Browsing Category

ରାଜ୍ୟ

ରେଢାଖୋଲ ଅଞ୍ଚଳରେ ଚାଞ୍ଚଲ୍ୟ : ବିଧବା ମହିଳାଙ୍କୁ ବିଭତ୍ସ ହତ୍ୟା, ୩ନାବଳକ ସମେତ ୪ ଅଟକ

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ଅଞ୍ଚଳରେ ଆଜି ଏକ ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ରେଢାଖୋଲ ଥାନା ଅନ୍ତର୍ଗତ ଲଇଣ୍ଡାମାଲ ଗାଁରେ ପୂର୍ବ ବିବାଦକୁ ନେଇ ଜଣେ ବିଧବା ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିବାର ଖବର ମିଳିଛି । ପ୍ରଥମେ ମହିଳାଙ୍କୁ ପନିକିରେ ଅକ୍ରମଣ
Read More...

ମହିଳା ଉଚ୍ଚ଼ ମାଧ୍ୟମିକ ବିଦ୍ୟାଳୟରେ ପରିବେଶ ସଚେତନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ଼ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଦ୍ୱାରା ପରିବେଶ ସଚେତନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ସେପ୍ଟେମ୍ବର ୧ ତାରିଖ ଠାରୁ ୪ ତାରିଖ ମଧ୍ୟରେ ପର୍ଯ୍ୟାୟ କ୍ରମେ ପାଳିତ ହୋଇଯାଇଛି ।ପ୍ରଥମ ଦିନରେ
Read More...

ଉତ୍ତର ଭୁବନେଶ୍ୱରରେ ଦୁଇଗୋଟି ମେଗା ‘ଜୀବନବିନ୍ଦୁ’ ରକ୍ତଦାନ ଶିବିର ଆୟୋଜନ

ଭୁବନେଶ୍ୱର : ଓଡିଶା ମୋ ପରିବାର ତରଫରୁ ମଞ୍ଚେଶ୍ୱର ଲା -ଫିଏଷ୍ଟା ମଣ୍ଡପ ଭୁବନେଶ୍ୱର ଉତ୍ତର ବିଜେଡ଼ି ସଭାପତି ସୂର୍ୟ୍ୟକାନ୍ତୀ ଜେନା ଓ ବିଜେଡ଼ି ନେତା କଞ୍ଜେଷ୍ଟର ଜେନା ଓ ଚିତ୍ତରଞ୍ଜନ ଦାସଙ୍କ ସହଯୋଗରେ ଓ ଭୁବନେଶ୍ୱର ପଳାସୁଣୀ ଦୁର୍ଗା ପୂଜା ମଣ୍ଡପ ନିକଟରେ ଜିଲ୍ଲା ଛାତ୍ର ବିଜେଡ଼ି
Read More...

ତାରିଖ ଘୋଷଣା ପରେ ପିପିଲି ରାଜନୀତି ସରଗରମ

ପୁରୀ : ପିପିଲି ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ପୁଣି ସକ୍ରିୟ ହେଲେଣି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ତିନି ପ୍ରମୁଖ ରାଜନୈତିକ ଦଳ । ମହାରଥୀଙ୍କ ଗଡ କୁହାଯାଉଥିବା ପିପିଲିର ବିଜେଡି ଆସନକୁ ବିଜେପି ଅକ୍ତିଆର କରି ରାଜ୍ୟ ରାଜନୀତିରେ ଇତିହାସ ସୃଷ୍ଟି କରିବାର ସ୍ୱପ୍ନ ଦେଖୁଥିବା
Read More...

ଗୁରୁ ଦିବସ ଅବସରରେ ପ୍ରଥମ ଟିଚର୍ସ କପ ହ୍ୟାଣ୍ଡବଲ ପ୍ରତିଯୋଗିତା ଆୟୋଜିତ

ଗଞ୍ଜାମ/ବ୍ରହ୍ମପୁର: ଗୁରୁ ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ହ୍ୟଣ୍ଡବଲ ସଂଘ ପକ୍ଷରୁ ଦିନିକିଆ ହ୍ୟାଣ୍ଡ ବଲ୍‌ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି । ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଆୟୋଜିତ ପ୍ରଥମ ଟିଚର୍ସ କପ ହ୍ୟାଣ୍ଡବଲ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ପ୍ରତିଯୋଗୀତାରେ
Read More...

