Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଅଙ୍ଗନଦୀ ଟୋଲଗେଟରୁ ବେଆଇନ୍ ଟୋଲ ଫି ସଂଗ୍ରହ
ସୁବର୍ଣ୍ଣପୁର,୧୮/୯- ସୋନପୁର ବିନିକା ରାସ୍ତାରେ ଅବସ୍ଥିତ ଥିବା ଅଙ୍ଗନଦୀ ଉପରେ ଟୋଲଗେଟଟି କାହିଁ କେତେ ପୁରୁଣା । ଅନେକ ସମୟରେ ଏହିବ୍ରିଜର ନିର୍ମାଣ କାଳରେ ଖର୍ଚ୍ଚ ହୋଇଥିବା ଟଙ୍କାରୁ କାହିଁ କେତେଗୁଣ ଅଧିକ ଟୋଲ ଆଦାୟ ହୋଇଥିବା ସତ୍ୱେ ଏହି ଟୋଲଗେଟକୁ ଉଠାଇଦେବାପାଇଁ ବିଭିନ୍ନ ସମୟରେ!-->…
Read More...
Read More...
ଅଟୋ ସହିତ କାଠପଟା ଜବତ, ଜଣେ ଗିରଫ
ଦାରିଙ୍ଗବାଡି,୧୮/୯: ଅଟୋରେ କାଠପଟା ଚୋରା ଚାଲାଣ କରିବା ଅଭିଯୋଗରେ ବନବିଭାଗ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଅଟୋ ସମେତ ୧୧ଖଣ୍ଡ ଶାଳ ଓ ୯ଖଣ୍ଡ ପିଆଶାଳ କାଠପଟାକୁ ଜବତ କରିଥିବା ନେଇ ଦାରିଙ୍ଗବାଡି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆ ସୂଚନା ଦେଇଛନ୍ତି । ସୂଚନା ପ୍ରକାରେ ବନାଞ୍ଚଳ!-->…
Read More...
Read More...
ବୌଦ୍ଧଜ଼ିଲ୍ଲା ପ୍ରଶାସନ ପକ୍ଷରୁ ମଧୁବାବୁ ପେନସନ ଓ ଆଶୀର୍ବାଦ ଯୋଜନାର ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ
ବୌଦ୍ଧ,୧୮/୯- ଆଜି ବୌଦ୍ଧଜ଼ିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଟାଉନହଲ ଠାରେ ମଧୁବାବୁ ପେନସନ ଯୋଜନାରେ ୨୬ ଜଣ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ଓ ଆଶୀର୍ବାଦ ଯୋଜନା ବୌଦ୍ଧ ସଦର ମହକୁମାର ୨୨ ଜଣ ଅନାଥ ଶିଶୁଙ୍କୁ ୧୫୦୦ ଟଙ୍କା ଲେଖାଏଁ ଅନଲାଇନରେ ସହାୟତା ପ୍ରଦାନ କରାଯାଇଛି ।!-->…
Read More...
Read More...
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ
ପୁରୀ,୧୮/୯- ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବଳିବାମନ ବେଶ ଅନୁଷ୍ଠିତ ହୋଇଛି । ବାମନରୂପୀ ବାଳକ ବେଶରେ ମହାପ୍ରଭୁ ରତ୍ନସିଂହାସନରେ ଦର୍ଶନ ଦେଇଥିଲେ । ବଡ଼ଠାକୁର ବଳଭଦ୍ର ରାଜ ବେଶ ଧାରଣ କରିଥିଲେ । ଶ୍ରୀମନ୍ଦିରରେ ଦ୍ୱିପ୍ରହର ଧୂପ ସରିବା ପରେ ଶ୍ରୀଜଗନ୍ନାଥଙ୍କୁ ବାମନ ବେଶ କରାଯାଇଥିଲା!-->…
Read More...
Read More...
ଜିଲ୍ଲା ଆଇନସେବା ପ୍ରାଧିକରଣ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ,୧୮/୯- ଜିଲ୍ଲା ଆଇନସେବା ପ୍ରାଧିକରଣ ବୌଦ୍ଧଦ୍ୱାରା ଆୟୋଜିତ ମୋବାଇଲ ଭ୍ୟାନ ସାହାଯ୍ୟରେ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲାଜଜ୍ ପ୍ରତିମା ପଣ୍ଡା ଏଥିରେ ଅଧ୍ୟକ୍ଷତା କରିଥିଲେ । ସାଉଣ୍ଡ ଏଣ୍ଡ ମାଇକ ସାହାଯ୍ୟରେ!-->…
Read More...
