Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପିଆଶାଳ କାଠ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ୨ ଗିରଫ
ବାଲିଗୁଡ଼ା: ପିଆଶାଳ କାଠ ପଟା ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବନ ବିଭାଗ ପକ୍ଷରୁ ଚଢ଼ାଉ । ଚୋରାଚାଲାଣ ବେଳେ ମାଦାଗୁଡ଼ା ନିକଟରୁ ପିକ୍ଅପ୍ ଭ୍ୟାନ୍ ସହ ୧୯ଖଣ୍ଡ ପିଆଶାଳ କାଠ ପଟା ଜବତ କରିବା ସହ ଘଟଣାରେ ଦୁଇଜଣ ଚାଲାଣକାରୀ ଗିରଫ କରିଛି ବନବିଭାଗ । ଜବତ କାଠର!-->…
Read More...
Read More...
ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଭୁପେନ୍ଦ୍ର ପଟେଲ
ଅହମ୍ମଦାବାଦ: ଭୁପେନ୍ଦ୍ର ପଟେଲ ଗୁଜୁରାଟର ସିଏମ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ଗ୍ରହଣ ସମାରୋହରେ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ। ଗୁଜୁରାଟର 17 ତମ ମୁଖ୍ୟମନ୍ତ୍ରୀ ଭାବରେ ପଟେଲ ଶପଥ ଗ୍ରହଣ କରିଛନ୍ତି।
Read More...
Read More...
ଭୁଶୁଡିଲା ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱତୀୟ କ୍ୟାମ୍ପସ ପାଚେରୀ
ଚଣ୍ଡିଖୋଲ: ଚଣ୍ଡିଖୋଲ ନିକଟସ୍ଥ ସିହାଠାରେ ନବନିର୍ମିତ ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ପାଚେରୀ ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ଠିକା ସଂସ୍ଥାର ନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ରବିବାର ରାତିରେ ଲଘୁଚାପ ବର୍ଷା ସମୟରେ ପାଚେରୀ ଭୁଷୁଡି ପଡିଛି । କ୍ୟାମ୍ପସ ନିର୍ମାଣ!-->…
Read More...
Read More...
ଲଘୁଚାପ ପ୍ରଭାବରେ ଦାରିଙ୍ଗବାଡିରେ ଲଗାଣ ବର୍ଷା : ଡାଇଭର୍ସନର ଉଭୟ ପାର୍ଶ୍ୱର ମାଟି ଧଶିଲା,ମରାମତି କାର୍ଯ୍ୟ ଜାରି
ଦାରିଙ୍ଗବାଡି: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ଧରି ଲାଗିରହିଥିବା ବର୍ଷାରେ ବେହାଲ ହୋଇଛି । ସମଗ୍ର ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ହେତୁ ପରିସ୍ଥିତି ଶୋଚନୀୟ ହୋଇପଡିଛି । କନ୍ଧମାଳ ଜିଲ୍ଲା ଅରେଞ୍ଜ ଜୋନରେ ଥିଲେ ସୁଦ୍ଧା ୨ଦିନ ଧରି ଲଗାଣ!-->…
Read More...
Read More...
ବୌଦ୍ଧ: ଲଘୁଚାପ ଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ, ଜିଲ୍ଲାରେ ୩୯୬ ମି.ମି ବର୍ଷା ରେକର୍ଡ
ବୌଦ୍ଧ,୧୩/୯- ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ଲଘୁଚାପଜନିତ ବର୍ଷା ଯୋଗୁଁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସାରାରାତି ବର୍ଷା ହୋଇଥିବାବେଳେ ଆଜି ସକାଳେ ମଧ୍ୟ ବହୁ ଜୋରରେ ବର୍ଷା ହୋଇଥିଲା । ଏତେ ଜୋରରେ ବର୍ଷା ହୋଇଥିଲା ଯେ ଘରୁ ପଦାକୁ ବାହାରିବା ସମ୍ଭବ ହୋଇନଥିଲା ।!-->…
Read More...
Read More...
