Browsing Category

ରାଜ୍ୟ

୪ଦଫା ଦାବି ନେଇ କଂଗ୍ରେସ ପକ୍ଷରୁ ବୀରମହାରାଜପୁର ବନ୍ଦ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା ଯୁବ କଂଗ୍ରେସ ଓ ବୀରମହାରାଜପୁର ବ୍ଲକ କଂଗ୍ରେସ ପକ୍ଷରୁ ୪ଦଫା ଦାବି ନେଇ ଆଜି ବୀରମହାରାଜପୁର ରେ ଏହି ବନ୍ଦ ଡାକରା ଦିଆଯାଇଛି । ବୀରମହାରାଜପୁର ବ୍ଲକ୍‌କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯିବା, ବୀରମହାରାଜପୁର ସହରକୁ ଏନଏସି ମାନ୍ୟତା ଦିଆଯିବା,
Read More...

ଜିଲ୍ଲା କୃଷକ ମହାସଂଘର ସଂଗଠନିକ ବୈଠକ, ଲଢେଇ ପାଇଁ ପ୍ରସ୍ତୁତି

ବଲାଙ୍ଗୀର : ଚାଷୀନେତା ବାବାଜୀ ଦାସଙ୍କ ସଭାପତିତ୍ୱରେ ସାମ୍ବାଦିକ ଭବନଠାରେ ବଲାଙ୍ଗୀର ଜିଲ୍ଲା କୃଷକ ମହାସଂଘର ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘର ପୂର୍ବତନ ସଭାପତି ଚାଷୀନେତା ସ୍ୱର୍ଗତ ଡ. ସୁଧୀର ପରିଛାଙ୍କ ସ୍ମୃତିଚାରଣ କରି ଅମର ଆତ୍ମାର ସଦଗତି କାମନା କରି ନୀରବ ପ୍ରର୍ଥନା ସହ
Read More...

ମନରେଗା ଯୋଜନାରେ ମହାଘୋଟାଲା: ଅଙ୍ଗନବାଡି ଦିଦି ଓ ଛାତ୍ର ଛାତ୍ରୀଙ୍କ ଆକାଉଣ୍ଟରେ ଜମା ହେଉଛି ଟଙ୍କା

ଦାରିଙ୍ଗବାଡି: ଦାରିଙ୍ଗବାଡି ବ୍ଲକରେ ପୁଣି ମନରେଗା ଯୋଜନାର ପୁଣି ଦୁର୍ନୀତି । ଅଙ୍ଗନବାଡି କର୍ମୀ, ସ୍କୁଲ ଛାତ୍ରଛାତ୍ରୀ, ଓ ବ୍ୟବସାୟୀ ହେଉଛନ୍ତି ମନରେଗା ହିତାଧିକାରୀ ଆଉ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ହେଉଛି ଟଙ୍କା । ଅନ୍ୟପକ୍ଷରେ ପ୍ରକଳ୍ପର ବ୍ୟୟ ଅଟକଳ ମୂଲ୍ୟ ଠାରୁ ଅଧିକ ଟଙ୍କାର
Read More...

ଆଖି ଯନ୍ତ୍ରଣାରୁ ମୁକ୍ତି ସକାଶେ ସରକାରୀ ସହାୟତା ପାଇଁ ନିବେଦନ

ଗଞ୍ଜାମ/ବେଲଗୁଣ୍ଠା :ମାତ୍ର ଦୁଇ ବର୍ଷ ବୟସରେ ଆଖି ଡୋଳା ବାହାରକୁ ବାହାରି ଯନ୍ତ୍ରଣାରେ ଛଟପଟ ହେଉଛି ବିକାଶ । ଗଞ୍ଜାମ ଜିଲ୍ଲା ବାରୁଡା ଗ୍ରାମର ଜୟରାମ ନାୟକର ୨ ବର୍ଷର ପୁଅ ବିକାଶ ଆଖି ଯନ୍ତ୍ରଣାରେ ପ୍ରତିଦିନ ଛଟପଟ ହେଉଥିବା ବେଳେ ଜୟରାମ ତାମିଲନାଡୁ ପଳାଇଛନ୍ତି । ପୁଅର ଚିକିତ୍ସା ପାଇଁ
Read More...

