Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଯେଉଁ ପଦବୀରେ ସ୍ୱାମୀ ଥିଲେ ; ସେହି ପଦବୀରେ ନିଯୁକ୍ତ ହେଲେ ସ୍ତ୍ରୀ
କେରଳ : ଯେଉଁ ପଦବୀରେ ସ୍ୱାମୀ ଥିଲେ ଏବେ ସେହି ପଦବୀରେ ନିଯୁକ୍ତ ହେଲେ ସ୍ତ୍ରୀ । ଏଭଳି ରୋଚକ ତଥା ଚର୍ଚ୍ଚାର ଘଟଣା ଘଟିଛି କେରଳରେ। ଇତିହାସରେ ପ୍ରଥମ ଥର ଏପରି ଘଟଣା ଘଟିଛି ବୋଲି ସାରା ଦେଶରେ ଚର୍ଚ୍ଚା ଚାଲିଛି । ଏ ସମ୍ପର୍କରେ କଂଗ୍ରେସ ନେତା ତଥା ଥିରୁ ଅନନ୍ତପୁରମ ସାଂସଦ ଶଶୀ ଥରୁର!-->…
Read More...
Read More...
ସାମାଜିକ ସେବା ବିନା ଜୀବନର ସଫଳତା ଅଧୁରା
ଫୁଲବାଣୀ : ରୋଟାରୀ କ୍ଲବ୍ ଫୁଲବାଣୀ ତରଫରୁ ଆୟୋଜିତ "ସଦସ୍ୟତା ଓ ସଂଗଠନର ବିକାଶ " ଶୀର୍ଷକ ଆଲୋଚନା ଚକ୍ରରେ ରୋଟାରୀ ଗଭର୍ଣ୍ଣର ଯଜ୍ଞାଶିଷ୍ ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ମଣିଷ ଜୀବନରେ ସେବା ମନୋଭାବର ଗୁରୁତ୍ୱ ସମ୍ପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ବକ୍ତବ୍ୟ ରଖିଥିଲେ।!-->…
Read More...
Read More...
ମା ଭୈରବୀଙ୍କ ଷୋଡଷ ପୂଜା ପାଇଁ ପ୍ରସ୍ତୁତି ବୈଠକ
ହରଭଙ୍ଗା : ପ୍ରତିବାର୍ଷ ପରିକଳ୍ପିତ ଷୋଡଷ ପୂଜାର ପ୍ରସ୍ତୁତି ପାଇଁ ଏହି ବର୍ଷ ମା ଭୈରବୀଙ୍କ ଆଦ୍ୟ ପୀଠରେ ସଂଗଠିତ ଏକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ, ମନ୍ଦିର ସଭା ଗୃହଠାରେ ମନ୍ଦିର ପରିଚାଳନା କମିଟି ସଭାପତି ସୁରେନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପ୍ରଥମ ପ୍ରସ୍ତୁତି ବୈଠକ କରାଯାଇଛି। ଏହି!-->…
Read More...
Read More...
ପାରଳା ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ପାରଳା ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଦୀପ ପ୍ରଜ୍ୱଳନ!-->…
Read More...
Read More...
ପରିବେଶ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଲେ ଯୁବପୀଢି
ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ବିନ୍ଦାସ କ୍ଲବ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଂପ୍ରତିକ ପରିସ୍ଥିତିରେ ପରିବେଶ ସୁରକ୍ଷା ପାଇଁ ସାରାବିଶ୍ୱ ଚିନ୍ତିତ ଥିବା ବେଳେ ଗ୍ରାମାଞ୍ଚଳ ଯୁବପିଢି ଏହାର ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏଥିରେ କ୍ଲବ!-->…
Read More...
Read More...
