Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଜାଣନ୍ତୁ କେମିତି ରହିଛି ନୂଆଗାଁ ବ୍ଲକ ଯୁକ୍ତ ୨ ପରୀକ୍ଷା ଫଳ
ନୂଆଗାଁ-ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ବାଦଶ ଶ୍ରେଣୀ (ଯୁକ୍ତ୨) ପରୀକ୍ଷାଫଳ ବୁଧବାର ଅପରାହ୍ଣରେ ପ୍ରକାଶ ପାଇଛି। ଗୋଟିଏ ସମୟରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ବାହାରିଛି। ନୂଆଗାଁ ବ୍ଲକ ର ୪ ଗୋଟି ଅନୁଷ୍ଠାନ ମଧ୍ୟରେ!-->…
Read More...
Read More...
ସ୍ଥଗିତ ରହିଲା ତ୍ରି-ସ୍ତରୀୟ ପଞ୍ଚାୟତ ଉପନିର୍ବାଚନ
ଭୁବନେଶ୍ବର- ସ୍ଥଗିତ ରହିଲା ତ୍ରି-ସ୍ତରୀୟ ପଞ୍ଚାୟତ ଉପ ନିର୍ବାଚନ । ଜୁନ ୨୩ରେ ହେବାକୁ ଥିବା ପଞ୍ଚାୟତ ଉପନିର୍ବାଚନ ସ୍ଥଗିତ ରଖାଯାଇଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ପ୍ରେସମିଟରେ ଏହି ସୂଚନା ଦିଆଯାଇଛି । ସଅଳ ମୌସୁମୀ ଆସୁଥିବାରୁ ବର୍ଷା ଆଶଂକାରେ ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି ।
!-->!-->!-->…
Read More...
Read More...
ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ
ଭୁବନେଶ୍ବର:ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକା ସାଙ୍ଗରେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଜି ଅପରାହ୍ଣ ୪ ଟା ସମୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ!-->…
Read More...
Read More...
ଗୁମୁଡା ଵଂଶଧାରା ସେତୁ ଉପରେ ଅଜଣା ଗାଡି ଧକ୍କାରେ ତିନି ଜଣ ଯୁବକଙ୍କ ମୃତ୍ୟୁ
ଗୁଣପୁର :-ରାୟଗଡା ଜିଲ୍ଲା ଗୁମୁଡା ଫାଣ୍ଡି ଅନ୍ତର୍ଗତ ବଂଶଧାରା ନଦୀ ବ୍ରିଜ ଉପରେ ବିଳମ୍ବିତ ରାତି ରେ ଏକ ଅଜଣା ଗାଡି ଧକ୍କାରେ ୩ ଜଣ ଯୁବକର ମୃତ ଘଟିଛି। ପଦ୍ମପୁର ମେଡିକାଲରେ ଦୁଇ ଜଣକ ମୃତ ଦେହ ରହିଥିବା ବେଳେ ଗୁରୁତର ଅବସ୍ଥାରେ ଗୁଣପୁର ଉପଖଣ୍ଡ ଡାକ୍ତରଖାନାକୁ ନେବା ସମୟରେ ବାଳକୃଷ୍ଣ!-->…
Read More...
Read More...
ସାତକୋଶିଆରେ ୨୯ ଟି ସୁସ୍ଥ ଘଡ଼ିଆଳ ଶାବକ ଜନ୍ମ
ହରଭଙ୍ଗା :.ବୌଦ୍ଧ ଜିଲ୍ଲା ମହାନଦୀ ସାତକୋଶିଆ ଅଭୟାରଣ୍ୟ ଗଣ୍ଡ କୁସଙ୍ଗ ରେଞ୍ଜ ରେ ଘଡିଆଳ ଶାବକ ଜନ୍ମ। ୨୯ ଅଣ୍ଡାରୁ ସମସ୍ତ ସୁସ୍ଥ ଶାବକ ହୋଇଛନ୍ତି ଜନ୍ମ l ସାତକୋଶିଆ ଗଣ୍ଡ ବଳଦମରା ନିକଟରେ ସୁରକ୍ଷିତ ଭାବେ ରହିଛନ୍ତି ସମସ୍ତ ନବ ଜନ୍ମିତ ଘଡ଼ିଆଳ ଶାବକ । ଗତ ମାର୍ଚ୍ଚ ମାସରେ 29ଗୋଟି!-->…
Read More...
