Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ମାସ୍କ ବଣ୍ଟନ ସହିତ ବାଲ୍ୟବିବାହ ସଚେତନ କାର୍ଯ୍ୟକ୍ରମ
ହରଭଙ୍ଗା,୪/୯- କରୋନା ତୃତୀୟ ଲହରର ଆଶଙ୍କାକୁ ଆଖି ଆଗରେ ରଖି ସେବା କ୍ଷେତ୍ରରେ ଆଗେଇ ଆସିଛି ଲୋକ କଳା ବିକାଶ କେନ୍ଦ ସରସରା । ତୃତୀୟ ଲହରରେ ମୁଖ୍ୟତଃ ଶିଶୁମାନେ ଆକ୍ରାନ୍ତ ହେବେ ବୋଲି ଗବେଷକ ମାନେ ମତଦାନ କରିଛନ୍ତି । ମହିଳା ଓ ଶିଶୁ ମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ!-->…
Read More...
Read More...
ମୁଣ୍ଡିପଦର ହାଇସ୍କୁଲରେ ୩୬ ୟୁନିଟ ରକ୍ତ ସଂଗ୍ରହ
ବୌଦ୍ଧ/ଜହ୍ନ ।ପଙ୍କ,୪/୯- ବୌଦ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିପଦର ନୋଡ଼ାଲ ଉଚ୍ଚ ଼ ବିଦ୍ୟାଳୟରେ ବୌଦ୍ଧଜିଲ୍ଲା ଭାରତ ସ୍କାଉଟ ଗାଇଡ଼ ଓ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ!-->…
Read More...
Read More...
ଆଶୀର୍ବାଦ ଯୋଜନା ସମ୍ପର୍କିତ କର୍ମଶାଳା
ନବରଙ୍ଗପୁର ,୪/୯- ଗତ ୨୦୨୦ ଏପ୍ରିଲ ପହିଲାଠାରୁ ଉଭୟ ବାପା ,ମା କିମ୍ବା ପରିବାରର ମୁଖ୍ୟ ଉପାର୍ଜନକାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷାଦୀକ୍ଷା ଭରଣ ପୋଷଣ ତଥା ଯତ୍ନ ପାଇଁ ଓଡିଶା ସରକାରଙ୍କ ଦ୍ୱାରା ଘୋଷିତ ହୋଇଥିବା ଆଶୀର୍ବାଦ ଯୋଜନା ସମ୍ପର୍କିତ କର୍ମଶାଳା ଆଜି ଜିଲ୍ଲାପାଳ ଡଃ ଅଜିତ!-->…
Read More...
Read More...
ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଇଂରାଜୀ ସମ୍ମାନରେ ଚତୁର୍ଥସ୍ଥାନ
ହରଭଙ୍ଗା,୪/୯- ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣା କଟକର ଛାତ୍ର ମୋଯେସ ବାରିକ, ଚଳିତବର୍ଷ ଇଂରାଜୀ ସମ୍ମାନ ପରୀକ୍ଷାରେ ୭୬ ପ୍ରତିଶତ ନମ୍ବର ରଖି ବିଶ୍ୱବିଦ୍ୟାଳୟର ଚତୁର୍ଥ ସ୍ଥାନରେ ଡିଷ୍ଟିକସନରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉକ୍ତ ଡିଗ୍ରୀ!-->…
Read More...
Read More...
ସାହାଯ୍ୟର ହାତ ବଢାଇଲେ ଅଲଓଡ଼ିଶା ମୋଟର ଚାଳକ ସଂଘ
ବ୍ରହ୍ମପୁର,୪/୯: ଅଲଓଡିଶା ପରିବହନ ମୋଟର ଚାଳକ ସଙ୍ଘ ଗଞ୍ଜାମ ଜିଲ୍ଲା ତରଫରୁ ସଙ୍ଘର ଏକ ଡ୍ରାଇଭର ଭାଇ ବଂଶୀଧର ବେହେରା, ଗ୍ରାମ ବିରିକୋଟ ଥାନା ଭଞ୍ଜନଗର ମହାରାଷ୍ଟ୍ର ରାଜ୍ୟର ଭଣ୍ଡାରା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସେ ସେଠାକାର ହସ୍ପିଟାଲ ଠାରେ ଚିକିତ୍ସା ହୋଇ ଘରକୁ ଫେରିଥିଲେ ।!-->…
Read More...
