ଓଡିଶା ହାଇକୋର୍ଟର ୪ ନୂଆ ଜଜ୍‌

0 67

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୯ରେ ଅନୁଷ୍ଠିତ ବୈଠକରେ ‘ସୁପ୍ରିମ୍‌ କୋର୍ଟ କଲିଜିୟମ୍‌’ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇଁ ପ୍ରସ୍ତାବିତ ବ୍ୟକ୍ତିମାନଙ୍କ ତାଲିକାକୁ ଅନୁମୋଦନ କରିଥିବା କଥା ସର୍ବୋଚ୍ଚ ନ୍ୟାୟାଳୟଙ୍କଦ୍ବାରା ଜାରି ‌ହୋଇଥିବା ବିବୃତିରୁ ଜଣାପଡ଼ିଛି। ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇବାକୁ ମନୋନୀତ ହୋଇଥିବା ବ୍ୟକ୍ତିମାନେ ହେଲେ, ଆଡ୍‌ଭୋକେଟ୍‌ ଆଦିତ୍ୟ କୁମାର ମହାପାତ୍ର ଏବଂ ମୃଗାଙ୍କ ଶେଖର ସାହୁ, ବିଚାର ବିଭାଗୀୟ ଅଧିକାରୀ ରାଧାକୃଷ୍ଣ ପଟ୍ଟନାୟକ ଏବଂ ଶଶୀକାନ୍ତ ମିଶ୍ର।

hiranchal ad1
Leave A Reply

Your email address will not be published.

twelve − 6 =