ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଉଦଘାଟିତ

0 77

ବୌଦ୍ଧ,୩୦/୯- ଜିଲ୍ଲା ସଂଗ୍ରହାଳୟରେ ଠାରେ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରଫି ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶିକା ଶ୍ରୀମତୀ ବବିତାରାଣୀ ଦଳବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ଏବଂ ଉପସ୍ଥିତ କଳାକାର ମାନଙ୍କୁ ଉତ୍ସ ।ହିତ କରିଥିଲେ । ଏହି ପ୍ରତିଯୋଗିତାରେ ବୌଦ୍ଧଜିଲ୍ଲାର ତିନୋଟି ବ୍ଲକର କଳାକାରମାନେ ଉପସ୍ଥିତ ରହି କଳାପରିବେଷଣ କରୁଛନ୍ତି ଏବଂ କୃତି ପ୍ରତିଯୋଗୀମାନଙ୍କୁ ସନ୍ଧ୍ୟା ୫ଘଣ୍ଟା ସମୟରେ ମୁଖ୍ୟଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯିବ ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିଆର ସିଂ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

three × three =