Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ନୟାଗଡ଼ରୁ ପୁଣି ଜବତ୍ ହେଲା ଧଳା ଜହର, ୫ ଗିରଫ
ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ବ୍ରାଉନ୍ ସୁଗାର୍ କାରବାର୍ । ନୟାଗଡ଼ ହାଉସିଂ ବୋର୍ଡ କଲୋନୀରେ ଟାଉନ ପୋଲିସ ଓ ସ୍ପେଶାଲ ଟାସ୍କଫୋର୍ସ ଚଢ଼ାଉ କରି ୮୨ଗ୍ରାମ ୪୬୦ମିଲିଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୫ଜଣ ବେପାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ!-->…
Read More...
Read More...
ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ପିତୃପକ୍ଷ
ପୁରୀ : ଆଜିଠାରୁ ପିତୃପକ୍ଷ ଆରମ୍ଭ ହୋଇଛି । କୋଭିଡ କଟକଣା ଯୋଗୁ କୌଣସି ଭକ୍ତଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ନ ଥିବାରୁ ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଗହଳି ଦେଖିବାକୁ ମିଳିଛି । ବହୁ ଲୋକ ନିଜ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ!-->…
Read More...
Read More...
କୁଖ୍ୟାତ ଅପରାଧୀ ଜୟନ୍ତ ଗିରଫ
ସମ୍ବଲପୁର:ବିଗତ ଦଶ ବର୍ଷରୁ ଊର୍ଦ୍ଧ୍ୱ କାଳ ପର୍ଯ୍ୟନ୍ତ ବିଭିନ୍ନ ସଙ୍ଗୀନ ମାମଲାରେ ଲିପ୍ତରହି ପୁଲିସ ସହିତ ଲୁଚକାଳି ଖେଳୁଥିବା କୁଖ୍ୟାତ ଅପରାଧୀ ଜୟନ୍ତ ସେଠ(୪୨)କୁ ଗିରଫ କରାଯାଇଛି । ଏବିଷୟରେ ସମ୍ବଲପୁର ପୁଲିସ ଅଧ୍ୟକ୍ଷ ବାତୁଲା ଗଙ୍ଗାଧରଙ୍କ ପକ୍ଷରୁ ଆଜି କୁହାଯାଇଛି ନାକଟିଦେଉଳ ଥାନା!-->…
Read More...
Read More...
ଶ୍ରୀମନ୍ଦିର ୭୫ମିଟର ସୁରକ୍ଷା ଜୋନ ମଧ୍ୟରେ ପୁଣି ଉଚ୍ଛେଦ ଆରମ୍ଭ
ପୁରୀ: ଶ୍ରୀମନ୍ଦିର ୭୫ମିଟର ସୁରକ୍ଷା ଜୋନ ମଧ୍ୟରେ ପୁଣିଥରେ ଉଚ୍ଛେଦ ଆରମ୍ଭ ହୋଇଛି । ବାସେଳୀ ସାହି ମୌଜା ଗାଣ୍ଡୁଆଚଉରା ଛକରେ ଥିବା ୩ଟି ଘରୋଇ କୋଠାକୁ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି । ଏହି କାର୍ଯ୍ୟରେ ଗୋଟିଏ ଜେସିବି ମେସିନ ସହ ଏକ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ ।!-->…
Read More...
Read More...
ପ୍ରାପ୍ୟ ଟଙ୍କା ମାଗିଲେ ମାର୍ଫତଦାରଙ୍କଠାରୁ ମିଳୁଛି ଧମକ, ଦେଢ଼ବର୍ଷ ବିତିଯାଇଥିଲେ ସୁଦ୍ଧା ମିଳୁନି କପା ଚାଷୀଙ୍କ…
ପାଟଣାଗଡ଼ : କଲାହାଣ୍ଡି ଜିଲ୍ଲା କେଗାଁ ଅଞ୍ଚଳର କିଛି କପା ଚାଷୀ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣଧାରଣାରେ ବସି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି । ରାଧାରମଣ ଜିନିଙ୍ଗ ମିଲରକୁ ତିନି ଜଣ ମାର୍ଫତଦାର ଜରିଆରେ!-->…
Read More...
Read More...