Read More...
ତ୍ରିବେଣୀ ସଂଗମ ଠାରେ ସାମୁହିକ ଅସ୍ଥି ବିସର୍ଜନ ପାଇଁ ମାରୱାଡି ଯୁବା ମଞ୍ଚର ପ୍ରୟାସ
ସମ୍ବଲପୁର, ୪/୯- ପୂର୍ବବର୍ଷ ପରି ଏବର୍ଷ ମଧ୍ୟ ମାରୱାଡି ଯୁବା ମଞ୍ଚ ପବିତ୍ର ତ୍ରିବେଣୀ ସଂଗମ ଠାରେ ସାମୁହିକ ଅସ୍ଥି ବିସର୍ଜନ ପାଇଁ ପ୍ରୟାସ କରୁଛି । ଏବିଷୟରେ ବିସ୍ତୃତ ସୂଚନା ଦେବାପାଇଁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ କରାଯାଇଥିଲା । ମାଯୁମର ମୁଖପାତ୍ର ଭାବେ ଦୀନେଶ!-->…
Read More...
Read More...
ବିଜ୍ଞାନ ପ୍ରଦର୍ଶନୀ ମେଳା
ପାରଳାଖେମୁଣ୍ଡି,୪/୯- କୋଭିଡ-୧୯ର ଗାଇଡ଼୍ ଲାଇନ୍କୁ ପାଳନକରି ଆଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡି ଠାରେ ଗଣପତି ସାବତ ଫାଉଣ୍ଡେସନ,ଭୁବନେଶ୍ୱର ଆନୁକୂଲ୍ୟରେ ହାଇସ୍କୁଲ ପିଲାଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ବିଜ୍ଞାନ ପ୍ରଦର୍ଶନୀ!-->…
Read More...
Read More...
ଓଟିଡିସିର ୪୨ତମ ପ୍ରତିଷ୍ଠା ଦିବସ ପାଳିତ
ବ୍ରହ୍ମପୁର,୪/୯: ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୨ ତମ ପ୍ରତିଷ୍ଠା ଦିବସ ଗୋପାଳପୁରସ୍ଥିତ ପାନ୍ଥନିବାସ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପାନ୍ଥନିବାସ ମ୍ୟାନେଜର ସନ୍ତୋଷ ସାମନ୍ତରାୟଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ!-->…
Read More...
Read More...
ସ୍ୱର୍ଣ୍ଣପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦଙ୍କୁ ବାଲୁକାଶିଳ୍ପୀ ସୁଦର୍ଶନଙ୍କ ଶୁଭେଚ୍ଛା ବାର୍ତ୍ତା
ପୁରୀ,୪/୯- ଟୋକିଓରେ ଚାଲିଥିବା ପାରାଅଲମ୍ପିକ ରେ ବ୍ୟାଡ ମିଣ୍ଟନ ରେ ସ୍ୱର୍ଣ୍ଣପଦକ ଜିତିଛନ୍ତି ଓଡ଼ିଆ ପୁଅ ପ୍ରମୋଦ ଭଗତ । ଏଥିପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଦେଶକୁ ସେ ଗର୍ବିତ କରିଥିବା ହେତୁ ବିଭିନ୍ନ ମହଲରୁ!-->…
Read More...
Read More...
ନେହେରୁ ଯୁବକେନ୍ଦ୍ର ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି,୪/୯- କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ଅବସ୍ଥିତ ଜିଲ୍ଲାପାଳଙ୍କ ମୁଖ୍ୟ ବାସଭବନ ଠାରେ ୭୫ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି!-->…
Read More...
Read More...