Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଏଡିଏମ୍ଓ ପିଏଚ୍
ସୁବର୍ଣ୍ଣପୁର,୧୪/୯ - ଚାକିରୀ ଚୁକ୍ତି ବୃଦ୍ଧିପାଇଁ ୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ପିଏଚ ଡାକ୍ତର ନବକିଶୋର ବେହେରା । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନବକିଶୋର ବେହେରା ନିଜ ଅଧସ୍ଥନ!-->…
Read More...
Read More...
ଅକ୍ଟୋବର ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା
ଭୁବନେଶ୍ୱର : ଚଳିତ ବର୍ଷ କରୋନା କାରଣରୁ ଯୁକ୍ତ ଦୁଇ ପରୀକ୍ଷା ହୋଇପାରିନଥିଲା । ତେବେ ମାଟ୍ରିକ ପରୀକ୍ଷା ଓ ବିଦ୍ୟାଳୟ ପରୀକ୍ଷା ଆଧାରରେ ଚଳିତ ବର୍ଷ ଛାତ୍ରଛାତ୍ରୀମାନଙ୍କର ବିକଳ୍ପ ମୂଲ୍ୟାଙ୍କନ କରାଯାଇଛି । ଫଳରେ ଅନେକ ଛାତ୍ରଛାତ୍ରୀଙ୍କର ଫଳାଫଳ ଭଲ ହୋଇଥିଲେବି କେତେକ ଛାତ୍ରଛାତ୍ରୀ!-->…
Read More...
Read More...
ଲଗାଣ ବର୍ଷାରେ ଧୋଇଗଲା ଡାଇଭର୍ସନ୍ ରୋଡ୍
ଦରିଙ୍ଗବାଡି : ଲଗାଣ ବର୍ଷାରେ ଧୋଇଗଲା ଡାଇଭର୍ସନ୍ ରୋଡ୍ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ୫୯ ନଂ ଜାତୀୟ ରାଜପଥ ସିମନବାଡ଼ି ନିକଟ ଡାବୁଲମାହାରେ ନିର୍ମାଣଧୀନ ପୋଲ କଡ଼ରେ ହୋଇଥିଲା ଡାଇଭର୍ସନ୍ ରୋଡ୍ । ଯାତାୟତ ସ୍ୱାଭାବିକ କରିବାପାଇଁ ମରାମତି କାର୍ଯ୍ୟ ଗତକାଲିଠାରୁ ଜାରି!-->…
Read More...
Read More...
ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ!
ଗଞ୍ଜାମ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ପଞ୍ଚ଼ାୟତର ବି .ନୂଆପାଲି ଗ୍ରାମରେ ଗୁଣି ଗାରେଡିକୁ ସନ୍ଦେହ କରି ଗ୍ରାମର ଜଣେ ୬୦ ବର୍ଷର ବୃଦ୍ଧଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ମୁଣ୍ଡ ଗଣ୍ଡି ଅଲଗା କରି ଗାତ ଖୋଳି ଏକ ଜଙ୍ଗଲ ପାଦଦେଶରେ ପୋତା ଯାଇଥିବା ଜଣାପଡିଛି । ଏନେଇ ମୃତକଙ୍କ ଭାଇ!-->…
Read More...
Read More...
ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ କଡ଼ା ନଜର ରଖିବାକୁ ସବୁ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ…
ଭୁବନେଶ୍ୱର : ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ। ସ୍ୱାସ୍ଥ୍ୟ ବିଭାଗର ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଉଛି । ଯେଉଁ ସ୍ଥାନରେ ପାଣି ପଶିଛି କିମ୍ବା ଯେଉଁଠି ପାଣି ଘେରରେ ଲୋକେ ଅଛନ୍ତି । ସେଠି ସର୍ଭିଲାନ୍ସ!-->…
Read More...
Read More...
