Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ
ଭୁବନେଶ୍ୱର ୧୯।୦୯ : ବିଶିଷ୍ଟ ସମାଜସେବୀ ତଥା ଯଶସ୍ବୀ ସାରସ୍ଵତ ସାଧିକା ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ପୁରୀ ସ୍ବର୍ଗଦ୍ଵାର ଠାରେ ସ୍ବର୍ଗତା ମହାପାତ୍ରଙ୍କ ଶେଷକୃତ୍ୟ ଆଜି!-->…
Read More...
Read More...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମ ଦିବସରେ କୃଷକ ଏବଂ ସୈନିକମାନଙ୍କୁ ସମ୍ମାନ
ଗଜପତି,୧୮/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ସୈଲମ କଲ୍ୟାଣମଣ୍ଡପ ଠାରେ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମ ଦିବସ ଅବସରରେ କୃଷକ ଓ ସୈନିକ ସମ୍ମାନ ଦିବସ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଏହି!-->…
Read More...
Read More...
ଗାଁ ଦାଣ୍ଡରେ ଲହଡି ମାରୁଛି ବନ୍ୟାଜଳ: ୨୫ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରକଲା ପ୍ରଶାସନ
ଖୋର୍ଦ୍ଧା,୧୮/୯: ଲଘୁଚାପ ବର୍ଷା ଯୋଗୁଁ ଉପରମୁଣ୍ଡର ପାଣି ମହାନଦୀରେ ଆସି ବିଭିନ୍ନ ପଚାଂୟତରେ ପଶି ବନ୍ୟା ବିତ୍ପାତ ସୃଷ୍ଟି କରିଛି । ଏ ଅବସ୍ଥା କୌଣସି ଉପାନ୍ତ ଅଂଚଳର ନୁହେଁ ବରଂ ଖୋଦ୍ ରାଜଧାନୀ ଉପକଣ୍ଠ ଖୋର୍ଦ୍ଧା ବ୍ଲକର ଓରବରସଂହ, ନରଣଗଡ ଓ ବଜମୋହନପୁର ପଂଚାୟତର ସମସ୍ୟା । ଏହାର!-->…
Read More...
Read More...
ହକ୍ପାଇଁ ଏକାଠି ହେଲେ ଗୋପାଳପୁରର ମଠସାହି ଗ୍ରାମବାସୀ
ଦଶପଲ୍ଲା,୧୮/୯- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଳକ୍ ଆଦିବାସୀ ଅଧ୍ୟୁଷିତ ଟାକରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର ମୌଜାର ମଠସାହି ଗ୍ରାମକୁ ସ୍ୱାଧୀନତାର ୭୫ ବର୍ଷପରେ ମଧ୍ୟ, ନା ଅଛି ଗୋଟେ ସବୁଦିନିଆ ରାସ୍ତା ନା ହେଇପାରିଛି ନାଳ ଉପରେ ପୋଲ । ସାମାନ୍ୟ ବର୍ଷାରେ ବେହାଲ ହୋଇଯାଏ ମଠସାହି!-->…
Read More...
Read More...
ଅଙ୍ଗନଦୀ ଟୋଲଗେଟରୁ ବେଆଇନ୍ ଟୋଲ ଫି ସଂଗ୍ରହ
ସୁବର୍ଣ୍ଣପୁର,୧୮/୯- ସୋନପୁର ବିନିକା ରାସ୍ତାରେ ଅବସ୍ଥିତ ଥିବା ଅଙ୍ଗନଦୀ ଉପରେ ଟୋଲଗେଟଟି କାହିଁ କେତେ ପୁରୁଣା । ଅନେକ ସମୟରେ ଏହିବ୍ରିଜର ନିର୍ମାଣ କାଳରେ ଖର୍ଚ୍ଚ ହୋଇଥିବା ଟଙ୍କାରୁ କାହିଁ କେତେଗୁଣ ଅଧିକ ଟୋଲ ଆଦାୟ ହୋଇଥିବା ସତ୍ୱେ ଏହି ଟୋଲଗେଟକୁ ଉଠାଇଦେବାପାଇଁ ବିଭିନ୍ନ ସମୟରେ!-->…
Read More...
Read More...
ଅଟୋ ସହିତ କାଠପଟା ଜବତ, ଜଣେ ଗିରଫ
ଦାରିଙ୍ଗବାଡି,୧୮/୯: ଅଟୋରେ କାଠପଟା ଚୋରା ଚାଲାଣ କରିବା ଅଭିଯୋଗରେ ବନବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଅଟୋ ସମେତ ୧୧ଖଣ୍ଡ ଶାଳ ଓ ୯ଖଣ୍ଡ ପିଆଶାଳ କାଠପଟାକୁ ଜବତ କରିଥିବା ନେଇ ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ ବନାଞ୍ଚଳ!-->…
Read More...
Read More...
ବୌଦ୍ଧଜ଼ିଲ୍ଲା ପ୍ରଶାସନ ପକ୍ଷରୁ ମଧୁବାବୁ ପେନସନ ଓ ଆଶୀର୍ବାଦ ଯୋଜନାର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ
ବୌଦ୍ଧ,୧୮/୯- ଆଜି ବୌଦ୍ଧଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଟାଉନହଲ ଠାରେ ମଧୁବାବୁ ପେନସନ ଯୋଜନାରେ ୨୬ ଜଣ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ଓ ଆଶୀର୍ବାଦ ଯୋଜନା ବୌଦ୍ଧ ସଦର ମହକୁମାର ୨୨ ଜଣ ଅନାଥ ଶିଶୁଙ୍କୁ ୧୫୦୦ ଟଙ୍କା ଲେଖାଏଁ ଅନଲାଇନରେ ସହାୟତା ପ୍ରଦାନ କରାଯାଇଛି ।!-->…
Read More...
Read More...
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ
ପୁରୀ,୧୮/୯- ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହୋଇଛି । ବାମନରୂପୀ ବାଳକ ବେଶରେ ମହାପ୍ରଭୁ ରତ୍ନସିଂହାସନରେ ଦର୍ଶନ ଦେଇଥିଲେ । ବଡ଼ଠାକୁର ବଳଭଦ୍ର ରାଜ ବେଶ ଧାରଣ କରିଥିଲେ । ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ସରିବା ପରେ ଶ୍ରୀଜଗନ୍ନାଥଙ୍କୁ ବାମନ ବେଶ କରାଯାଇଥିଲା!-->…
Read More...
Read More...
ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୧୮/୯- ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧଦ୍ୱାରା ଆୟୋଜିତ ମୋବାଇଲ ଭ୍ୟାନ ସାହାଯ୍ୟରେ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲାଜଜ୍ ପ୍ରତିମା ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ । ସାଉଣ୍ଡ ଏଣ୍ଡ ମାଇକ ସାହାଯ୍ୟରେ!-->…
Read More...
Read More...
ମୁଣ୍ଡରେ ଚଢିଗଲା ମିନିଟ୍ରକ, ବାଇକ ଚାଳକ ମୃତ
ବୌଦ୍ଧ,୧୮/୯: ଆଜି ସକାଳ ପ୍ରାୟ ୮ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ବାଇକ ଚାଳକ ଜଣକ ସୋନପୁର ଜିଲ୍ଲା ଖାରୀ ଅଞ୍ଚଳର ସିପୁନ ମିଶ୍ର (୩୨) ବୋଲି ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ବୌଦ୍ଧ ସହରରେ ଏକ ଫାଇନାନ୍ସ କଂପାନୀରେ କାମ କରୁଥିବା!-->…
Read More...
Read More...