସୁବର୍ଣ୍ଣପୁର: ଆମେରିକାରେ ବସବାସ କରୁଥିବା ଓଡ଼ିଆ ସମାଜ ଓସାକାଲ (ଙଝଇଉଇଖ) ଦ୍ୱାରା ଗତ ୧୭ ସେପ୍ଟେମ୍ବର ୨୦୨୧ ପ୍ରଥମ ଥର ପାଇଁ "ନୂଆଁଖାଇ ଭେଟଘାଟ’ ଉତ୍ସବ ଜୁମ୍‌ ଆପ୍‌ ମାଧ୍ୟମରେ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଜାତୀୟ ପୁରସ୍କାରପ୍ରାପ୍ତ
Read More...

ଭୁବନେଶ୍ୱର କୋର୍ଟ ପରିସର ୩ ଦିନ ସିଲ୍

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟ ପରିସରକୁ ତିନି ଦିନ ପାଇଁ ସିଲ୍ କରି ଦିଆଯାଇଛି। କୋର୍ଟର ୧୫ ଜଣ ଜୁଡିସିଆଲ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଆଜିଠୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କୋର୍ଟ ପରିସର ସିଲ୍ ରହିବ
Read More...

ହନୁମାନ ମନ୍ଦିରର ଉନ୍ନତୀକରଣ ପାଇଁ ଅଣ୍ଟା ଭିଡିଲେ ସମାଜସେବୀ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ଟାକରା ପଞ୍ଚାୟତ ବୁଗୁଡ଼ା କଲୋନୀରେ ଥିବା ସତ୍ୟ ମହାବୀର ହନୁମାନ ମନ୍ଦିରର ଉନ୍ନତିକରଣ ପାଇଁ ସମାଜସେବୀ ଶ୍ରୀହରି ନାଏକ ବିଗତ ଦିନରେ ପ୍ରତିଶ୍ରୁତି ଦେଇଥିଲେ । କିଛିଦିନ ତଳେ ବୁଗୁଡ଼ା କଲୋନୀର ସମସ୍ତ ଗ୍ରାମବାସୀ ଶ୍ରୀ ନାଏକଙ୍କ ପାଖକୁ ଯାଇ କଲୋନୀ ଗ୍ରାମରେ
Read More...

ଜଙ୍ଗଲ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଭୋଗବାଡ଼ି ପଞ୍ଚାୟତର ବାଲିସାହି ମଠ ପରିସରରେ ଜଙ୍ଗଲ ସୁରକ୍ଷା ମହାସଂଘ ଦଶପଲ୍ଲା ଜୋନ୍ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁରେସନ ଜାନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ସୁରକ୍ଷା ମହାସଂଘର କୋଷାଧ୍ୟକ୍ଷ
Read More...

ଶଶୁର ଘରେ ଜ୍ୱାଇଁକୁ ଭୁଜାଲିରେ ଆକ୍ରମଣ

ରେଢାଖୋଲ : ବିବାହିତ ଶାଳୀର ପାରିବାରିକ ସମସ୍ୟାର ସମାଧାନ ପାଇଁ ଶଶୁର ଘରକୁ ଆସିଥିବା ଜ୍ୱାଇଁ ଭୁଜାଲି ଚୋଟରେ ଗୁରୁତର ହୋଇପଡିଛନ୍ତି । ବିଳମ୍ବିତ ରାତିରେ ଘରୁ ଟାଣି ନେଇ ତାଙ୍କୁ ଦୁର୍ବୃତ୍ତମାନେ ଭୁଜାଲିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏଭଳି ଅଭାବନୀୟ ଘଟଣା ସମ୍ବଲପୁର ଜିଲ୍ଲା
Read More...

ଆଜିଠାରୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି । ନକ୍ସଲ ମୁକାବିଲା ଲାଗି କେନ୍ଦ୍ର ଗୃହମନ୍ତ୍ରୀଙ୍କ ଦ୍ବାରା ଡକାଯାଇଥିବା ବୈଠକରେ ଯୋଗଦେବାକୁ ସେ ଦିଲ୍ଲୀ ଯାଇଛନ୍ତି । ଏହି ବୈଠକ ସେପ୍ଟେମ୍ବର ୨୬ ଅର୍ଥାତ ଆସନ୍ତା ରବିବାର ଦିନ ଅନୁଷ୍ଠିତ
Read More...

ଖବର ପ୍ରସାରଣ ପରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ସବୁଜାଣି ଚୁପ, ଚାଷୀ ହତାଶ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ପାହାଡ଼ ପର୍ବତ ଘେରା ଅଞ୍ଚଳରେ ଅବସ୍ଥିତ । ଏଠାକାର ଲୋକଙ୍କର ଜୀବନ ଜୀବିକା କୃଷି ଉପରେ ନିର୍ଭରଶୀଳ । ଶତକଡ଼ା ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ଚଳୁଥିବା ବେଳେ ଚାଷୀଙ୍କ ସମସ୍ୟା ପ୍ରତି କୃଷି ବିଭାଗ ଗୁରୁତ୍ୱ ଦେଉ ନ
Read More...