ଗଞ୍ଜେଇ ଜବତ, ୨ ଗିରଫ
ପୁରୀ : ପୁରୀ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର ଜେନାଙ୍କ ତତ୍ତ୍ୱବଧାନରେ ଜିଲ୍ଲା ଅବକାରୀ ସଦର ରେଞ୍ଜ ନିରୀକ୍ଷିକା ମାନସୀ ସାହୁ ଏବଂ ମୋବାଇଲି ସ୍କ୍ୱାଡ଼ର ଉପ- ନିରୀକ୍ଷିକା ମମତା କୁମାରୀ ଦାଶଙ୍କ ନେତୃତ୍ୱରେ ନୟାଗଡ ଜିଲ୍ଲାରୁ ଗଂଜେଇ ଆଣି ଦଣ୍ଡୁଆସିପଡା,!-->…
Read More...
Read More...
ରାଜ୍ୟରେ ପୁଣି ଚିହ୍ନଟ ହେଲେ ୪୬୨ କରୋନା ପଜିଟିଭ, ୫ ମୃତ
ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ଜଣ ୧୮ ବର୍ଷରୁ କମ୍ ବର୍ଗର। ୪୬୨ ଆକ୍ରାନ୍ତଙ୍କ ମଧ୍ୟରୁ ୨୬୮ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୯୪ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୧ ଜଣ ଚିହ୍ନଟ!-->…
Read More...
Read More...
ପିପିଲି ଉପନିର୍ବାଚନ ପାଇଁ ଜୋର୍ ଧରିଲା ପ୍ରଚାର
ପୁରୀ,୨୦/୯- ପିପିଲି ଉପନିର୍ବାଚନ ପାଇଁ ଅ ।ଜି ଠାରୁ ଜୋର ଧରିଲା ପ୍ରଚାର । ଗଁ । ମୁହଁ । ହେଲେ ନେତା । ବିଜେପି ପ୍ରାର୍ଥୀ ଅ ।ଶ୍ରିତ ପଟ୍ଟନାୟକ ପିପିଲି ଦାଣ୍ଡମୁକୁନ୍ଦପୁର ଠାରୁ ନିଜେ ପ୍ରଚାରର ମଙ୍ଗ ଧରିଥିବା ବେଳେ ନିଜ ଜନ୍ମମାଟିରୁ ପାଣିଦୋଳ ପଞ୍ଚାୟତରୁ ପ୍ରଚାର ଅ ।ରମ୍ଭ କଲେ ବିଜେଡି!-->…
Read More...
Read More...
ପିପିଲି ଉପନିର୍ବାଚରେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ
ପୁରୀ,୨୦/୯- ପୁରୀ ପିପିଲି ଉପନିର୍ବାଚନ ନେଇ ଆଜିଠାରୁ ବିଧିବଦ୍ଧ ପ୍ରଚାର ଆରମ୍ଭ ହୋଇଛି । ତେବେ ଶାନ୍ତି ଶୃଙ୍ଖଳା ପାଇଁ ଆଜି ପୋଲିସ ପକ୍ଷରୁ ପିପିଲି ଫ୍ଲାଗ ମାର୍ଚ୍ଚ କରାଯାଇଛି । ୩ କମ୍ପାନୀ ବିଏସଏଫ୍ ଏହି ଫ୍ଲାଗମାର୍ଚ୍ଚରେ ସାମିଲ ହୋଇଛ଼ନ୍ତି । ସେହିପରି ବିଭିନ୍ନ ସ୍ଥାନରେ ପୋଲିସ!-->…
Read More...
Read More...
କରୋନା ଟୀକା ନେଲେ ୨୯୧ ମହିଳା ଓ ପୁରୁଷ
ବୌଦ୍ଧ/ଜହ୍ନ ।ପଙ୍କ,୨୦/୯- ବୌଦ୍ଧବ୍ଲକ ଖୁଣ୍ଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନ ।ପଙ୍କ ଅଙ୍ଗନବାଡି କେନ୍ଦ୍ର ଠାରେ ଆଜି ପୂର୍ବାହ୍ନ ୯ ଟାରୁ କରୋନା ଟୀକା ଦିଆଯାଇଥିଲା । ଏହି ଟୀକା ଦାନ କେନ୍ଦ୍ରରେ ୧୮ ରୁ ୪୫ ବର୍ଷ ର ମହିଳା ଓ ପୁରୁଷ ଟୀକା ନେଇଥିଲେ । ସମୁଦାୟ ୪୫୦ ଜଣ ଭେକ୍ସିନ ଆସିଥିବା!-->…
Read More...
Read More...