Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବିଜେଡିର ମିଥ୍ୟା ଅଭିଯୋଗକୁ ଖଣ୍ଡନକରି କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
ଦାରିଙ୍ଗବାଡ଼ି,୨୧/୯: ଦାରିଙ୍ଗବାଡ଼ି ବ୍ଲକରେ କଂଗ୍ରେସ ଓ ବିଜେଡି ଦଳ ମଧ୍ୟରେ ଲାଗି ରହିଥିବା ଛକାପଞ୍ଝା ତୀବ୍ର ରୂପ ନେଇଛି । ୩ଦିନ ତଳେ ଜି-ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ସରକାରୀ ଜମିକୁ ହଡପ କରି ସେଠାରେ ନିଜର କୋଠା ନିର୍ମାଣ କରିବାସହ ବ୍ଲକର ସହକାରୀ ନିର୍ବାହୀଯନ୍ତ୍ରୀ ଙ୍କୁ!-->…
Read More...
Read More...
ପାଞ୍ଚ ଦଫା ଦାବୀ ନେଇ ରାସ୍ତା ଅବରୋଧ
ପାଟଣାଗଡ଼,୨୧/୯- ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଧୂମାଭଟା ଠାରେ ସଇଁତଳା ବେଲପଡ଼ା ଓ ପାଟଣାଗଡ଼ ମୁରିବାହାଲ ସଂଯୋଗ କରୁଥିବା ଧୂମାଭଟା ଚାରି ଛକୁ ଠାରେ ବେଲପଡ଼ା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ସରକାରୀ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସ୍କୁଲ ଫି ଛାଡ,!-->…
Read More...
Read More...
ପୂର୍ବତନ ମନ୍ତ୍ରୀ ନବବର ପ୍ରଧାନଙ୍କ ଶ୍ରାଦ୍ଧଦିବସ ପାଳିତ
ବୌଦ୍ଧ,୨୧/୯- ଆଜି ପୂର୍ବତନ ମନ୍ତ୍ରୀ ନଟବର ପ୍ରଧାନଙ୍କ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବୌଦ୍ଧ ବିଧାୟକ ପ୍ରଦିପ ଅମାତ ଏନଏସିଛକ ସ୍ଥିତ ନଟବରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ତାଙ୍କର ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ!-->…
Read More...
Read More...
ଶାଳିଆ ନଦୀରେ ଭାସିଗଲେ ବୃଦ୍ଧ; ୨୪ ଘଣ୍ଟା ପରେ ବି ମିଳୁନି ପତ୍ତା
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଣପୁର ଶାଳିଆ ନଦୀରେ ଭାସିଯାଇ ବୃଦ୍ଧ ନିଖୋଜ ଘଟଣା। ୨୪ଘଣ୍ଟା ପରେ ବି ମିଳିନି ବୃଦ୍ଧଙ୍କ ପତ୍ତା। ଗତକାଲି ସକାଳେ ଶୌଚ ହେବାକୁ ଯାଇଥିବାବେଳେ ଶାଳିଆ ନଦୀର ଜାମୁଆ ତୁଠରେ ମାଣିକପୁର ଗାଁର ଚରଣ ବେହେରା ଭାସିଯାଇଥିଲେ।
ସ୍ଥାନୀୟଲୋକ ଖବର ଦେବା!-->!-->!-->!-->!-->…
Read More...
Read More...
ପିପିଲିରେ ବିଜେପିର ରାସ୍ତାରୋକ
ପୁରୀ : ପିପିଲିରେ ରାଜନୈତିକ ଅଶାନ୍ତି । ବିଜେପି ପତାକା ଚିରିବା ଓ ପ୍ରଚାର ଗାଡ଼ି କୁ ବାଡେଇବା ଅଭିଯୋଗରେ ରାସ୍ତାରୋକ କଲେ ବିଜେପି କର୍ମୀ । ପିପିଲି କଣ୍ଟି ବାରିମୂଳ ଛକରେ ପ୍ରଚାର ଗାଡି ଡ୍ରାଇଭରକୁ ବିଜେଡ଼ି କର୍ମୀ ବାଡେଇବା ଅଭିଯୋଗରେ ପିପିଲି-ଜଟଣୀ ରାସ୍ତା ଅବରୋଧ କରିଥିଲା ବିଜେପି!-->…
Read More...
