Browsing Category

ରାଜ୍ୟ

ମୋଦିଙ୍କ ଜନ୍ମ ଦିନରେ ରେକର୍ଡ ଟିକାକରଣ ଲକ୍ଷ୍ୟ

ନୂଆଦିଲ୍ଲୀ:ଆଜି ପିଏମ ମୋଦୀଙ୍କ ୭୧ ତମ ଜନ୍ମଦିନ ଜ୍ଝ ଏହି ଅବସରରେ ରେକର୍ଡ ଟୀକାକରଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ଅଧୀନରେ ଆଜି ଚତୁର୍ଥ ଥର ପାଇଁ ଟୀକାକରଣ ସଂଖ୍ୟା ଏକ କୋଟି ଅତିକ୍ରମ କରିଛି । ଅଗଷ୍ଟ ୨୭ ରେ, ୧ କୋଟି ୩ ଲକ୍ଷ ୩୫ ହଜାର ୨୯୦ ଟିକା ଦିଆଯାଇଥିଲା । ଅଗଷ୍ଟ ୩୧ ରେ
Read More...

ପୁଅକୁ ହତ୍ୟା କରି ମାଟିତଳେ ପୋତି ଦେଇଥିଲା, ସଇତାନ ବାପା ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପରମପଙ୍ଗା ପଞ୍ଚାୟତର ପାଙ୍ଗୁରୁମିଲା ଗାଁରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ନିଜ ପୁଅକୁ ଜୀବନରେ ମାରି ଗାଁ ନିକଟ ମୁସକୁଟି ଜଙ୍ଗଲରେ ମାଟି ତଳେ ପୋତିଦେଇଥିଲା ବାପା । ଘଟଣା ସମ୍ପର୍କରେ ପରମପଙ୍ଗା ସରପଞ୍ଚ ରମେଶ ମଲ୍ଲିକ ବାଲିଗୁଡ଼ା
Read More...

ଜନ୍ମ ଶତବାର୍ଷିକୀ ଅବସରରେ ବିଶିଷ୍ଟ ଶିକ୍ଷାବିତ ପ୍ରଫୁଲ୍ଲ ପତିଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର:ଓଡ଼ିଶାର ଜଣେ ସୁଯୋଗ୍ୟ ସନ୍ତାନ ଭାବେ ସ୍ୱର୍ଗତ ପ୍ରୋ. ପ୍ରଫୁଲ୍ଲ କୁମାର ପତିଙ୍କ ଜନ୍ମ ଶତବାର୍ଷିକୀ ଆଜି ମହା ସମାରୋହରେ ପାଳିତ ହୋଇଯାଇଛି । ସମ୍ବଲପୁର ମାଟିର ଜଣେ ଅବିସ୍ମରଣୀୟ ବ୍ୟକ୍ତି ସହିତ ପ୍ରୋ. ପତି ଜଣେ ବିଦ୍ୱାନ, ଶିକ୍ଷାବିତ ଓ ସର୍ବୋପରି ଜଣେ ସଫଳ ପ୍ରଶାସକ ଭାବରେ
Read More...

ମହାନଦୀରେ ବର୍ତ୍ତମାନ ବନ୍ୟା ସ୍ଥିତି ଆଶଙ୍କା ନାହିଁ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜୁଥିବାରୁ ଏହାକୁ ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ସୂଚନା  ଦେଇଛନ୍ତି । ସୂଚନା  ମୂତାବକ ଉପର ମୁଣ୍ଡରେ ବର୍ଷା କମିଛି ,ହୀରାକୁଦକୁ ଜଳ ପ୍ରବେଶ ମଧ୍ୟ କମିବାରେ ଲାଗିଛି ତେଣୁ ବର୍ତ୍ତମାନ ବନ୍ୟା ସ୍ଥିତି ଆଶଙ୍କା
Read More...

ମୂର୍ତ୍ତି ଉଚ୍ଚତା ନେଇ ଆସିଲା ରାୟ

କଟକ : ପାଖେଇ ଆସୁଛି ଜଗଜନନୀ ମା’ଦୁର୍ଗାଙ୍କ ପୂଜା । ମୂର୍ତ୍ତି ଉଚ୍ଚତା ବିବାଦକୁ ନେଇ ହାଇକୋର୍ଟରେ କରାଯାଇଥିବା ଆବେଦନ ଖାରଜ ହୋଇଛି । କରୋନା କଟକଣା ଯୋଗୁଁ ଜାରି ହୋଇଥିବା ଗାଇଡଲାଇନ ଅନୁସାରେ ମୂର୍ତ୍ତି ଉଚ୍ଚତା ୪ଫୁଟରୁ ଅଧିକ ହୋଇପାରିବ ନାହିଁ । ଏଥିପାଇଁ କଟକ ବାଲୁବଜାର ପୂଜା କମିଟି
Read More...