ଘରଡିହ ଶୂନ୍ୟ ପରିବାରଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ
ବାଲିଗୁଡ଼ା: ରାଜ୍ୟର ଗ୍ରାମାଞ୍ଚଳ ମାନଙ୍କରେ ବସବାସ କରୁଥିବା ଏବଂ ଆଇନାନୁଯାୟୀ ଯୋଗ୍ୟ ବିବେଚିତ ସମସ୍ତ ଘରଡିହ ଶୂନ୍ୟ ପରିବାରଙ୍କୁ ବାସୋପଯୋଗୀ ଜମି ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ତଦନୁଯାୟୀ ଘରଡିହଶୂନ୍ୟ ପରିବାରମାନଙ୍କ ନୂତନ ସର୍ବେକ୍ଷଣ କରିବା ନିମେନ୍ତ ରାଜ୍ୟ ସରକାର!-->…
Read More...
Read More...
ଆନନ୍ଦବଜାର ଭିତରେ ଶୃଙ୍ଖଳା ପାଇଁ ୨୦ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ଶ୍ରୀମନ୍ଦିର ପ୍ରଶାସନ
ପୁରୀ : ପୁରୀ ଶ୍ରୀମନ୍ଦିରରେ ଆନନ୍ଦବଜାର ଭିତରେ ଶୃଙ୍ଖଳା ଆଣିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବାବେଳେ ଆଜିଠାରୁ ୨୦ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ୨ ଟି ସିଫ୍ଟରେ ଏହି କର୍ମଚାରୀ ମାନେ ଆନନ୍ଦବଜାରରେ ଶୃଙ୍ଖଳିତ ଭାବେ ମହାପ୍ରସାଦ!-->…
Read More...
Read More...
ସ୍ୱାୟତ୍ତ ଶାସନ ଦିବସ ଅବସରରେ ୨୮୬ ଜଣଙ୍କୁ ଜମି ପଟ୍ଟା ବଣ୍ଟନ
ପୁରୀ : ସ୍ୱାୟତ୍ତ ଶାସନ ଦିବସ ଅବସରରେ ପୁରୀ ପୌର ପରିଷଦ ପକ୍ଷରୁ ୨୮୬ ଜଣ ବସ୍ତି ବାସିନ୍ଦାଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଛି। ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ମୁଖ୍ୟ ଅତିଥି ଭାବେ ଓ ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ସ୍ୱାୟତ୍ତ ଶାସନ!-->…
Read More...
Read More...
ଧର୍ମଶାଳା କଲେଜରେ ୪୭ତମ ସ୍ଵନକ୍ଷତ୍ର ସମାରୋହ
ଧର୍ମଶାଳା : ଆଜି ଧର୍ମଶାଳା ମହାବିଦ୍ୟାଳୟର ୪୭ତମ ସ୍ୱନକ୍ଷତ୍ର ସମାରୋହରେ ମାନ୍ୟବର ଯାଜପୁର ସାଂସଦ ରବିନାରାୟଣ ବେହେରା, କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ସହ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ କିଛି ସମୟ ଛାତ୍ରଛାତ୍ରୀ!-->…
Read More...
Read More...
ବୌଦ୍ଧରେ ନିବେଶକାରୀ ହତାଶ;ଅନ୍ଲାଇନ ଆପ୍ରେ କୋଟିକୋଟି ଟଙ୍କାର ଠକେଇ
ବୌଦ୍ଧ,୩୦/୮ (ହୀ.ପ୍ର) : ଆଜି ସଂଧ୍ୟାରେ ବୌଦ୍ଧ ସହରରେ ଅନଲାଇନ ଜୁଆ ଖେଳକୁ ନେଇ ହଇଚଇ ସୃଷ୍ଟି ହୋଇଛି । ଶତାଧିକ ଲୋକ କୋଟିକୋଟି ଟଙ୍କା ହରାଇଥିବା ଚର୍ଚ୍ଚା ହେଉଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ଅଗଷ୍ଟ ୨୦ ତାରିଖ ଦିନ ବୌଦ୍ଧ ସହରର ଏକ ହୋଟେଲରେ ଅନଲାଇନ ଆପ୍ରେ ଟଙ୍କା ଲଗାଇବା ପାଇଁ ଏକ!-->…
Read More...
Read More...