Read More...
ମୁଣ୍ଡରେ ଚଢିଗଲା ମିନିଟ୍ରକ, ବାଇକ ଚାଳକ ମୃତ
ବୌଦ୍ଧ,୧୮/୯: ଆଜି ସକାଳ ପ୍ରାୟ ୮ଟା ବେଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି । ବାଇକ ଚାଳକ ଜଣକ ସୋନପୁର ଜିଲ୍ଲା ଖାରୀ ଅଞ୍ଚଳର ସିପୁନ ମିଶ୍ର (୩୨) ବୋଲି ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ବୌଦ୍ଧ ସହରରେ ଏକ ଫାଇନାନ୍ସ କଂପାନୀରେ କାମ କରୁଥିବା!-->…
Read More...
Read More...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ ପାଳନ କଲା କନ୍ଧମାଳ ଜିଲ୍ଲା ବିଜେପି
ଫୁଲବାଣୀ ୧୭/୯:କନ୍ଧମାଳ ଜିଲ୍ଲାର ଫୁଲବାଣୀ ଭାରତୀୟ ଜନତା ପାର୍ଟି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଫୁଲବାଣୀ ଗୋପବନ୍ଧୁ, ଜାତୀୟପିତା ମହାତ୍ମା ଗାନ୍ଧିଜୀ ଓ ଡାକ୍ତର ଆମ୍ବେଦକର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଏହି ଦିନଟିକୁ ସେବା ଦିବସ ଭବେ!-->…
Read More...
Read More...
ଅବ୍ୟବସ୍ଥାରେ ଚାଲିଛି ଟୀକାକରଣ, ସକାଳୁ ଲାଗୁଛି ଲମ୍ବା ଲାଇନ
ଦାରିଙ୍ଗବାଡି,୧୭/୯: ଟୀକା ନେବାପାଇଁ ନାହିଁନଥିବା ଭିଡ଼ । ଏଭଳି ଚିତ୍ର ଆସିଛି ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ପଞ୍ଚାୟତ ଟୀକାକରଣ କେନ୍ଦ୍ରରୁ । ଟୀକାକରଣ କେନ୍ଦ୍ର ଆଗରେ ମହିଳା ଓ ପୁରୁଷ ବୃଦ୍ଧ ବୃଦ୍ଧା ମାନେ ଧାଡ଼ିବାନ୍ଧି ଠିଆ ହୋଇଛନ୍ତି ଓ ଠେଲାପେଲା ହୋଇ କିଏ କିଭଳି ପ୍ରଥମେ ଟୀକା!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ସୁବର୍ଣ୍ଣପୁରରେ ସେବା ସପ୍ତାହ ଦିବସ ପାଳିତ, ୪୨ୟୁନିଟ ରକ୍ତ ସଂଗ୍ରହ
ସୁବର୍ଣ୍ଣପୁର,୧୭/୯- ଆଜି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦୀ ଜୀ ଙ୍କ ୭୧ତମ ଜନ୍ମ ଦିବସ ଅବସରରେ ସାରା ଭାରତ ବର୍ଷ ରେ ସେବା ସପ୍ତାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ଆଜି ସୁବର୍ଣ୍ଣପୁରଠାରେ ୪୨ ରୁ ଉର୍ଦ୍ଧ୍ୱ ବିଜେପି ନେତା ଓ!-->…
Read More...
Read More...
ପ୍ରତିଶୃତି ପାଇ ଆମରଣ ଅନଶନରୁ ଓହରିଲେ ଜନପ୍ରତିନିଧି
ଦାରିଙ୍ଗବାଡି,୧୭/୯ : ଦାରିଙ୍ଗବାଡି ବ୍ଳକ କାର୍ଯ୍ୟାଳୟରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମନମୁଖି ଶାସନ ଏବଂ ସ୍ଥାନୀୟ ବିଧାୟକ ବିଜୁ ପାଠାଗାର ନାମରେ ସରକାରୀ ଜମି ହଡ଼ପ କରିଥିବା ଅଭିଯୋଗରେ ବ୍ଳକର ବ୍ଳକ ଅଧ୍ୟକ୍ଷା ରୁଦା ମଲିକଙ୍କ ନେତୃତ୍ୱରେ ଉପାଧ୍ୟକ୍ଷ ରମାକାନ୍ତ ବଳିଆର ସିଂ ଏବଂ!-->…
Read More...
Read More...