ଗୃହ ମୁଲତବି, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର : ଗତକାଲି ପରି ଆଜି ମଧ୍ୟ ଗୃହ ଆରମ୍ଭରୁ ହଟ୍ଟଗୋଳ ଆରମ୍ଭ ହୋଇଛି । ଉଭୟ ବିରୋଧୀ ବିଜେପି କଂଗ୍ରେସ ବିଭିନ୍ନ ପ୍ରସଂଗ ଉଠାଇ ଗୃହରେ ହୋହାଲ୍ଲା କରିଛନ୍ତି । ବିଜେପି ମାହାଙ୍ଗା ମର୍ଡର ପ୍ରସଂଗ ଉଠାଇଥିବା ବେଳେ କଂଗ୍ରେସ ଚାଷୀ ପ୍ରସଂଗ ଉଠାଇଥିଲା । ଏହାପରେ ଅଧିବେଶନ ଚାଲିନପାରିବା
Read More...

କନ୍ଧମାଳର ଯୁବ କଳାକାର ଏମପେରର୍‌ ଶିବାପତି ହ୍ୱୁମାନ ସାଗରଙ୍କ ସହ ଓଡ଼ିଆ ଗୀତ ତିଆରି କରି ପ୍ରଶଂସା ସାଉଁଟୁଛନ୍ତି

ବାଲିଗୁଡ଼ା,୧/୯: ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୱୁମାନ ସାଗରଙ୍କ ସହ ଶିବାୟ ମ୍ୟୁଜିକ୍‌ ପ୍ରଡକ୍ସନ ରେ "ମୁଁ ମରିଯିବି’ ଏକ ଗୀତ ତିଆରି କରି ସୁନାମ ଅର୍ଜନ କରିଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସୁନାପାଙ୍ଗା ସାହିର ଯୁବ କଳାକାର ଏମପେରର୍‌ ଶିବା ପତି । ପ୍ରଥମଥର ପାଇଁ ଓଡ଼ିଆ ରାପ୍‌ ଏହି
Read More...

ଗାଁ ସାଥୀ( ମେଟ୍‌)ଙ୍କ ଦାବିପତ୍ର ପ୍ରଦାନ

ବୌଦ୍ଧ,୧/୯- ଗାଁ ସାଥୀ (ମେଟ୍‌) ସଙ୍ଘ ମିଳିତ କ୍ରିୟାନୁଷ୍ଠାନ କମିଟି ବୌଦ୍ଧ ଶାଖା ତରଫରୁ ଆଜି ୫ଟି ଦାବି ନେଇ ସ୍ଥାନୀୟ ସର୍କିଟ ହାଉସନିକଟରୁ ଶତାଧିକ ଗାଁ ସାଥୀ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନାରାବାଜି କରିଥିଲେ । ଦାବିଗୁଡିକ ମଧ୍ୟରେ ରାଜ୍ୟରେ
Read More...

୧୦ଦଫା ଦାବିନେଇ ବୌଦ୍ଧ ଜିଲ୍ଲା ଡ୍ରାଇଭର ସଂଘର ଦାବିପତ୍ର ପ୍ରଦାନ

ବୌଦ୍ଧ,୧/୯: ରାଜ୍ୟ ଡ୍ରାଇଭର ମହାସଂଘର ଆହ୍ୱାନକ୍ରମେ ଆଜି ବୌଦ୍ଧଜିଲ୍ଲା ଡ୍ରାଇଭର ସଂଘର ସଦସ୍ୟମାନେ ୧୦ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି । ସ୍ଥାନୀୟ ବ୍ରିଜଛକରୁ ହଜାର ହଜାର ସଂଖ୍ୟାରେ ଡ୍ରାଇଭରମାନେ ଏକ ଶୋଭାଯାତ୍ରାରେ ଆସି ଏହି ଦାବିପତ୍ର
Read More...