ସିମନବାଡ଼ି ନାଏବ ସରପଞ୍ଚ ଶ୍ରମିକଙ୍କ ମଜୁରୀ ଟଙ୍କା ଆତ୍ମସାତ କରିବା ଘଟଣା : ତଦନ୍ତ ଆରମ୍ଭ କଲେ ଜିଲ୍ଲା ଶ୍ରମ…
ଦାରିଙ୍ଗବାଡି: ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅନ୍ତର୍ଗତ ସଲାବାଡି ଗ୍ରାମର କିଛି ଲୋକ ମନରେଗା ଯୋଜନାରେ କାମ କରିଥିବା ବେଳେ ୯ ମାସରୁ ଉର୍ଦ୍ଧ୍ୱ ଦିନ ହେବ ମଜୁରୀ ଟଙ୍କା ମିଳିନଥିବା ନେଇ ଜିଲ୍ଲା ଶ୍ରମ କାର୍ଯ୍ୟଳୟରେ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ କରିବାର ୯ ମାସ!-->…
Read More...
Read More...
ନାଳରେ ଭାସିଗଲେ ଚାଷୀ
ଖୋର୍ଦ୍ଧା: ରାଜ୍ୟରେ ଏବେ ଲଗାଣ ବର୍ଷା ଲାଗି ରହିଛି । ତେଣୁ ବିଭିନ୍ନ ଜିଲ୍ଲାରେ ବନ୍ୟା ସୃଷ୍ଟି ହୋଇଥିବା ପରି ପରିଲକ୍ଷିତ ହେଉଛି । ତେବେ ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଜଣେ ଚାଷୀ ନାଳରେ ଭାସିଯାଇଛନ୍ତି ଓ ତାଙ୍କର ମୃତ୍ୟୁ ହୋଇଯାଇଛି । ନୂଆପଡ଼ା ପଞ୍ଚାୟତ ମୋରମରସିଂ!-->…
Read More...
Read More...
୧୭ରୁ ରାଜ୍ୟରେ ପୁଣି ବର୍ଷା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । କାଲିଠାରୁ ବର୍ଷାର ପ୍ରଭାବ କମିବ ବୋଳି କୁହାଯାଉଥିବା ବେଳେ ୧୭ ତାରିଖଠାରୁ ରାଜ୍ୟରେ ପୁଣି ବର୍ଷା ଲାଗି ରହିବ । ବର୍ଷା ସମ୍ପର୍କରେ ଏହି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ!-->…
Read More...
Read More...
ପ୍ରକାଶ ପାଇଲା +୨ କଟ୍ଅଫ୍ ମାର୍କ
ଭୁବନେଶ୍ବର : ପ୍ରକାଶ ପାଇଲା +୨ କଟ୍ଅଫ୍ ମାର୍କ । ସାମ୍ସ ପୋର୍ଟାଲରେ ଉପଲବ୍ଧ ହେଉଛି ମେରିଟ ଲିଷ୍ଟ । ଆଗରେ ରେଭେନ୍ସା ଜୁନିୟର କଲେଜ ରହିଛି । ଚଳିତ ଥର ୪ ଲକ୍ଷ ୩୫ ହଜାର ୯୨ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ହେଲେ ୩ ଲକ୍ଷ ୮୬ ହଜାର ୪୬୪ ଜଣ ପ୍ରଥମ କଟ୍!-->…
Read More...
Read More...
ରେକର୍ଡ ଭାଙ୍ଗିଲା ବର୍ଷା, ଆହୁରି ଛେଚିବ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇସାରିଥିବା ବେଳେ ଏବେ ଚାନ୍ଦବାଲିର ପଶ୍ଚିମ-ଉତ୍ତରପଶ୍ଚିମରେ ୨୦ କିଲୋମିଟର ଦୂରରେ ଓ କେନ୍ଦୁଝରଗଡ଼ର ପୂର୍ବ-ଦକ୍ଷିଣପୂର୍ବରେ ୧୨୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା!-->…
Read More...
Read More...