Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜିଲ୍ଲାସ୍ତରୀୟ ବିଜେପିର ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆରମ୍ଭ
ବୌଦ୍ଧ,୧୯/୯- ସେବା ଓ ସମର୍ପଣ ୨୦ ଦିନିଆ ଜିଲ୍ଲା ଓ ମଣ୍ଡଳସ୍ତରୀୟ କାର୍ଯ୍ୟକ୍ରମ ଅନ୍ତର୍ଗତ ତୃତୀୟ ଦିନରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଓ ସିଙ୍ଗଲ୍ ବ୍ୟବହାର ପ୍ଲାଷ୍ଟିକ୍ ବସ୍ତୁ ବ୍ୟବହାର ବର୍ଜନ ଉପରେ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କ ସହ ନଗର ମଣ୍ଡଳ କର୍ମକର୍ତ୍ତା ବୃନ୍ଦ ମିଳିତ ଭାବରେ!-->…
Read More...
Read More...
ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ମନୋରମାଙ୍କ ଶେଷକୃତ୍ୟ ସମ୍ପନ୍ନ
ପୁରୀ: ବିଶିଷ୍ଟ ସାହିତ୍ୟିକା, ଶିକ୍ଷାବିତ୍ ତଥା ସମାଜର ପୂର୍ବତନ ସମ୍ପାଦିକା ଡ. ମନୋରମା ମହାପାତ୍ରଙ୍କ ଆଜି ପୁରୀ ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ମନୋରମାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତାଙ୍କର ଅନ୍ତିମ ଯାତ୍ରାରେ ଲୋକସେବକ ମଣ୍ଡଳର ବହୁ ବରିଷ୍ଠ ସଦସ୍ୟଙ୍କ ସମେତ!-->…
Read More...
Read More...
ଫେରିବ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ସୁଖୀ ଦାମ୍ପତ୍ୟ ଜୀବନ
ଭୁବନେଶ୍ୱର: କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ୍ର ସୁପରଷ୍ଟାର ଅନୁଭବ ମହାନ୍ତି ଓ ଓଲିଉଡ୍ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସୁଖୀ ଦାମ୍ପତ୍ୟ ଜୀବନ ଖୁବ୍ଶୀଘ୍ର ଫେରିଆସିବ ବୋଲି ସମ୍ଭାବନା ପ୍ରକାଶ ପାଇଛି । ଉଭୟ ଏହି ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ସେମାନଙ୍କ ସାମାଜିକ!-->…
Read More...
Read More...
ଓଡିଶା-ଆନ୍ଧ୍ର ସୀମାନ୍ତର ବିବାଦୀୟ ମାଣିକପାଟଣା ଗ୍ରାମରେ ମୋହନା ବିଧାୟକ
ପାରଳାଖେମୁଣ୍ଡି : ଓଡିଶା-ଆନ୍ଧ୍ର ସୀମାନ୍ତରେ ପ୍ରଶାସନିକ ଅବହେଳା ଯୋଗୁଁ ଛନ୍ଦି ହୋଇ ପଡିଥିବା ଗଜପତି ଜିଲ୍ଲା ରାୟଗଡ ବ୍ଲକର ଆଦିବାସୀ ବହୁଳ ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଗ୍ରାମକୁ ଗଜପତି ଜିଲ୍ଲା କଂଗ୍ରେସର ଏକ ପ୍ରତିନିଧି ଦଳ ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା!-->…
Read More...
Read More...
ବିଞ୍ଝାଲ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ
ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ସର୍ବଭାରତୀୟ ବିଞ୍ଝାଲ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ ପର୍ଲିମାଲ ଗ୍ରାମର ହାଇସ୍କୁଲ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠିତ ନୂଆଁଖାଇ ଭେଟଘାଟ କାର୍ଯ୍ୟ କ୍ରମରେ ବେଲପଡା ବ୍ଳକ ସଭାପତି ସୁଗ୍ରେସ ମାଝୀଙ୍କ!-->…
Read More...
Read More...