ବୌଦ୍ଧ: ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ବିଶ୍ୱକର୍ମା ପୂଜା ପାଳିତ

ବୌଦ୍ଧ,୧୭/୯: ଆଜି ପବିତ୍ର ବିଶ୍ୱକର୍ମା ପୂଜା ବୌଦ୍ଧ ସହରର ବିଭିନ୍ନ ଅନୁଷ୍ଠାନ ଓ କାର୍ଯ୍ୟାଳୟ ତରଫରୁ ନିରାଡମ୍ବର ଭାବେ ପାଳନ କରାଯାଉଛି । ମହାମାରୀ କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ସରକାରଙ୍କ ଗାଇଡଲାଇନକୁ ମାନି ଏହି ପୂଜା ପାଳନ କରାଯାଉଥିବା ଜଣାପଡିଛି । ବିଦ୍ୟୁତ ବିଭାଗ, ବୌଦ୍ଧ
Read More...

୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୧ ବର୍ଷରେ ପାଦ ଦେଲେ ନରେନ୍ଦ୍ର ମୋଦି । ଏହି ଅବସରରେ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିପାଇଁ ୨୦ ଦିନିଆ ରାଷ୍ଟ୍ରୀୟ ଅଭିଯାନର ଯୋଜନା ପ୍ରସ୍ତୁତ କରାଯାଇଛି ଯାହା ଆଜିଠାରୁ ଆରମ୍ଭ କରାଯିବ
Read More...

ମା’ ଭଟ୍ଟାରିକା ମନ୍ଦିର ବେଢାରେ ପଶିଲା ବନ୍ୟା ଜଳ

ଆଠଗଡ : ହୀରାକୁଦ ଜଳଭଣ୍ଡାରର ଗେଟ୍ ଖୋଲିବା ପରେ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି । ଫଳରେ କଟକ ଜିଲ୍ଲା ବଡମ୍ବାର ଅଧୀଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ବେଢାରେ ପାଣି ପଶିଛି ।ଶୁକ୍ରବାର ମହାନଦୀ ଜଳ ମନ୍ଦିରର ମୁଖ୍ୟଦ୍ବାରକୁ ଛୁଇଁଥିଲା । ଏହାପରେ ମୁଖଶାଳାକୁ ବନ୍ଦ କରାଯାଇଛି।
Read More...

ଆସୁଛି ପାର୍ବଣ, ହସୁଛି କାଶତଣ୍ଡି

ପାରଳାଖେମୁଣ୍ଡି : ଶରତର ଆଗମନରେ କାଶତଣ୍ଡିର ସମ୍ଭାର ଦେଖିବାକୁ ମିଳେ । ରାସ୍ତା କଡଠାରୁ ଆରମ୍ଭ କରି ଚାଷଜମି ନଇପଠା ଯାଏଁ ସବୁଠୁ ଦୋହଲୁ ଥାଏ କାଶତଣ୍ଡି ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଲାଣି କାଶତଣ୍ଡିର ସମ୍ଭାର ମଳୟ ପବନରେ ପାର୍ବଣ ୠତୁର ବାସ୍ନା ବାରି ହୋଇ ଗଲାଣି ।
Read More...

କମୁଛି ହୀରାକୁଦ ଜଳସ୍ତର

ସମ୍ବଲପୁର: କମୁଛି ଉପରମୁଣ୍ଡରେ ବର୍ଷା । ସେଥପାଇର୍ କମୁଛି ହୀରାକୁଦର ଜଳସ୍ତର । ବର୍ତ୍ତମାନ ହୀରାକୁଦ ଡ୍ୟାମର ଜଳସ୍ତର ନିୟନ୍ତ୍ରଣ ପାଇଁ ୨୮ଟି ଗେଟ୍ ଦେଇ ଡ୍ୟାମରୁ ଜଳ ନିଷ୍କାସନ କରାଯାଉଛି । ହୀରାକୁଦରୁ ନିଷ୍କାସିତ ହେଉଛି ୪.୮୭ଲକ୍ଷ କୁ୍ୟସେକ ଜଳ । ଏଥିପାଇଁ ମହାନଦୀ ଫୁଲି ଉଠୁଛି,
Read More...