ଅଜଣା ବ୍ୟକ୍ତିଙ୍କ ଶବସତ୍କାର କଲା ସ୍ୱେଚ୍ଛାସେବୀ ସଂଗଠନ ‘ସମ୍ବଳ’
ସମ୍ବଲପୁର: ସ୍ଥାନୀୟ ବୁର୍ଲା ସ୍ଥିତ ବଡ଼ ମେଡିକାଲର ମେଡିସିନ ୱାର୍ଡରେ ମୃତ୍ୟୁବରଣ କରିଥିବା ଜଣେ ଅଜଣା ବ୍ୟକ୍ତିଙ୍କ ଶବସତ୍କାର ସ୍ୱେଚ୍ଛାସେବୀ ସଂଗଠନ ‘ସମ୍ବଳ' ପକ୍ଷରୁ ରାଜଘାଟ ଶ୍ମଶାନରେ କରାଯାଇଛି । ଗୁରୁତର ଅସୁସ୍ଥ ଅବସ୍ଥାରେ ତାହାର ଚିକିତ୍ସା ପାଇଁ କେହି ଜଣେ ଦୟା ପୂର୍ବକ ଆଣି!-->…
Read More...
Read More...
ଲଘୁଚାପଜନିତ ଲଗାଣ ବର୍ଷାରେ ବୌଦ୍ଧର ହାଲ୍ ବେହାଲ୍
ବୌଦ୍ଧ,୧୪ /୯- ତିନିଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଲୋକେ ଘରୁ ପଦାକୁ ବାହାରି ପାରୁନଥିବାବେଳେ ଯାତାୟାତ ଠପ୍ ହୋଇପଡିଛି । ଅବିଶ୍ରାନ୍ତ ବର୍ଷା ଲାଗିରହିବା ଫଳରେ ବୌଦ୍ଧ ସହରରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା । ସହରର ଡ୍ରେନ ଏବଂ!-->…
Read More...
Read More...
ସୁନ୍ଦରଗଡରେ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ସୁନ୍ଦରଗଡ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଉରକେଲା ଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସୁନ୍ଦରଗଡ ଜିଲ୍ଲାବାସୀଙ୍କ ପାଇଁ ସ୍ମାର୍ଟ ହେଲ୍ଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନରେ ସୁନ୍ଦରଗଡ ହେଉଛି ଦ୍ବିତୀୟ ଜିଲ୍ଲା । ସୂଚନାଯୋଗ୍ୟ ଯେ!-->…
Read More...
Read More...
ମାୟାବତୀ ନଦୀରେ ବନ୍ୟା : ବାସଗୃହ ଓ ଅଫିସରେ ପଶିଲା ପାଣି
ପାଟଣାଗଡ : ପାଟଣାଗଡ ସହର ନିକଟବର୍ତ୍ତୀ ମାୟାବତୀ ନଦୀରେ ବନ୍ୟା ଭଳିଆ ସ୍ଥିତି ସୃଷ୍ଟି ହୋଇଛି । ପାଟଣାଗଡରୁ ବରଗଡ଼କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥରେ ମାୟାବତୀ ନଦୀ ରହିଛି । ଏହି ନଦୀରେ ଏକ ବ୍ରିଜ ନିର୍ମାଣ ହୋଇଛି । ନଦୀଜଳକୁ ସଂରକ୍ଷଣ କରିବା ପାଇଁ ବ୍ରିଜ ନିକଟରେ ଗେଟ କରାଯାଇଛି ।!-->…
Read More...
Read More...
ନୂତନ ବୁଢିମା ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ
ସୁବର୍ଣ୍ଣପୁର : ସହରର ଢେରାପଡା ଠାରେ ନୂତନ ବୁଢିମା ମନ୍ଦିର ନିର୍ମାଣ ପାଇଁ ଆଜି ଭୁମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଆଜି ସକାଳୁ ପଣ୍ଡିତ କୈଳାସ ଚନ୍ଦ୍ର ରଥଙ୍କ ଦ୍ୱାରା ପୂଜନୋତ୍ସବ କାର୍ଯ୍ୟରେ କର୍ତ୍ତାଭାବରେ ବି.ଶିବରାଓ କାର୍ଯ୍ୟ ତୁଳାଇଥିଲେ । ଏହି ମନ୍ଦିରଟି!-->…
Read More...
Read More...