ଜିଲ୍ଲା ପ୍ରେସ କ୍ଳବ ଫୁଲବାଣୀ ପକ୍ଷରୁ ସାହିତ୍ୟିକା ମନୋରମାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ଫୁଲବାଣୀ : ସମାଜର ପୂର୍ବତନ କାର୍ଯ୍ୟକାରୀ ସଂପାଦିକା ପ୍ରଫେସର ଡକ୍ଟର ମନୋରମା ମହାପାତ୍ରଙ୍କ ପରଲୋକରେ ରବିବାର ଫୁଲବାଣୀ ଜିଲ୍ଲା ପ୍ରେସ କ୍ଲବରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା । ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶୋକସଭାରେ ପ୍ରଥମେ ସ୍ୱର୍ଗତ ପ୍ରଫେସର!-->…
Read More...
Read More...
ଓଲଟିଲା ଡଙ୍ଗା, ୨ ମତ୍ସ୍ୟଜୀବୀ ନିଖୋଜ
ପାରାଦ୍ୱୀପ : ନେହେରୁବଙ୍ଗଳା ମହାନଦୀ ମୁହାଣରେ ଅଘଟଣ । ଓଲଟିଲା ମାଛଧରା ବୋଟ । ଡଙ୍ଗାରେ ଥିଲେ ୭ଜଣ ମତ୍ସ୍ୟଜୀବୀ । ୫ଜଣ ଉଦ୍ଧାର ହୋଇଥିବା ବେଳେ ୨ ଜଣ ମତ୍ସ୍ୟଜୀବୀ ନିଖୋଜ ଥିବା ସୂଚନା ମିଳିଛି । ସମସ୍ତ ମତ୍ସ୍ୟ ଜୀବୀ ପାରାଦୀପ ଷଣ୍ଢକୁଦ ବସ୍ତି ଅଞ୍ଚଳର ବୋଲି ଜଣାପଡିଛି । ତେବେ ମୁହାଣରେ!-->…
Read More...
Read More...
କେନାଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ପାରାଦ୍ୱୀପ : ଭୁତମୁଣ୍ଡାଇ ଫୁଲବେଲାରୀ କେନାଲରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ କୁଜଙ୍ଗ ବ୍ଲକ କୋଠିଆସାହି ଗ୍ରାମର ଭଗବାନ ଘଡେ଼ଇ ବୋଲି ଜଣାପଡିଛି । ଗତ ତିନିଦିନ ହେଲା ଭଗବାନ ଘରୁ ନିଖୋଜ ଥିଲେ । ଶୁକ୍ରବାର ସନ୍ଧ୍ୟାରେ ଭଗବାନ ଘରୁ ବାହାରି ବଜାରକୁ ଯାଇଥିଲେ ।!-->…
Read More...
Read More...
ଆଇଓସିଲ ତେଲ ଡିପୋରେ ଅଗ୍ନିକାଣ୍ଡ
ପାରାଦୀପ : ତେଲ ଡିପୋରେ ନିଆଁ । ପାରାଦୀପ ଆଇଓସିଲ ତେଲ ଡିପୋରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ୨ଟି ଦମକଳ ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିବା ଜଣାପଡିଛି । ସୂଚନା ମୁତାବିକ, ପାରାଦୀପ ବାଉରିଆପାଳନ୍ଦାରେ ଥିବା ଆଇଓସିଲ ଗ୍ୟାସ୍ ମାର୍କେଟିଂ!-->…
Read More...
Read More...
ଆସନ୍ତାକାଲିଠୁ ପୁଣି ଭକ୍ତଙ୍କ ପାଇଁ ଖୋଲିବ ଜଗାଦୁଆର
ପୁରୀ : ଗୋଟିଏ ଦିନର ବିରତି ପରେ ଆସନ୍ତାକାଲି ଠାରୁ ପୁଣି ଆରମ୍ଭ ହେବ ଜଗାଦର୍ଶନ । ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ଭିତର ଓ ବାହାର ଅଂଚଳକୁ ସାନିଟାଇଜ କରାଯାଇଛି । ପୁରୀ ଅଗ୍ନିଶମ ବିଭାଗର ଆଗ୍ନିକ ମାନେ ଜୋତାଷ୍ଟାଣ୍ଡ ଓ ବ୍ୟାରିକେଡ଼ ଠାରୁ ଆରମ୍ଭ କରି ଶ୍ରୀମନ୍ଦିର ବାଇଶିପାହାଚ ସମେତ!-->…
Read More...
Read More...