କରୋନା ନେଲା ପୁଣି ୮ ଜୀବନ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୫୫ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Read More...

ଓଜେଇଇ ପରୀକ୍ଷା ଆରମ୍ଭ

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ଓଜେଇଇ ପରୀକ୍ଷା । କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ପରୀକ୍ଷା ହେଉଛି । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ୩ଟି ସିଫ୍ଟରେ ଚଳିତ ଥର ପରୀକ୍ଷା କରାଯାଉଛି । ପ୍ରଥମ ଦିନରେ ବି.ଫାର୍ମା ପରୀକ୍ଷା ଆରମ୍ଭ ହୋଇଛି ।ପ୍ରଥମ ସିଫ୍ଟି ସକାଳ
Read More...

ଦାରିଙ୍ଗବାଡିକୁ ଏନଏସି ମାନ୍ୟତା ଦାବି

ଦାରିଙ୍ଗବାଡି,୫/୯ : ଦାରିଙ୍ଗବାଡିକୁ ବିଜ୍ଞାପିତ ଅଂଚଳ ପରିଷଦ (ଏନଏସି ) ଘୋଷଣା କରିବା ପାଇଁ ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ଏକ ବୈଠକ ଆୟୋଜନ ହୋଇଯାଇଛି । ଏନେଇ ବୈଠକରେ ବିଜ୍ଞାପିତ ଅଂଚଳ ପରିଷଦ ଗଠନ ନିମନ୍ତେ ଏକ ୧୫ ଜଣିଆ କମିଟି ଗଠିତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାପାଳ ଓ
Read More...

ପୁଣି ରାୟଗଡ ଜିଲ୍ଲା ଅବକାରୀ ବିଭାଗରେ କେଳେଙ୍କାରୀ ଅଭିଯୋଗ

ରାୟଗଡ/୫/୯/୨୧; ପୁଣି ରାୟଗଡ ଜିଲ୍ଳା ଅବକାରୀ ବିଭାଗରେ କେଳାଙ୍କାରୀ ଅଭିଯୋଗ । ଏବେ ରାୟଗଡ ଜିଲ୍ଳାରେ ଅବକାରୀ ରାଜସ୍ୱ ଲକ୍ଷ୍ୟ ଧାର୍ଯ୍ୟ ନାମରେ ଜଣେ ନିର୍ଦ୍ଧିଷ୍ଟ ମଦ ବ୍ୟବସାୟୀଙ୍କୁ ଅହେତୁକ ଅନୁଗ୍ରହ ଦେଖାଇ ସମସ୍ତ ଅବକାରୀ ଆଇନକୁ ଉଲଂଘନ କରି ଗୁଣପୁର ପୈାରାଚଂଳର ମରାଠିଗୁଡା,ଟିକିରିର
Read More...

ସ୍କୁଟିକୁ ଧକ୍କା ଦେଲା ହାଇୱା, ଜଣେ ମୃତ

ଆଠମଲ୍ଲିକ,୫/୯- ଆଜି ଅପରାହ୍ନ ପାଞ୍ଚଟା ସମୟରେ ଆଠମଲ୍ଲିକର ଠାକୁରଗଡ଼ ଆମ୍ବସରମୁଣ୍ଡା ନବଦୀପପୁର ଛକରେ ଏକ ଦୁର୍ଘଟଣା ଘଟିଯାଇଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ଅନୁଗୁଳରୁ ନିଜ ବାପାଙ୍କ ସହିତ ଦେଖାକରି କିଶୋରନଗର ହିମିତିରା ପଂଚାୟତର
Read More...