Read More...
ରନ ମେସିନ ମିତାଲିଙ୍କ ନାମରେ ଯୋଡି ହେଲା ଆଉ ଏକ ରେକର୍ଡ
ନୂଆଦିଲ୍ଲୀ : ଭାରତର ମହିଳା ଦିନିକିଆ ଦଳର ଅଧିନାୟକ ମିତାଲି ରାଜ ଆଉ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟ୍, ଲିଷ୍ଟ ଏ ଏବଂ ଟି -୨୦ କ୍ରିକେଟ୍ ତଥା ସମସ୍ତ ଫର୍ମାଟକୁ ମିଶାଇ ନିଜ କ୍ୟାରିୟରରେ ୨୦ ହଜାର ରନ୍ ସ୍କୋର କରିବାରେ ସକ୍ଷମ ହୋଇଛନ୍ତି । ଅଷ୍ଟ୍ରେଲିଆ!-->…
Read More...
Read More...
ଓଡିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ ମେଗା ରକ୍ତ ଦାନ ଶିବିର
ସୁବର୍ଣ୍ଣପୁର: ଓଡିଶା ମୋ ପରିବାର ଆନୁକୂଲ୍ୟରେ ଓ ଜ଼ିଲ୍ଲା ଭାରତ ସ୍କାଉଟ ଗାଇଡ଼ ପକ୍ଷରୁ ଆୟୋଜନ ହୋଇଥିଲା ବିରାଟ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଆଜି ସୁବର୍ଣ୍ଣପୁରର ମହାରାଜା ହାଇସ୍କୁଲଠାରେ ଏକ ଜୀବନ ବିନ୍ଦୁ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଏହି!-->!-->!-->!-->!-->…
Read More...
Read More...
ରତ୍ନଭଣ୍ଡାର ଖୋଲିବାକୁ ଦାବି କଲା ଶ୍ରୀଜଗନ୍ନାଥ ଭକ୍ତ ପରିଷଦ
ପୁରୀ : ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଦୀର୍ଘ ୪୪ ବର୍ଷ ହେବ ଖୋଲାଯାଇନାହିଁ । ଏଭଳି ସ୍ଥଳେ ରତ୍ନଭଣ୍ଡାର ଭିତରେ ଥିବା ମହାପ୍ରଭୁଙ୍କ ସ୍ୱର୍ଣ୍ଣ ଅଳଙ୍କାର ସୁରକ୍ଷିତ ଅଛି କି ନାହିଁ ସେ ନେଇ ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି । ତୁରନ୍ତ ରତ୍ନଭଣ୍ଡାର!-->…
Read More...
Read More...
ଆଉନାହାନ୍ତି ଚଢେୟାପଲ୍ଲୀ ସରପଞ୍ଚ
ଦଶପଲ୍ଲା :ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଆଦିବାସୀ ବହୁଳ ଚଢେୟାପଲ୍ଲୀ ପଞ୍ଚାୟତ ସରପଞ୍ଚ ପ୍ରସନ୍ନ କୁମାର ନାୟକ ( ୪୦ )ଙ୍କ ପରଲୋକ ଘଟିଛି । ସେ ଗତ ୬ ମାସ ହେଲା କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ବେଳେ ଦେଢ଼ ମାସ ହେଲା ଘରକୁ ଆସିଥିଲେ । ହେଲେ ଗତକାଲି!-->…
Read More...
Read More...
ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଦେଖାଦେଇଛି । ନାମଲେଖା ଫିସ୍ ବୃଦ୍ଧି ଘଟଣାକୁ ତୀବ୍ର ବିରୋଧ କରି ମହାବିଦ୍ୟାଳୟର ପ୍ରଶାସନିକ ବ୍ଲକ୍ ରେ ତାଲା ପକାଇ ଧାରଣାରେ ବସିଛନ୍ତି ଶହଶହ ଛାତ୍ରଛାତ୍ରୀ ।କନ୍ଧମାଳ ଜିଲ୍ଲାର ବହୁ ପୁରାତନ!-->…
Read More...
Read More...