Browsing Category

ରାଜ୍ୟ

କାର ଦୁର୍ଘଟଣାଗ୍ରସ୍ତ, ୫ ଆହତ

ପୁରୀ : ପୁରୀ ଜିଲ୍ଲା ଚନ୍ଦନପୁର ଅଗ୍ନି ଢ଼ାବା ନିକଟରେ ଏକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ କାର ଭାରସମ୍ୟ ହରେଇ ରାସ୍ତା କଡ଼ରେ ଥିବା ନଳାକୁ ପଶି ଯିବାରୁ ସେଥିରେ ଥିବା ୫ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଘଟଣା ସଂପର୍କରେ
Read More...

ଗର୍ଭବତୀ ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ସ୍ୱାମୀ ଫେରାର

ଭବାନୀପାଟଣା: ଗର୍ଭବତୀ ସ୍ତ୍ରୀର ତଣ୍ଟି କାଟି ତାକୁ ହତ୍ୟା ଉଦ୍ୟମ କରିଛି ଜଣେ ସ୍ବାମୀ। ଗୁରୁତର ସ୍ତ୍ରୀ କେସିଙ୍ଗା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। କେସିଙ୍ଗା ଥାନା ଧନରମାଲ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଅଞ୍ଚଳର ପ୍ରକାଶନୀ ସାହାଣୀ
Read More...

ନିରାଡ଼ମ୍ବର ଭାବେ ପାଳନ ହେଉଛି ଜନ୍ମାଷ୍ଟମୀ, ଚକାପାଦ ଓ ଜଲେଶପଟ୍ଟା ଆଶ୍ରମରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାଲିଗୁଡ଼ା:ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଜନ୍ମମାଷ୍ଟମୀ ପାଳନ ପାଇଁ ସାରା ଓଡିଶା ଉତ୍ସବ ମୁଖର । କିନ୍ତୁ ଜନ୍ମାଷ୍ଟମୀ ଆସିଲେ କନ୍ଧମାଳ ଜିଲ୍ଲା ହୋଇଥାଏ ଅଧିକ ଚଳଚଞ୍ଚଳ । ୨୦୦୮ ମସିହା ଆଜିର ଦିନରେ ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ପାଳନ ହେଉଥିବା ବେଳେ ସ୍ୱାମୀ ଲକ୍ଷ୍ମଣାନନ୍ଦ
Read More...

ଆରସିବିକୁ ଝଟକା,ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ଖେଳିପାରିବେନି ଏହି ଖେଳାଳି

ନୂଆଦିଲ୍ଲୀ : ସେପ୍ଟେମ୍ବର ୧୯ ରୁ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌ ୨୦୨୧) ର ଦ୍ୱିତୀୟ ପର୍ଯ୍ୟାୟରେ ଭାରତର ଅଲରାଉଣ୍ଡର ୱାଶିଂଟନ୍‌ ସୁନ୍ଦର ଖେଳିପାରିବେନି । ଇଂଲଣ୍ଡ ଗସ୍ତ ସମୟରେ ତାଙ୍କ ଆଙ୍ଗୁଠିରେ ଲାଗିଥିବା ଆଘାତ ଏପର୍ଯ୍ୟନ୍ତ ଭଲ ହୋଇନାହିଁ ।
Read More...

ଶସ୍ତା ହେଲା ସୁନା

ନୂଆଦିଲ୍ଲୀ : ସରକାର ଗ୍ରାହକଙ୍କୁ ଶସ୍ତାରେ ସୁନା କିଣିବାର ସୁଯୋଗ ଆଣିଦେଇଛି । ଅଗଷ୍ଟ ୩୦ ତାରିଖ ଅର୍ଥାତ୍ ଆଜିଠାରୁ ଆପଣ ଗ୍ରାହକଙ୍କ ପାଇଁ ଶସ୍ତା ହୋଇଛି ସୁନା । ସୋଭରେନ୍ ଗୋଲ୍ଡ ବଣ୍ଡ୍ ଯୋଜନା ଅଧୀନରେ ଆପଣ ମାନେ ବଜାର ଦର ଠାରୁ କମ୍ ଦାମ୍ ରେ ସୁନା ଗହଣା କିଣିପାରିବେ । ତେବେ ଏହି
Read More...

ସମ୍ପୂର୍ଣ୍ଣ ଶରୀର ଦାନ ପାଇଁ ବରିଷ୍ଠ ସାମ୍ବାଦିକ ସପତ୍ନୀକ ସମ୍ବର୍ଦ୍ଧିତ

ସମ୍ବଲପୁର :ସ୍ଥାନୀୟ ଜିଲ୍ଲା ପ୍ରେକ୍ଷାଲୟ ତପସ୍ୱିନୀ ଠାରେ ଗତକାଲି ଅନୁଷ୍ଠିତ ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ)ର ସୁବର୍ଣ୍ଣ ଜୟନ୍ତୀ ବାର୍ଷିକୀର ଅୟମାରମ୍ଭ ପାଳନ ଅବସରରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ଓ ସମ୍ମାନିତ ଅତିଥି ଭାବେ
Read More...

ବାଲୁକା କଳା ମାଧ୍ୟମରେ ଜନ୍ମାଷ୍ଟମୀ ଅବସରରେ ଶୁଭେଚ୍ଛା

ପୁରୀ : ପବିତ୍ର ଜନ୍ମାଷ୍ଟମୀ ଅବସରରେ ବାଲୁକା ଚିତ୍ରକଳା ମାଧ୍ୟମରେ ଶୁଭେଚ୍ଛା । ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଏହି ବାଲୁକା ଚିତ୍ରକଳା କରି ସମସ୍ତଙ୍କୁ ଏହି ପବିତ୍ର ଦିନର ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଭଗବାନ କୃଷ୍ଣ କୋଭିଡ ମହାମାରୀ କବଳରୁ ଆମକୁ
Read More...

ବୁଡାଗୁଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଚୋରି ଉଦ୍ୟମ, ଦୁଇ ସିସିଟିଭି କ୍ୟାମେରା ଭାଙ୍ଗିଲେ ଦୁର୍ବୃତ୍ତ

ଦାରିଙ୍ଗବାଡି : ଦାରିଙ୍ଗବାଡି ବ୍ଲକ ବୁଡାଗୁଡା ଠାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ପୁଣି ଥରେ ଚୋରି ଉଦ୍ୟମ ହୋଇଛି । ତେବେ ଦୁର୍ବୃତ୍ତମାନେ ଚୋରି କରିବାରେ ସଫଳ ହୋଇ ପାରିନଥିବା ଦେଖିବାକୁ ମିଳିଛି । ବ୍ୟାଙ୍କରେ ଲାଗିଥିବା ୨ଟି ସିସିଟିଭିକୁ ଭାଙ୍ଗି ଦେଇଥିବା ବେଳେ ବ୍ୟାଙ୍କ କାନ୍ଥ
Read More...

ମୁଖ୍ୟ ଶାସନ ସଚିବଙ୍କ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ଗସ୍ତ

ଦାରିଙ୍ଗବାଡି : ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଦୁଇ ଦିନିଆ କନ୍ଧମାଳ ଗସ୍ତର ୨ୟ ଦିନରେ ରବିବାର ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କରିଛନ୍ତି । ମୁଖ୍ୟ ଶାସନ ସଚିବ ରବିବାର ପ୍ରଥମେ ଜି.ଉଦୟଗିରି ସ୍ଥିତ ସମନ୍ନିତରେ ଥିବା ହଳଦୀ
Read More...