Read More...
ଚଳିତବର୍ଷ ରାଜ୍ୟରେ ହେବ କଲେଜ ନିର୍ବାଚନ
ଭୁବନେଶ୍ୱର: ଚଳିତବର୍ଷ ରାଜ୍ୟରେ ଅନୁଷ୍ଠିତ ହେବ କଲେଜ ନିର୍ବାଚନ। ଏନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କଲେଜ ନିର୍ବାଚନ ନେଇ ସରକାର ଚିନ୍ତା କରୁଛନ୍ତି। କଲେଜ ନିର୍ବାଚନ ପାଇଁ ଦୁର୍ଗାପୂଜା ପୂର୍ବରୁ ପାଠ୍ୟକ୍ରମ ସାରିବାକୁ ପଡ଼ିବ।!-->…
Read More...
Read More...
ଧୋନୀଙ୍କ ପାଦ ଛୁଇଁଲେ ବୈଭବ ସୂର୍ଯ୍ୟବଂଶୀ, ଭାଇରାଲ ହେଲା ଭିଡିଓ
ନୂଆଦିଲ୍ଲୀ : ଆଇପିଏଲ ୨୦୨୫ ରେ ରାଜସ୍ଥାନ ରୟାଲ୍ସର ଯାତ୍ରା ଶେଷ ହୋଇଛି । ଦଳ ତା’ର ଶେଷ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ ଶୋଚନୀୟ ଭାବେ ପରାସ୍ତ କରିଛି । ଏହି ମ୍ୟାଚରେ ମଧ୍ୟ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଦଳ ପାଇଁ ବ୍ୟାଟିଂ କରିବା ସମୟରେ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ ।!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ; ୧୮୦ ଦିନର ମାତୃତ୍ୱ ଛୁଟି ପାଇଁ ନିର୍ଦ୍ଦିଷ୍ଟ ନିୟମ ସ୍ଥିରୀକୃତ ହେଲା
ଭୁବନେଶ୍ୱର: ଜଣେ ମହିଳା ସରକାରୀ କର୍ମଚାରୀ ଦୁଇଟିରୁ କମ୍ ଜୀବିତ ପିଲାଙ୍କ ପାଇଁ, ମାତୃତ୍ୱ ସମୟରେ ୧୮୦ ଦିନ ପର୍ଯ୍ୟନ୍ତ ଛୁଟି ପାଇବାର ନିୟମ ରହିଛି।କିନ୍ତୁ ମାତୃତ୍ଵ ଛୁଟି କେଉଁ ଅବଧି ଭିତରେ ନିଆଯାଇପାରିବ, ସେ ବିଷୟରେ କିଛିଟା ଦ୍ୱନ୍ଦ୍ବ ଥିଲା । ଏବେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି।!-->…
Read More...
Read More...
ଜୁଲାଇ ୧ରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା
କଟକ : ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ଜୁଲାଇ ୧ ତାରିଖରୁ ଆରମ୍ଭ ହେବ । ୬ଟି ବିଷୟରେ ହେବାକୁ ଥିବା ଏହି ପରୀକ୍ଷା ୧ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ!-->…
Read More...
Read More...
ସୁରକ୍ଷାବାହିନୀକୁ ବଡ଼ ସଫଳତା,ଯବାନଙ୍କ ଗୁଳିରେ ୩୦ରୁ ଉର୍ଦ୍ଧ୍ଵ ନକ୍ସଲ ନିହତ
ଭୁବନେଶ୍ଵର, : ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ବଡ଼ ମାଓ ଦମନ ଅପରେସନ୍। ସୁରକ୍ଷାବାହିନୀକୁ ବଡ଼ ସଫଳତା। ଯବାନଙ୍କ ଗୁଳିରେ ଟଳିଲା ୧ କୋଟି ଟଙ୍କାର ମୁଣ୍ଡ। ୩୦ରୁ ଉର୍ଦ୍ଧ୍ଵ ନକ୍ସଲ ନିହତ। ଦୁର୍ଦ୍ଦାନ୍ତ ମାଓ ନେତା ବାସବରାଜ୍ ନିପାତ ହୋଇଥିବା ସୂଚନା। ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ!-->…
Read More...
Read More...