Browsing Category

ରାଜ୍ୟ

ଡ୍ରେନ୍‌ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ଘଟଣା, ସହାୟତା ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜଧାନୀ ଶତାବ୍ଦୀ ନଗର ଡ୍ରେନ୍‌ରେ ଭାସିଯାଇ ଛାତ୍ରଙ୍କ ମୃତ୍ୟୁ ଘଟଣା । ମୃତ ଛାତ୍ରଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୃତ ଜ୍ୟୋତିପ୍ରକାଶଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ
Read More...

ବାରହା ଆକ୍ରମଣରେ ଜଣେ ଗୁରୁତର

ଗଞ୍ଜାମ: ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର ଲାଠିପଡା ବିଟ ଅନ୍ତର୍ଗତ ପାଲକାଟୁ ଗ୍ରାମରେ ବାରହା ଆକ୍ରମଣରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ଯୋଗୀ ଭୂୟାଁ (୫୦) । ସୂଚନା ପ୍ରକାରେ ଯୋଗୀ ବିଲରେ କାମ କରୁଥିବା ବେଳେ ହଠାତ ନିକଟସ୍ଥ ଜଙ୍ଗଲରୁ ଏକ ବାରହା ବାହାରି ଆସି
Read More...

ସମ୍ଭାବ୍ୟ ତୃତୀୟ ଲହର ନେଇ ଏମିତି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : କରୋନା ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି, ସମ୍ଭାବ୍ୟ ତୃତୀୟ ଲହରକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ସହିତ ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ମଧ୍ୟରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ସାମ୍ଭାବ୍ୟ କରୋନାର
Read More...

ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ୱର : ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ । ମୃତ୍ୟୁ ରହସ୍ୟ ଉପରି ପରଦା ହଟାଇବାକୁ ପ୍ରାଣପଣେ ଚେଷ୍ଟା କରିବାରେ ଲାଗିଛି କ୍ରାଇମବ୍ରାଞ୍ଚ । ଶନିବାର ଦିନ ଡିଏଫଓ ସଂଗ୍ରାମକେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକ୍ସନ
Read More...

ଲୋଇସିଂହା ବିଜେପିର ରକ୍ତଦାନ ଶିବିର

ବଲାଙ୍ଗୀର: ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ତମ ଜନ୍ମତ୍ସୋବକୁ ବିଜେପି ଦଳ ତରଫରୁ ଦେଶସାରା ସେବା ଓ ସମର୍ପଣ ଅଭିଯାନ ନାମରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ଏ ଅବସରରେ ଆଜି ଲୋଇସିଂହା ବିଜେପି ତରଫରୁ ବୁର୍ଡା ସ୍ଥିତ କଲ୍ୟାଣ ମଣ୍ଡପଠାରେ ରକ୍ତଦାନ ଶିବିର ଆୟୋଜନ
Read More...

ବନ୍ଧୁକ ଚାଳନାରେ ସୋନପୁରର ଗୋଲଡେନ ଗାର୍ଲ “ଦିବ୍ୟାଶା’

ସୁବର୍ଣ୍ଣପୁର : ସମ୍ପ୍ରତି ଓଡିଶା ରାଜ୍ୟ ରାଇଫଲ ଏସୋସିଏସନ ଆନୁକୁଲ୍ୟରେ ୧୦ମ ରାଜ୍ୟ ସୁଟିଙ୍ଗ ପ୍ରତିଯୋଗିତା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତପ୍ରତିଯୋଗିତାରେ ସୋନପୁରର ୧୩ ବର୍ଷ ବୟସ୍କ ଝିଅ "ଦିବ୍ୟଶା ପ୍ରିୟଦର୍ଶିନୀ ଚୋପଦାର’ ଉତ୍କୃଷ୍ଟ ପ୍ରଦର୍ଶନ ସହିତ୧୭୭ ଓପନ ସାଇଟ ରାଇଫଲ
Read More...

ଡ୍ରେନରୁ ମିଳିଲା ଛାତ୍ରଙ୍କ ମୃତଦେହ

ଭୁବନେଶ୍ୱର: ରାଜଧାନୀ ମୁକୁଳା ଡ୍ରେନ୍‌ରେ ପଡି ଭାସିଯାଇଥିବା ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ମିିଳିଲା ମୃତଦେହ। ୧୮ଘଣ୍ଟା ପରେ ପଞ୍ଚସଖା ନଗର ଡ୍ରେନ୍‌ରୁ ଠାବ ହୋଇଛି ଜ୍ୟାେତିଙ୍କ ମୃତଦେହ ।ଗତକାଲି ବରମୁଣ୍ଡା ଶତାଦ୍ଦୀ ନଗରର ଲେନ୍‌-୯ ଡ୍ରେନ୍‌ ନମ୍ବର ୮-ଏ ରେ ଜଣେ ଦଶମ ଶ୍ରେଣୀ ଛାତ୍ର
Read More...

ପିପିଲି ଉପନିର୍ବାଚନ ପାଇଁ ଆସନ୍ତାକାଲି ଠାରୁ ପ୍ରଚାର ଅଭିଯାନ ଆରମ୍ଭ

ପୁରୀ,୧୯/୯- ଆସନ୍ତାକାଲି ଠାରୁ ପିପିଲି ଉପନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ସବୁ ରାଜନୈତିକ ଦଳ ପ୍ରଚାର ଅଭିଯାନ ଆରମ୍ଭ କରିବେ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏଥିପାଇଁ ଏବେ ଚଳଚଞ୍ଚଳ ବିଭିନ୍ନ ରାଜନୈତିକ ଦଳର ଶିବିର । ବିଧିବଦ୍ଧ ଭାବରେ ଅ ।ସନ୍ତା କାଲିଠାରୁ ନିଜର ସମର୍ଥକ
Read More...

ଚାରଭାଟିରେ ଜୋତ୍ସ୍ନା ଦିକ୍ଷୀତଙ୍କ ସୁନ୍ଦରାକାଣ୍ଡ: ଶ୍ରୀରାମ ରସାମୃତରେ ବିଭୋର ଦର୍ଶକ

କଣ୍ଟାମାଳ,୧୯/୯- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଚାରଭାଟି ବିଶ୍ୱକର୍ମା ପୂଜା କମିଟି ଓ ଗ୍ରାମବାସୀଙ୍କ ଦ୍ୱାରା ସୁନ୍ଦରାକାଣ୍ଡ ରାମାୟଣ ପାରାୟଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ୟାସଭାବେ ଜୋତ୍ସ୍ନା ଦିକ୍ଷୀତ ଓ ସହଯୋଗୀ ବର୍ଷାରାଣୀ ବହିଦାର ରାମାୟଣ ପାଠ କରିଥିଲେ ।
Read More...

ପୁରୁଣାକଟକ ମା ଭୈରବୀଙ୍କ ଷୋଳ ପୂଜା ପାଇଁ ପ୍ରସ୍ତୁତି ବୈଠକ

ହରଭଙ୍ଗା/ପୁରୁଣାକଟକ,୧୯/୯- ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ପୁରୁଣାକଟକ ସ୍ଥିତ ମା' ଭୈରବୀଙ୍କ ପୀଠରେ ଷୋଳ ପୂଜା ପାଇଁ ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର ପରିଚଳନା କମିଟି ସଭାପତି ସୁରେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଷୋଳ ପୂଜା ସମ୍ପର୍କିତ ବିଭିନ୍ନ
Read More...